Browsing Category

ଆଞ୍ଚଳିକ

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର

ମାଲକାନଗିରି : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ବାରା ମାଲ୍ୟବନ୍ତ ଛାତ୍ରାବାସ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କରାଯାଇଛି । ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଶୋଷଣର ପ୍ରତିରୋଧ ଓ ପ୍ରତିକାର ଆଇନ ନେଇ

ବିଶ୍ୱ ପର୍ଯ୍ୟଟନ ଦିବସରେ ଶହଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ୍‌

ବାଲିଗୁଡା : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା

ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀମାନେ ୬ମାସ ହେବ ପାରିଶ୍ରମିକ ମିଳିନି; ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

କନ୍ଧମାଳ : ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ଜୀବିକା ମିଶନର

କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଙ୍ଘ ପକ୍ଷରୁ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ନିଷ୍ପତ୍ତି ପ୍ରକାରେ ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ସୁଲପାଣି ସାହାଣୀଙ୍କ ମୃତ ବାପା ସ୍ଵର୍ଗତ ବସନ୍ତ କୁମାର ସାହାଣୀ ଜେଲ୍ ଜେମାଦାର ଚାକିରିରୁ ଅବସରପ୍ରାପ୍ତ ପରେ ଶାରୀରିକ

ଅବ୍ୟବସ୍ଥା ଘେରରେ ବଉଳ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତ ର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ

ଟାଟା ଏସିକୁ ଧକ୍କା ଦେଲା ବାଇକ୍ ; ତିନି ଆହତ

ବେଲଗୁଣ୍ଠା : ଏକ ଆପାଚି ମୋଟରସାଇକେଲ୍ ଏକ ଟାଟା ଏସିକୁ ଧକ୍କା ଦେବା ଫଳରେ ବାଇକ୍ ଚାଳକ ଏବଂ ସେଥିରେ ବସିଥିବା ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି । ଘଟଣାଟି ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଡ଼ିବନ୍ଧ ଅଞ୍ଚଳରେ ଘଟିଛି । ସୂଚନା ପ୍ରକାରେ

ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ-୨୦୨୪

ଛତ୍ରପୁର : ଅନ୍ତର୍ଜାତୀୟ ଉପକୂଳ ସଫେଇ (ଆଇସିସି) ଦିବସ ଅବସରରେ ଭାରତୀୟ ତଟରକ୍ଷୀ କେନ୍ଦ୍ର ଗୋପାଳପୁର ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଗୋପାଳପୁର ବନ୍ଦରର ମିଳିତ ଆନୁକୂଲ୍ୟରେ ବାଟେଶ୍ୱର ବେଳାଭୂମିରେ ସମୁଦ୍ର କୂଳ ଓ ଉପକୂଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତିକ ଉପକୂଳ

ଚିକିଟୀରେ ନିପୁଣ ଓଡିଶାର ଉଦଘାଟନୀ ସମାରୋହ

ଚିକିଟୀ : ଆଜି ସାରା ଓଡ଼ିଶାରେ ହୋଇଥିବା ଗତ ସେପ୍ଟେମ୍ବର ୫ ତାରିଖରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ନିପୁଣ ଓଡ଼ିଶା ର ଶୁଭ ମହୁରତ କରି ସାରା ଓଡ଼ିଶା ବାସୀଙ୍କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକ

ପଡିଆରେ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସଫାଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ସଫେଇ ମିତ୍ରଙ୍କ କାର୍ଯ୍ୟକ୍ରମ, ଦାୟିତ୍ଵ ଓ

ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟରିଙ୍ଗ ଦିବସ

ବ୍ରହ୍ମପୁର : ବ୍ରହ୍ମପୁର କ୍ୟାଟରିଂ ସଂଘ ପକ୍ଷରୁ ବିଶ୍ୱ କ୍ୟାଟେରିଙ୍ଗ ଦିବସ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ସଭାପତି ୟୁ. ହର ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବହୁ ସମସ୍ୟା ଉପରେ ଆଲୋଚନା କରାଯିବ ସହିତ ସଂଘର ଆଗାମୀ ଦିନର