Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ
ଫୁଲବାଣୀ : ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କର୍ନେସ ପଡ଼ିଆରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି | ପଞ୍ଚମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ କବିତା ପାଠୋତ୍ସବ ଓ ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟର!-->…
କନ୍ଧମାଳ ଜିଲ୍ଲା ବାରିକସଂଘର ୩ୟ ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ନିର୍ବାଚନ : ସଭାପତି ପ୍ରଶାନ୍ତ ବେହେରା ସମ୍ପାଦକ…
ଫୁଲବାଣୀ : ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖା ର ୩ୟ ବାର୍ଷିକ ଉତ୍ସବ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ନୁତନ ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ଭାବେ ଅରିତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ଆଜି!-->…
ବାଦ ବିବାଦ ପରେ ପୁଣି ହେବ ଆସିକା ରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା …
ଆସିକା ରେ ଲେଖା ନଛିଡ଼ିବାରୁ ଵ୍ରହ୍ମପୁର ରେ ଲେଖା ଛିଡିଲା…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାର ଥିଲା ୧୪ ତାରିଖ ଠାରୁ। ନିସର୍ତ୍ତ ରେ କବାଡ଼ି ପାଇଁ ଚାନ୍ଦା ଆଦାୟ ହେଉଥିବା ନେଇଗତ ୨୮ ତାରିଖ ରେ ଖବର ପ୍ରକାଶ ହୋଇଥିଲା।ଏହି!-->…
ସଂକୀର୍ତ୍ତନ କଳାକାରମାନେ ସମାଜର ମୋକ୍ଷକାମୀ : ମହାସଚିବ
ବ୍ରହ୍ମପୁର : ସଂକୀର୍ତ୍ତନ କଳାକାରମାନେ ନାମ ସଂକୀର୍ତ୍ତନ ମାଧ୍ୟମରେ ସମାଜର ମୋକ୍ଷ ମୋକ୍ଷ ମାର୍ଗ ପ୍ରଦର୍ଶକ ଭାବେ କାମ କରୁଥିବା ହେତୁ ସେମାନେ ସାଧୁବାଦାର୍ହ ବୋଲି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅଷ୍ଟ ପ୍ରହାର ନାମ ସଂକୀର୍ତ୍ତନ ମହୋତ୍ସବର!-->…
ଦାରିଙ୍ଗିବାଡ଼ି ଆମ୍ବ ଟାକୁଆ ଘଟଣାରେ ଦୁଇ ଅସହାୟ ଶିଶୁଙ୍କୁ ସହଯୋଗର ହାତ ବଢ଼ାଇଲା କିସ ଫାଉଣ୍ଡେସନ
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ଗଦାପୂର ପଂଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମ ରେ ଆମ୍ବ ଟାକୁଆ ଖାଇ ଦୁଇ ମୃତ ଛଅ ଗୁରୁତର ଘଟଣାରେ ଅନୀଲ ପାଟ୍ଟମାଝିଙ୍କ ପତ୍ନୀ ରୁମିତାଙ୍କ ଅକାଳ ମୃତ୍ୟୁ ହୋଇଯାଇଛି । ଫଳରେ ତାଙ୍କର ଅଢ଼େଇ ବର୍ଷର ପୁଅ ଓ ୬ ମାସର ଝିଅ ମାତୃ ସ୍ନେହରୁ!-->…
ପ୍ରେସ ଦିବସରେ ଉଦଘାଟିତ ହେଲା ପ୍ରେସ କ୍ଲବ ଡାଇନିଂ ହଲ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବର ଡାଇନିଂ ହଲ ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନାଙ୍କ କର କମଳରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଉପ ସଭାପତି ଡଃ ସୂର୍ଯ୍ୟ ନାରାୟଣ!-->…
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ
ମାଲକାନଗିରି : ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ!-->…
ନବରଙ୍ଗପୁର ଠାରେ ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତି…
ନବରଙ୍ଗପୁର ତା. ୧୫ .୧୧ .୨୦୨୪ ରିଖ ଆଜି ପୂର୍ବାହ୍ନ ୯.୦୦ ଘଣ୍ଟା ସମୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆଠାରେ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ!-->!-->!-->…
ଦୁର୍ଦ୍ଦଶା ନାଟକର ସଫଳ ରୂପାୟନେ ଆଦିବାସୀ ଦର୍ଶକ ବିମୋହିତ…
ବ୍ରହ୍ମପୁର :ସୁହାନୀ କ୍ରିଏସନ୍, ସୁରଳ ପ୍ରଯୋଜିତ ଆଦିବାସୀ ଜନ ଜୀବନର ନିଚ୍ଛକ କାହାଣୀ ଆଧାରିତ ନାଟକ 'ଦୁର୍ଦ୍ଦଶା' ଭରପୁର ଆଦିବାସୀ ଦର୍ଶକଙ୍କୁ ବିମୁଗ୍ଧ କରିବାରେ ସକ୍ଷମ ହୋଇପାରିଛି। ଗଜପତି ଜିଲ୍ଲା ବଣ ଜଙ୍ଗଲ ଘେରା ପାହାଡି ଗ୍ରାମ ୱାଇ. ଏଙ୍ଗାରସିଂ ସ୍ଥିତ 'ଅଚ୍ୟୁତାନନ୍ଦ ଶୁନ୍ୟ!-->!-->!-->…
ଜନ ଜାତୀୟ ଗୌରବ ଦିବସ ଅବସରରେଯୋଗ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ…
ମାଲକାନଗିରି,: ୧୫ ନଭେମ୍ବର ୨୦୨୪ :ଧରତୀ ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଏନକେ ଖେଳ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->!-->!-->…