Browsing Category

ଆଞ୍ଚଳିକ

ଶ୍ରୀଲଙ୍କାରେ ଆୟୋଜିତ ଆଇସିକ୍ୟୁସିସି ୨୦୨୪ ରେ ୫ଟି ସ୍ବର୍ଣ୍ଣ ପୁରସ୍କାର ଜିତିଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ଇଣ୍ଟରନ୍ୟାସନାଲ କନଭେନସନ ଅନ୍ କ୍ୱାଲିଟି କଣ୍ଟ୍ରୋଲ ସର୍କଲ, ୨୦୨୪ ରେ ପାଞ୍ଚଟି ସ୍ଵର୍ଣ୍ଣ ପୁରସ୍କାର ହାସଲ କରିଛି। ଶ୍ରୀଲଙ୍କା ଆସୋସିଏସନ୍ ଫର୍…

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର

ରାୟଗଡ଼ା : ରାୟଗଡ଼ା ସ୍ଥିତ ରାମକୃଷ୍ଣ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର , ଦେଶାତ୍ମବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ କବିରାଜ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଓଁ ଲାଫିଙ୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଲଫିଙ୍ଗ କ୍ଲବ ସଭାପତି ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ…

ନବ ନିଯୁକ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଉମରକୋଟ (୨୩/୧୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା,ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା କ୍ଲଷ୍ଟରର ନବ ନିଯୁକ୍ତ କନିଷ୍ଠ ଶିକ୍ଷକ / ଶିକ୍ଷିକା ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏହି ସ୍ୱାଗତ ସମ୍ବର୍ଦ୍ଧନା ସମାରୋହରେ ସି ଆର ସି ସି ବିଷ୍ଣୁ…

ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ…

ଦାରିଙ୍ଗବାଡି, ୨୩/୧୧ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରାମୁଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଟା ଛାତ ତଳେ ଚାଲିଛି ଶିକ୍ଷାଦାନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏହି ବିଦ୍ୟାଳୟରେ ଦୁଇଟି ଶ୍ରେଣୀ କୋଠରୀରେ…

ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ମା ସୁରାଦେଇ ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କନ୍ଧମାଳ ରେ ଅତି ପ୍ରବଳ ଶୀତ ହେଉଥିବା ଯୋଗୁ ଅସହାୟ ମାନେ ବହୁତ କଷ୍ଟ ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଫ୍ରେଣ୍ଡସ୍ କ୍ଲବ ଅସହାୟ ମାନେ ଶୀତ ରୁ ରକ୍ଷା…

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ପାଳିତ…

ବାଲିଗୁଡା :, କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୯୯ ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି | ସମିତି ର ଆବାହକ ରାଜେନ୍ଦ୍ର କୁମାର ପାତ୍ର ଙ୍କ ଅଧ୍ଯକ୍ଷତାରେ ପ୍ରତ୍ଯୁଷରେ ଓଁକାର,…

ରାୟଗଡ଼ା ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ

ରାୟଗଡ଼ା : ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୯ ତମ ପବିତ୍ର ଜନ୍ମ ଦିନ ଉପଲକ୍ଷେ ରାୟଗଡ଼ା ନ୍ୟୁ କଲୋନୀ ସ୍ଥିତ ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ପ୍ରାତଃ ୫ ଘଣ୍ଟା ସମୟରେ ପ୍ରଭାତ ଫେରି ହୋଇଥିଲା। ସକାଳ ୯ ଘଣ୍ଟା ସମୟରୁ ୧୨ ଘଣ୍ଟା…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଚାଲିବା ପରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସର ଉଦଘାଟନୀ ସମାରୋହରେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ…

ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ…

ମାଲକାନଗିରି, ୨୩/୧୧/୨୪ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଇରପୁଟ ବ୍ଲକର ବଣ୍ଡା ଜନଜାତି ବହୁଳ ଅଣ୍ଡରାହାଲ ଗ୍ରାମ ପଞ୍ଚାୟତ ଠାରେ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଓ ସଚେତନତା କ୍ୟାମ୍ପ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ୱର…