Browsing Category

ଆଞ୍ଚଳିକ

ଡିଏଲସି ପଦବୀ ପୂରଣ ସମେତ ବିଭିନ୍ନ ଦାବୀ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ…

ଛତ୍ରପୁର,୧୮ /୧୧ : ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଡିଏଲସି ପଦବୀ ପୂରଣ କରିବା ସମେତ ବିଭିନ୍ନ ଦାବୀ ନେଇ ନିର୍ମାଣ ଶ୍ରମିକ ସଂଗଠନ ର ଛତ୍ରପୁର ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟିଛନ୍ତି । ଡ଼ିଏଲସି ପଦବୀ ପୂରଣ ନ ହେବା…

ଶ୍ରୀକୃଷ୍ଣ ରାସ ଉତ୍ସବ,ପୁରୀ,୨୦୨୪ ରେ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ

ଫୁଲବାଣୀ : ପବିତ୍ର କାର୍ତ୍ତିକ ପୂର୍ଣିମା ଅବସରରେ ପୁରୀ ସଂସ୍କୃତି ଭବନ ଠାରେ ତ୍ରିଭଙ୍ଗ କଳା ନିକେତନ, ଭୁବନେଶ୍ଵର ପ୍ରସିଦ୍ଧ ଓଡ଼ିଶୀ ଗୁରୁ, ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଶ୍ରୀ କୃଷ୍ଣ ରାସ ଉତ୍ସବ,ପୁରୀ ଅନୁଷ୍ଠିତ ହୋଇଯାଇଛି। ଏହି…

ଜାତୀୟ ଶିକ୍ଷା ନୀତିର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା (ECCE)ଆଲୋଚନା ଚକ୍ର ଅନୁଷ୍ଠିତ

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ । ମୁଖ୍ୟ ଅତିଥି ଭାବରେ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଟ୍ରକ ଚକା ତଳେ ପଡି ଜଣେ ମୃତ, ତିନି ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ଇର୍ପିଗୁଡ଼ା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ପଛରୁ ଆସୁଥିବା ଟ୍ରକ୍ ଚକା ତଳେ ପଡ଼ି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଜଣେ…

ଲୁଟେରଙ୍କ ଚରାଭୁଇଁ ପାଲଟିଛି ହିଞ୍ଜିଳି : ୭ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ବିଦ୍ୟୁତ ତାର ଚୋରି

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଗତ ୧ ମାସ ମଧ୍ୟରେ ହିଞ୍ଜିଳି ଥାନା ଇଲାକାରେ ୫୦ରୁ ଉର୍ଦ୍ଧ୍ଵ ଚୋରୀ ଘଟଣା ଘଟିଥିବା…

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : କଳସ ଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି…

ସାମ୍ବାଦିକଙ୍କ ମାତୃ ବିୟୋଗ

ଛତ୍ରପୁର : ଛତ୍ରପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତିଙ୍କ ମାତା ତଥା ଅବସର ପ୍ରାପ୍ତ ଷ୍ଟାଫ ନର୍ସ ପ୍ରତିମା ମହାନ୍ତି (୮୬)ଙ୍କ ମୃତ୍ୟୁ ଘଟିଛି। ସେ ଶିକ୍ଷାବିତ ତଥା ରୋଟାରୀୟନ ଏସ. ରେଖା ମହାନ୍ତି ଙ୍କ ଶାଶୁ ଅଟନ୍ତି । ସେ ଜଣେ ଧର୍ମ ପାରାୟଣ, ମେଳାପି ଏବଂ ଶାନ୍ତ ସ୍ଵଭାବର…

ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତ ସଭାପତିଙ୍କୁ ଗୁଳି

ଉମରକୋଟ /ଝରିଗାଁ : ଝରିଗାଁ ବ୍ଲକ ପାଲିଆ ବିଜେଡି ପଞ୍ଚାୟତର ସଭାପତିଙ୍କୁ ଗୁଳିମାଡ଼ । ମିଳିଥିବା ସୂଚନା ଅନୁଯାୟୀ ପାଲିଆ ପଞ୍ଚାୟତର ବିଜେଡି ପଞ୍ଚାୟତ ସଭାପତି ଡମନା ଭତ୍ରା(୩୨) କାଲି ରାତି ଆନୁମାନିକ ପ୍ରାୟ ୭.୩୦ ଘଣ୍ଟା ସମୟରେ ଘରୁ ଖାଇବା ପରେ ଦମନା ତାଙ୍କ ଜମି ନିକଟରେ ଅପେକ୍ଷା…

ଦୁର୍ଘଟଣାରେ ୨ ଗୁରୁତର, ୪ ଆହତ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଇଲାକାର ପୃଥକ ସ୍ଥାନରେ ଦୂର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ମାନେ ହେଲେ…

ତହଁର ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ : ମାଙ୍କଡ କାମୁଡାରେ ୧୫ରୁ ଉର୍ଦ୍ଧ୍ଵ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ପାଗଳ ମାଙ୍କଡ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ କାମୁଡାରେ ସଂପୃକ୍ତ ଗ୍ରାମର ୧୫ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ତହଁର ଗ୍ରାମର ବୃନ୍ଦାବନ ଦାଶ, ନିରଞ୍ଜନ ପଣ୍ଡା,…