Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଫୁଲବାଣୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ
ଫୁଲବାଣୀ : ଶିକ୍ଷା ସପ୍ତାହ ହେଉଛି ବାର୍ଷିକ ପଦକ୍ଷେପ ଯାହାକି ସଚେତନତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଭାରତରେ ଶିକ୍ଷାର ଗୁରୁତ୍ୱକୁ ପାଳନ କରିଥାଏ l ଦେଶର ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ସପ୍ତାହ ଏକ ଅନନ୍ୟ ସୁଯୋଗ ଉପସ୍ଥାପନ!-->…
ଆସିକା ବଜାରରେ ଆଳୁ ଦର ପଚାଶେ ଟପିଲା ଆଳୁ କିଣି ଅକଲ ଗୁଡ଼ୁମ….!
ଚେଇଁ ଶୋଇଛି କି ପ୍ରଶାସନ…!
ଗୋମାଂସ ବୋଝେଇ ଟ୍ରକ ଜବତ : ୧୨ ଟନ ରୁ ଉର୍ଦ୍ଧ ଗୋମାଂସ ଜବତ…
ଛତ୍ରପୁର, ୨୬ / ୭ ଛତ୍ରପୁର ସ୍ଥିତ ଡିଆରଡିଏ ଛକ ନିକଟରେ ଆଜି ସକାଳେ ଏକ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦକୁ ଯାଉଥିବା ଜଣାପଡିଛି । ତେବେ ଏକ ଟ୍ରକ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ସୂତ୍ରରୁ ଜଣା ପଡ଼ିବା ପରେ ଛତ୍ରପୁରର ବଜରଙ୍ଗଦଳ ସଦସ୍ୟ ମାନେ ବହୁ ଚେଷ୍ଟା!-->…
ପାଞ୍ଚ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲାର ପୁଲିସ ନିକଟରେ ପାଞ୍ଚ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ସୂଚନା ଅନୁଯାଇ ଜିଲ୍ଲାରେ ଚାଲିଥିବା ସରକାରଙ୍କ ପୁନର୍ବାସ ନୀତି ଯୋଜନାରେ ପ୍ରଭାବିତ ହୋଇ ଇନାମୀ ପାଞ୍ଚ ମାଓବାଦୀ ସୁକମା ପୁଲିସ ନିକଟରେ ମାଓ!-->…
ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍ ଡ୍ୟାମ ନିର୍ମାଣରେ ଦୁର୍ନୀତି : ଛଅମାସ ନ ଯାଉଣୁ ଧରାଶାୟୀ
ବାଲିଗୁଡା (୨୫/୦୭) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି। ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ଏକ କୋଟିରୁ ଅଧିକ ଟଙ୍କା ମହାତ୍ମାଗାନ୍ଧୀ!-->…
ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ ବଢ଼େଇଲା ଗୋପବନ୍ଧୁ ସେବା ସମିତି
ଚିକିଟୀ : ଚିକିଟୀ ବ୍ଲକ କଳବାଡ ଗ୍ରାମ ପଞ୍ଚାୟତ ପାଣ୍ଡିରି ଗ୍ରାମ ର ବସନ୍ତ ସାହୁ ଙ୍କ ଶଶୁର ଘର ଯିବା ରାସ୍ତା ରେ ଦୁର୍ଘଟଣା ଘଟିଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ସହାୟତା ରେ ଚିକିତ୍ସା କରାଇବା ପରେ ଡାକ୍ତର ଙ୍କ ବହୁ ପ୍ରଚେଷ୍ଟାରେ ରେ ଜୀବନ ଫେରି ପାଇଛନ୍ତି ବସନ୍ତ । କିନ୍ତୁ!-->…
ରାଜ୍ୟରୁ ସମ୍ମାନ ଆଣିଲେ ରୁଦ୍ରରୂପା
ଚିକିଟୀ : ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଖୁବ୍ ଗୌରବର ସହିତ ଓଡିଶା ସାହିତ୍ୟ ଏକାଡେମୀ ଆଜି ତା'ର ୬୭ତମ ସ୍ଵନକ୍ଷେତ୍ର ଦିବସ ପାଳନ କରିଛି। ଏହି ଅବସରରେ ବ୍ଲକ ସ୍ତରରୁ ରାଜ୍ୟକୁ ଚୟନ ହୋଇଥିବା ଅନନ୍ୟ ପ୍ରତିଭାର ଅଧିକାରିଣୀ ଭାବେ ଚିକିଟୀ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ!-->…
ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନ୍ ର ଉଦଘାଟନ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଳୟରେ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଦ୍ଵାର ସି ଟି ସ୍କାନ ମେସିନ୍ ର ଉଦଘାଟନ କରାଯାଇଛି।ଏହା ସ୍ପନ୍ଦନ ଡାଇଗ୍ନୋଷ୍ଟିକg ସଂସ୍ଥା ଦ୍ଵାରା ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମୋଡ ରେ ପରିଚାଳନା କରାଯିବ। ମାଗଣା ରେ!-->…
ଅନୁକୂଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବ : ସରୁନି ଧାନରୁଆ କାର୍ଯ୍ୟ
ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳବାସୀଙ୍କ ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି। ଏଠାକାର ଅଞ୍ଚଳବାସିନ୍ଦା କୃଷି ଉପରେ ନିର୍ଭର କରୁଛନ୍ତି ୯୦ ପ୍ରତିଶତରୁ ଉର୍ଦ୍ଧ ପରିବାର। ଧାନ ଓ ମକା ଚାଷ ଏହି ଅଞ୍ଚଳର ପ୍ରମୁଖ ଚାଷ ଦେଖିବାକୁ ମିଳେ । ଜଳସେଚନ ସୁବିଧା ଯଥେଷ୍ଟ!-->…
ବାଳିକା ଶିକ୍ଷାକୁ ଆଗେଇନେବା ପାଇଁ ‘ପୁରି ପଢାଇ ଦେଶକି ଭଲାଇ’ ଅଭିଯାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ର ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅର୍ନ୍ତଗତ ବାଲନ୍ଦାପଡା ରେ ବାଳିକା ଶିକ୍ଷା କୁ ଆଗେଇନବା ପାଇଁ “ପୁରି ପଢାଇ ଦେଶ କି ଭଲାଇ” ଅଭିଜାନ ସ୍ୱାତୀ ଓ କ୍ରାଏ ଅନୁଷ୍ଠାନ ର ମିଳିତ ସହଯୋଗରେ ଆରମ୍ଭ କରାଯାଇଛି । ଏହି ଅଭିଜାନ ର ଲକ୍ଷ କିପରି ବାଳିକା ମାନେ!-->…