Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା
ଫୁଲବାଣୀ //ବାଲିଗୁଡା : କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀ ନିର୍ମମ ଭାବେ ହତ୍ୟା କରିଛନ୍ତି । ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ଯୁବକକୁ ହତ୍ୟା କରିଥିବା ମାଓବାଦୀ ପୋଷ୍ଟରରେ!-->…
ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତି ବିଦ୍ୟାର୍ଥୀ ସମ୍ମାନୀତ…
ଛତ୍ରପୁର : ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତଦୁଇ ଶ୍ରେଣୀ ରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨ ନମ୍ୱର (୮୮.୬%), ବି. ଧନୁ!-->…
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ…
ସ୍ଵୟଂଚାଳିତ ମହାବିଦ୍ୟାଳୟ ରୂପେ ମାନ୍ୟତା ପାଇଁ ଦାବୀ ଉଠିଛି ।।ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଲୁମିନ୍ ସମାରୋହ ରବିବାର କଲେଜ୍ କମ୍ୟୁନିଟ୍ ହଲରେ ସମାହିତ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ମୋ-କଲେଜ୍ ତଥା ପୁରାତନ!-->…
“ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ଠାରେ "ଜଙ୍ଗଲ ପାଇଁ ମଞ୍ଜି ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଛତ୍ରପୁର ସହର ଉପକଣ୍ଠରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏହାର ନିକଟରେ ଥିବା!-->…
ଯୁବ ସାମାଜସେବୀଙ୍କ ଦ୍ଵାରା ଫୁଲବାଣୀ ମଶାଣିର ସଫେଇ
ଫୁଲବାଣୀ : ସ୍ଥାନୀୟ ନାରାୟଣୀ ମନ୍ଦିରକୁ ଯିବା ରାସ୍ତା ନିକଟରେ ଥିବା ମଶାଣି ଭିତରେ ବହୁ ଦିନରୁ ଖାଲ ଢିପ, ଉଚାବଚ, ଅଳିଆ ଆବର୍ଜନା ରେ ଭରପୁର ହୋଇ ପଡ଼ି ରହିଥିଲା l ତାହାକୁ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିଛି ଯୁବ ସାମାଜସେବୀ l ସେମାନେ ହେଲେ ଫୁଲବାଣୀ ଉପ!-->!-->!-->…
ଦୁଃଖ ଦେଉଛି ଜନନୀ ଯନ୍ତ୍ରଣା : ପ୍ରାୟ ଏକ କିମି ପାଦରେ ଚାଲି ପହଁଚିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ
ମାଲକାନଗିରି (କୋରୁକୋଣ୍ଡା) : ସ୍ୱାଧିନତାର ସାତ ଦଶନ୍ଧି ପୁରିଯାଇ ଥିଲେ ମଧ୍ୟ ଆଜି ମଧ୍ୟ ଡାକ୍ତର ଖାନା ଯିବା ପାଇଁ ମା ମାନଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟ ପଟ ହୋଇ ଚାଲି ଯିବାକୁ ପଡୁଛି । ସରକାରଙ୍କ ତରଫରୁ ବହୁ ପ୍ରକାର ସୁବିଧା ମାନ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେସବୁ ଯେମିତି କାଗଜ କଲାମରେ!-->…
ସ୍କୁଟି ଧକ୍କାରେ ଯୁବକ ମୃତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଖଇରବାହାର ସରଣା ଛୋକ ଉପରେ ଗୋଟିଏ ସ୍କୁଟି ଚଳିତ ମାସ ୨୪ ତାରିଖ ଦିନ ଶୁକ୍ରବାର ପ୍ରାୟ ୪.୩୦ ରେ ରାଏବଗା ପଟୁ ଦୃତ ଗତିରେ ଆସି ଛିଡ଼ା ହୋଇ ଥିବା ସୋନୁ କୁମାର ଟେଟେ (୨୪)ଙ୍କୁ ପଛ ପଟୁ ଧକ୍କା ଦେବାଫଳରେ ରାସ୍ତା ଉପରେ!-->…
ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପାସ ହାର ୯୯%
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପ୍ରକାଶିତ ଫଳାଫଳ ରେ ଚିକିଟୀ ବ୍ଲକର ବିଦ୍ୟାର୍ଥୀ ମାନେ ୯୯ ପ୍ରତିଶତ ସଫଳତା ପାଇଛନ୍ତି । ବ୍ଲକର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପଛରେ ପକାଇ ସୁନାପୁର ଶ୍ରୀ କାଶୀ ବିଶ୍ୱନାଥ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ କେ. ଆଦାଶ୍ୟା ପାତ୍ର!-->…
ବଡ଼ମାଧପୁର ଓ ଗୋବା ଗ୍ରାମରେ ଛତ୍ରପୁର ପୋଲିସର ଫ୍ଲାଗ ମାର୍ଚ୍ଚ
ଛତ୍ରପୁର : ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ରୋକ ଲଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଓ ଗୋବା!-->…
ମାଟ୍ରିକ ଫଳାଫଳରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ମିଳିଲା ଶତପ୍ରତିଶତ ସଫଳତା
ଛତ୍ରପୁର : ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ଶ୍ରୀରାମନଗର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଲା ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।!-->…