Browsing Category

ଆଞ୍ଚଳିକ

ପ୍ରଶାସନର ଆଢୁଆଳରେ ରାଜୁଲକୋଣ୍ଡା ଫାର୍ମ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡା ଠାରେ ଥିବା ଫାର୍ମ ଟି ପ୍ରଶାସନର ଆଢୁଆଳରେ ଥିବା ଭଳି ପରିଲକ୍ଷିତ ହେଉଛି । ଏକଦା ଏହି ଫାର୍ମ ଟିରେ ବିଭିନ୍ନ ପ୍ରକାର ଫଳ ଯେମିତିକି ଅନେକ କିସମର ସ୍ୱାଦିଷ୍ଟ ଆମ୍ବ, ପିଜୁଳି, କମଳା, ଲେମ୍ବୁ ପ୍ରଭୃତି ଭରପୁର…

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତର ଉଶ୍ରା କଲୋନୀ ଫୁଟବଲ ଖେଲ ପଡିଆରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ବୀରମିତ୍ରପୁର ଥାନା ଅଧିକାରୀଣି ବିଜୟା ବନ୍ଧନା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ଓ…

ନିଖିଳ ଉତ୍କଳକଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସଭାଗୃହ ଠାରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ର ରାଜ୍ୟ ସାଧାରଣ…

ବାଇକ୍ ଧକ୍କାରେ ୨ ଗୁରୁତର

ହିଞ୍ଜିଳିକାଟୁ : ରବିବାର ସକାଳେ ୫୯ ନମ୍ବର ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମିନି ଷ୍ଟାଡିୟମ ସମ୍ମୁଖରେ ବାଇକ୍ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରେଗିଡିସାହିର ବଂଶୀଧର ସାହୁ (୫୨) ଓ ଆସିକା ଥାନା ମୁକୁନ୍ଦପୁର ଅଞ୍ଚଳର…

ପିଅନପଡା କାଳୀ ମନ୍ଦିର ଦ୍ୱିବାର୍ଷିକ ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ର ପିଅନପଡା ସ୍ଥିତ ସର୍ବ ପୁରାତନ କାଳୀ ମନ୍ଦିରର ଦ୍ୱି ବାର୍ଷିକ ନିର୍ବାଚନ କାଳୀ ମନ୍ଦିର ର ପରିସରରେ ପୂର୍ବତନ ସଭାପତିଙ୍କ ସଭାପତିତ୍ବରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମ୍ପାଦକ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ପାଠ କରିଥିଲେ l…

କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ

ହିଞ୍ଜିଳିକାଟୁ, ୧୦/୧୧ : ପୂଣ୍ୟ ତଥା ପବିତ୍ରର ମାସ କାର୍ତ୍ତିକ ମାସ ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ କେଉଟସାହିରେ ରବିବାର ଠାରୁ କାର୍ତ୍ତିକେଶ୍ୱର ପୂଜା ଶୁଭାରମ୍ଭ ହୋଇଛି । ରବିବାର ପବିତ୍ର ଅଁଳା ନବମୀ ଅବସରରେ ସାହିର ଶତାଧିକ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ…

ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର, ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ବିଜୟ ମହାପାତ୍ର…

ଫୁଲବାଣୀ : ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ଏବେ ବିଭିନ୍ନ ରାଜନୈତିକ ଦଳ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ହେଲେ ମୃତକଙ୍କ ପରିବାରକୁ ଏବଂ ଅସୁସ୍ଥ ଥିବା ପରିବାରକୁ କୌଣସି ଆର୍ଥିକ…

ମହାମାୟୀ ପୀଠରେ ବିଶ୍ୱଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଅନ୍ନଯଜ୍ଞ ଉଦଯାପିତ : ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ଭଗାମୁଣ୍ଡା ସ୍ଥିତ ମହାମାୟୀ ପୀଠରେ ବିଶ୍ୱ ଶାନ୍ତି ନାମ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଯାଇଛି l ପ୍ରଥମ ଦିନ ବିଲ୍ଲ ବରଣ, ଅଧିବାସୀ ସହ କଳସ ଯାତ୍ରା ମହା ଆଡମ୍ବର ରେ ହୋଇ ଥିଲା l ମହାମାୟୀ ମନ୍ଦିର…

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ପଥପ୍ରାନ୍ତ ନାଟକ ଆୟୋଜିତ : ନାଟକ ମାଧ୍ୟମରେ ଦିଆଯାଉଛି ଦୁର୍ନୀତି ବିରୋଧୀ…

ବ୍ରହ୍ମପୁର : ଭିଜିଲାନ୍ସ ସଚେତନତା ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ଵାରା…

ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସୁଗଡବାଡିରେ ପୁଷ୍ଟି ଖାଦ୍ୟ ମେଳା

ଫୁଲବାଣୀ : ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଇକିିଆ ଶ୍ରୀ ଅନ୍ନ୍ କାର୍ଯ୍ୟକ୍ରମ ର ମିଳିତ ଉଦ୍ୟମ ଏବଂ ଜିଲ୍ଲା କୃଷି ବିଭାଗ ଙ୍କ ଆର୍ଥିକ ସହାୟତା ରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଦିନିଆ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି…