Browsing Category

ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ମୃତା ପାର୍ବତୀଙ୍କ ଅସହାୟ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଆଇନି ସେବା ପ୍ରାଧିକରଣର ପଦକ୍ଷେପ

ମାଲକାନଗିରି : ଏକ ମର୍ମତ୍ୟୁଦ ସଡ଼କ ଦୁର୍ଘଟଣାରେ ମୃତବରଣ କରିଥିବା ରେକ୍ଲାମେସନ କଲୋନୀ ର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନିସେବା ପ୍ରାଧିକରଣ ର ସଚିବ ମାନ୍ୟବର ରାକେଶ କୁମାର ମୁଦୁଲି ପ୍ରାଧିକରଣ ର ମୁଖ୍ୟ ପ୍ରତିପକ୍ଷ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଛତ୍ରପୁର : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ

ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲା କୋଷାଗାର କର୍ମଚାରୀ ପୁରସ୍କୃତ

ଛତ୍ରପୁର : ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲ୍ଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪ ମସିହାର ମାର୍ଚ୍ଚ -ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର

ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ !

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ

ଛତ୍ରପୁର ଷ୍ଟାଇଲବଜାର ପକ୍ଷରୁ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ

ଛତ୍ରପୁର : ଛତ୍ରପୁର ମେନ୍ ରୋଡ଼ରେ ଅବସ୍ଥାପିତ ଷ୍ଟାଇଲବଜାର ଆନୁକୂଲ୍ୟରେ ଏକ ଶିଶୁ ପ୍ରତିଭା କାର୍ଯକ୍ରମ ଫେସିଅନ୍-ସୋ ଅନୁଷ୍ଠିତ ହୋଇଥିଲା ।ଏଥିରେ ଛତ୍ରପୁର ସହରାଞ୍ଚଳ ର ପ୍ରାୟ ଶତାଧିକ ଶିଶୁ ଏହି ପ୍ରତିଭା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜ ର ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ଧୂନ୍ ର ତାଳେ

ପରିତ୍ୟକ୍ତ ଜଙ୍ଗଲରୁ ଅଜଣା ବ୍ୟକ୍ତିର କଙ୍କାଳ ଠାବ : ପୋଲିସ ର ତନାଘନା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁଫାଗୁଡା ଗାଁ ନିକଟ ଜଙ୍ଗଲରୁ ଏକ ମୃତ ବ୍ୟକ୍ତିର କଙ୍କାଳ ମିଳିଛି। ମୃତ ବ୍ୟକ୍ତି ଜଣକ କିଏ ବୋଲି ଏ ପ୍ରଯ୍ୟନ୍ତ ଜଣାପଡି ନଥିବା ବେଳେ କଙ୍କାଳ ନିକଟରେ ଏକ ଚପଲ ପଡିରହିଛି । ମୃତ ବ୍ୟକ୍ତିଙ୍କ ବିଷୟରେ ଆଖ ପାଖ ଅଞ୍ଚଳରେ ପୁଲିସ ପଚାର

ଓଡ଼ିଶାରେ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ପାଇଁ ଦାବୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସରେ ଜନ ସଭା ବ୍ରହ୍ମପୁର, ତା.୨୪.୬.୨୦୨୪ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ୪୦ତମ ତିରୋଧାନ ଦିବସରେ ତାଙ୍କ

ଓର୍କେଲ ପୋଲିସକୁ ସଫଳତା ,୧୫ କିଲୋ ଗଞ୍ଜେଇ ସହ ବାଇକ ଜବତ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଓ ମାଫିଆଙ୍କ ଦ୍ୱାରାଏହାକୁ ବାହାର ରାଜ୍ୟକୁ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଘଟଣାରେ

ବିକାଶ ଲକ୍ଷ୍ୟ ହାସଲରେ ପ୍ରତିଶୃତିବଦ୍ଧତା ଓ ଗୋଷ୍ଠିଗତ ସହ‌ଭାଗିତା ପ୍ରଭାବ

ସ୍ୱାତୀ ସିଲ୍‌ଭର୍ ଜୁବଲି ପାଳନ ଅବସରରେ ଫୁଲବାଣୀ : ନାଗରୀକ ସମାଜ ବା ସାମାଜିକ ଅନୁଷ୍ଠାନ ଗୁଡିକର ପ୍ରତ୍ୟକ୍ଷ ସ‌ହଯୋଗ ଏବଂ ଗୋଷ୍ଠୀର ଭାଗୀଦାରିତା ବିନା ବିକାଶର ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ସ୍ଵାତି ଦ୍ଵାରା ଆୟୋଜିତ ସିଲ୍‌ଭର୍ ଜୁବଲି ପାଳନ ଅବସରରେ ବକ୍ତା ମାନେ

ମାଁ ଫୁଲକେଶନୀଙ୍କ ଯାତ୍ରା : ସପ୍ତ ଠାକୁରାଣୀଙ୍କ ଘଟ ପରିକ୍ରମା

ଆସିକା : ଫୁଲକେଶନୀଙ୍କ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର । ସପ୍ତଠାକୁରାଣୀଙ୍କ ଘଟ ପରିକ୍ରମା ସାଙ୍ଗକୁ ବିଭିନ୍ନ ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକ ମାଳା ଭକ୍ତ ମାନଙ୍କୁ ଆକୃଷ୍ଟ କରିଛି । ଶହ ଶହ ମାନସିକଧାରୀ ଭକ୍ତ ମା ଙ୍କୁ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି । ପଞ୍ଚମ ଦିନରେ