Browsing Category

ଆଞ୍ଚଳିକ

ବାଲିଗୁଡାରେ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡ ର ସଭାଗୃହ ରେ ଅନୁଷ୍ଠିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ସାଂସଦ ଙ୍କ ନଗର ପ୍ରତିନିଧି…

ଇସ୍ତଫା ଦେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀକହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ ଦୃଷ୍ଟିରୁ ସ୍ବାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ସେ ଇସ୍ତଫା ଦେଇଥ‌ିବା…

ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଡିସେମ୍ବର ୧୩ରୁ ୧୫ ତିନିଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

କାର୍ତ୍ତିକ ପ୍ରଥମ ସୋମବାର : ଶୈବପୀଠରେ ଭକ୍ତଙ୍କ ଭିଡ଼

ହିଞ୍ଜିିଳିକାଟୁ : ଧର୍ମ ଅର୍ଜନର ମାସ ତଥା ପବିତ୍ର କାର୍ତ୍ତିକ ମାସ ପ୍ରଥମ ସେମାବାର ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି…

ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗା ଓ ଲଷ୍ମୀ ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି l ବାସଭବନରେ ବସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମ ଯଜ୍ଞ କରିଛନ୍ତି…

ଛତ୍ରପୁର ପୋଲିସ ପଡିଆ ଠାରେ ୬୫ ତମ ପୋଲସ ଶହୀଦ୍ ସ୍ମୃତି ଦିବସ ପାଳିତ…

ଛତ୍ରପୁର : ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପୋଲିସ ପଡିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲା ତରଫରୁ ୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକାରୀରେ…

କନ୍ଧମାଳ ଜିଲ୍ଲାରୁ ଟାଇକୋଣ୍ଡ ପ୍ରତିଯୋଗିତାରେ ରାଜ ନନ୍ଦିନୀଙ୍କୁ ଗୋଲ୍ଡ : ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ

ଫୁଲବାଣୀ : ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ୨୦୨୪-୨୫ ପୁରୀ ଜିଲ୍ଲା ସ୍କୁଲ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଥର ପାଇଁ କୁସ୍ତି ଓ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ…

ନଦୀ କୂଳରୁ ବୃଦ୍ଧାଙ୍କ ମରଶରୀର ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ତମଗୁଡା ଗ୍ରାମର ନଦୀ କୂଳରୁ ବୃଦ୍ଧାଙ୍କ ମର ଶରୀର ଉଦ୍ଧାର କଲେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଓ ନାୟକଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ବାକାଙ୍କ ସ୍ୱାମୀ ଲଛିମ ବାକା। ସୂଚନା ଅନୁଯାୟୀ ନାୟକଗୁଡା…

ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ, ୧ଗିରଫ ୭ଫେରାର

ମାଲକାନଗିରି : ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ଚଢ଼ାଉ କରି ୭୫କେଜି ଗଞ୍ଜେଇ,ପ୍ରେସ ମେସିନ ଓ ଜ୍ୟାକ…

ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା ଗ୍ରାମରେ ୨୪୬ ପରିବାରର ପ୍ରାୟ ୧୨ ଶହରୁ ଅଧିକ ଜନ ସଂଖ୍ୟା।…