Browsing Category

ଆଞ୍ଚଳିକ

ବାରହା ଆକ୍ରମଣରେ ମହିଳା ମୃତ

ଛତ୍ରପୁର : ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁ ରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି l ମୃତ ମହିଳାଙ୍କ ନାମ ଶୋଭା ତରାଇ (୬୨ ବର୍ଷ), ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥଲା l ଯାହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି l…

ବିପର୍ଯ୍ୟୟ ପରିଚଳନା ନେଇ ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବଛତ୍ରପୁର : ସମ୍ଭାବ୍ୟ ବାତ୍ୟା “ଦାନା” ର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ରହୁଥିବା ହେତୁ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲ୍ଲାର ଜିରୋ କାଜୁଆଲିଟି ରହିବ ସେଥି ସକାଶେ ସମସ୍ତ…

ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଟାଇମ୍ସ ବିଜିନେସ ଆୱାର୍ଡ଼ ୨୦୨୪ରେ ଟିପିଏସ୍ଓଡିଏଲ୍ ପୁରସ୍କୃତ

ବ୍ରହ୍ମପୁର, ଅକ୍ଟୋବର: ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜିନେସ୍ ଆୱାର୍ଡ ଓଡ଼ିଶା-୨୦୨୪ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)  ପୁରସ୍କୃତ ହୋଇଛି। ବିଦ୍ୟୁତ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀକୁ ଏହି…

କନ୍ଧମାଳ ଜିଲ୍ଲାର ଅପପୁଷ୍ଟିର ମୁକାବିଲା : ଗଣମାଧ୍ୟମର କାର୍ଯ୍ୟକାରିତା ପାଇଁ ଆହ୍ବାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅପପୁଷ୍ଟିର ମୁକାବିଲା କରିବା ପାଇଁ ଏବଂ ପୂର୍ଣ୍ଣ ଆହାର ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର କନ୍ଧମାଳ ଡିଏସଡବ୍ଲ୍ୟୁ ଓ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ…

ଓଏଲଏମ କ୍ୟାଡର ମାନଙ୍କ ସାତ ମାସର ବକେୟା ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ…

ଫୁଲବାଣୀ : ଓଡିଶା ଜୀବିକା ମିଶନ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ସିଆରପି,ଏମବିକେ,ବ୍ୟାଙ୍କ ମିତ୍ର,ପ୍ରାଣୀମିତ୍ର, କୃଷିମିତ୍ର , ଉଦ୍ୟୋଗ ମିତ୍ର ଭଳି କ୍ୟାଡରଙ୍କ ଦ୍ୱାରା କାର୍ଯ୍ୟ ହୋଇଆସୁଛି। କିନ୍ତୁ ଗତ ଏପ୍ରିଲ ମାସ ଠାରୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇନାହିଁ।ପ୍ରତ୍ୟହ…

ପାଣିରେ ବୁଡ଼ି ଦୁଇ ନାବାଳକ ଶିଶୁଙ୍କ ମୃତ୍ୟୁ…

ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ଭୂୟାଁ ବସ୍ତୀ ଅଞ୍ଚଳର ଯ୍ୟୋନେକ ବ୍ୟକ୍ତିଙ୍କ ଦୁଇ ନାବାଳକ ଶିଶୁ ଘର ପଛପଟ ବିଲ ମଧ୍ୟରେ ଥିବା ଏକ ଗାଡ଼ିଆ ପାଣିରେ ବୁଡି ମୃତ୍ୟୁ ଘଟିଥିବା ବେଳେ ଏହା ଜାଣିବା ପରେ ଭୂୟାଁ ବସ୍ତୀ ଅଞ୍ଚଳରେ ଏକ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସମୀକ୍ଷା ବୈଠକ…

ଆରଏମସି, ବଣାଇଁ ଓ ପାନପୋଷ ଉପଖଣ୍ଡର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର କଲେ ସମୀକ୍ଷାସୁନ୍ଦରଗଡ/ରାଉରକେଲା::କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ମନ୍ତ୍ରୀ…

ଚିତ୍ରକୋଣ୍ଡା : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍,ଗୋଟିଏ ପରିବାରର ଜଣେ ମୃତ ଓ ତିନି ଗୁରୁତର

ଚିତ୍ରକୋଣ୍ଡା : ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ। ଚିତ୍ରକୋଣ୍ଡା ବ୍ଲକ ସୀମାନ୍ତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗୁଡେମ ମଣ୍ଡଳ ଅନ୍ତର୍ଗତ ମୁରଳାଗେଡା ଗ୍ରାମର ପ୍ରକାଶ ଖିଲ ନିଜ ପରିବାରର ଦୁଇ ଝିଅ ଓ ଦୁଇ ପୁଅଙ୍କୁ…

ଉଦ୍ୟାନକୃଷି ବିଭାଗ କାର୍ଯ୍ୟାଳୟରୁ ଚୋରୀ, ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଘଟିଥିଲା। ଲୁଟେରା ଜଣଙ୍କ କାର୍ଯ୍ୟାଳୟ କବାଟ ତାଲା ଭାଙ୍ଗି କାର୍ଯ୍ୟାଳୟ ପରିସରରୁ ପାଣିପମ୍ପ ମୋଟର, ଲୁହା କଟର ସମେତ କିଛି ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଥିଲେ।‌…

ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ – ୨୦୨୪ ପାଳିତ

ମାଲକାନଗିରି : ମାଲକାନଗିରି ସମଗ୍ର ଶିକ୍ଷା ଆନୁକୂଲ୍ୟରେ, ସ୍ଥାନୀୟ ଚାଲାଣଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ, ଆଜି ଜିଲ୍ଲାସ୍ତରୀୟ ଆର୍ତ୍ତଜାତୀୟ ଶିଶୁ କନ୍ୟା ଦିବସ-୨୦୨୪ ଓ ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ ଘାଟନୀ…