Browsing Category

ଆଞ୍ଚଳିକ

ରହସ୍ୟ ଘେରରେ ସ୍କୁଲଛାତ୍ରୀର ମୃତ୍ୟୁ, ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କୁ ନେଇ ସନ୍ଦେହ…

ଘଟଣାର ତଦନ୍ତ ଦାବିକରୀ ଜିଲ୍ଲା ପାଳଙ୍କୁ ଦରଖାସ୍ତ ଦେଲେ ଅନୁସୂଚିତ ଜାତି, ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି। ମାଲକାନଗିରି : ବିଗତ ଦିନରେ ନିଳିମାରି ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ୱାଡେନ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ଭୂମିକା । ବିଦ୍ୟାଳୟ ରେ…

ଜୁଆ ଆଡ୍ଡା ଉପରେ ଚଢ଼ଉ, ୩ ଜଣ କୋର୍ଟ ଚାଲାଣ ୪,୪୫୦ ଟଙ୍କା ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ମଙ୍ଗଲାଲ ଦାଫେଇରେ ଏକ ଘରରେ ଜୁଆ ଖେଳ ହେଉଥିଲା | କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଥାନା ଅଧିକାରୀ ବିଜୟା ବନ୍ଧାନା ପାତ୍ର ଗୋଟିଏ ଟିମ ଗଠନ କରି ଅତିରିକ୍ତ ଭାବରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ ଜଣଙ୍କୁ…

ଗୋଇଲୁଣ୍ଡି ଛକ ନିକଟସ୍ଥ ଲଜ୍‌ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା : ଏକ ବର୍ଷ ପରେ କେରଳରୁ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଗତ ବର୍ଷ ନଭେମ୍ବର ୨୫ ତାରିଖ ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗୋଇଲୁଣ୍ଡି ଛକ ନିକଟରେ ଥିବା ବ୍ରହ୍ମପୁର ଲଜ୍ ଓ ଡୋର୍ମିଟୋରିରୁ ପୁଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇଥିଲା । ମୃତ ମହିଳା ଜଣକ ହେଲେ ଆନ୍ଧ୍ରପ୍ରଦେଶ ର…

ପୋଖରୀରେ କୁମ୍ଭୀର ଆତଙ୍କ, ବନବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ

ମାଲକାନଗିରି : ମାଲକାନଗିରି ଜିଲ୍ଳା କୋରୁକୋଣ୍ଡା ବ୍ଲକ ନିଲାକମ୍ବେରୁ ନିକଟ ଚିତାପାରି-୪ ଗାଁରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଥିବା…

ପଦ୍ମଗିରି ବିଦ୍ୟାଳୟରେ ଅବ୍ୟବସ୍ଥା : ତଦନ୍ତ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ

ମାଲକାନଗିରି, ୧୯।୧୧ ମାଲକାନଗିରି ଜିଲ୍ଲା ପଦ୍ମଗିରି ସ୍ଥିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ବିଦ୍ୟାଳୟକୁ ଗତକାଲି ବିଧାୟକ ଓ ପ୍ରଶାସନିକ ଅଧିକାରୀ ଅଚାନକ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କରି ନାନା ପ୍ରକାରର ଅବ୍ୟବସ୍ଥା ଦେଖି ପ୍ରଧାନ ଶିକ୍ଷକଙ୍କ ଉପରେ ଖପ୍ପା ହେବା ସହ…

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ହଜାର ହଜାର ଶ୍ରଦ୍ଧାଳୁ ସାମିଲ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିନରେ ସୂର୍ଯ୍ୟ ପୂଜା ,ଦେବତାଙ୍କ ମହାସ୍ନାନ,ସଲାପୂଜା ହୋମ ନାମ ଯଜ୍ଞ ,ଅନ୍ନଯଜ୍ଞ ହୋଇଥିବା ବେଳେ ମଧ୍ୟ ରାତ୍ର ରେ…

ବ୍ଳକସ୍ତରୀୟ ଜ୍ଞାନବିଜ୍ଞାନ ମେଳା : ୭ଟି ପ୍ରକଳ୍ପ ଜିଲ୍ଲାସ୍ତରକୁ ମନୋନୀତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ମକରଝୋଳ ଉଚ୍ଚ ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଇଓ ଏସ. ଗିରିଧରଙ୍କ ସଂଯୋଜନାରେ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି…

ଜାତୀୟ ସଂହତି ଦିବସ କାର୍ଯ୍ୟକ୍ରମ

ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଜାତୀୟ ସଂହତି ଦିବସ କାର୍ଯ୍ୟକ୍ରମ ପବ୍ଲିକ ସ୍କୁଲ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପବ୍ଲିକ ସ୍କୁଲର ଅଧକ୍ଷ…

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତି ପାଳନ

ହିଞ୍ଜିଳିକାଟୁ ୧୯/୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁପଟ୍ଟନାୟକ ଛକ ଠାରେ ହିଞ୍ଜିଳି କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ୧୦୭ ତମ ଜନ୍ମ ଜୟନ୍ତି ପାଳନ ହୋଇଯାଇଛି। ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଙ୍କ…

କରାତଳି ତାମ୍ପରାର ପୁନରୁଦ୍ଧାର କରିବା ସହ ମରୁଡିର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଦାବିପତ୍ର

ଛତ୍ରପୁର : କରାତଳି ତାମ୍ପରାର ପୁନଃରୁଦ୍ଧାର କରିବା ସହ ମରୁଡିର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ପ୍ରଦାନ କରାଯାଇଛି, କରାତଳି ତାମ୍ପରା ଯୋଗୁଁ…