Browsing Category

ଆଞ୍ଚଳିକ

ନାବାଳିକାଙ୍କୁ କୁକର୍ମ କଲେ ସରପଞ୍ଚଙ୍କ ସ୍ବାମୀ…

ହିଞ୍ଜିଳିକାଟୁ ୨୪।୫ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଗୋଟିଏ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ କୁକର୍ମ କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ୩୫୦/୨୪ ରୁଜୁ କରିଛି। ଅଭିଯୋଗ ପରେ ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କୁ

କୁକର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ ପରେ କୋର୍ଟ ଚାଲାଣ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁତ୍ରିଖମଣ ପଞ୍ଚାୟତ ସ୍ଥିତ ଦୁମାଙ୍ଗଦିରୀ ଗ୍ରାମର ଜନୈକ ମାନସିକ ବିକାରଗ୍ରସ୍ତ ଯୁବତୀକୁ କୁକର୍ମ ଅଭିଯୋଗରେ ଦୁଇ ଯୁବକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୋଲିସ

ବାଣଯାତ୍ରାରେ ଅଘଟଣ, ବାଣ ବିସ୍ଫୋରଣରେ ୮ ଆହତ ସମେତ ଜଣେ ଗୁରୁତର

ହିଞ୍ଜିଳିକାଟୁ : ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଚାଲୁ ରହିଛି। ଯାତ୍ରାର ମଧ୍ୟମ ଦିବସ ଗୁରୁବାର ବିଳମ୍ବିତ ରାତିରେ କେଉଟବାଡ ପକ୍ଷରୁ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଣ ଫୁଟାଇବା ସମୟରେ

ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ମେ ୨୭ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଯାତ୍ରା କମିଟି ପକ୍ଷରୁ

କନ୍ଧମାଳର ଯୁବ ଗବେଷକ ରାଜେଶଙ୍କ ନିଆରା ଉଦ୍ୟମ

ଫୁଲବାଣୀ: ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ଗବେଷଣା କରୁଥିବା ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଳକ୍ ଅନ୍ତର୍ଗତ ତଲାରି ମାହ। ଗ୍ରାମପଞ୍ଚାୟତର ଦୁର୍ଗମ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ଏବେ ଚର୍ଚ୍ଚାରେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସହ

ବାଇକରେ ଦୁଇ ଦୁବୃର୍ତ୍ତ ଆସିଲେ ଝାମ୍ପି ନେଲେ ରୂପାଭର୍ତ୍ତି ବ୍ୟାଗ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ

ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାର ଦ୍ଵିତୀୟ ଦିବସ : କଳାକୁଞ୍ଜ ଓ ରଥ ନିକଟରେ ଯାତ୍ରାପ୍ରେମୀଙ୍କ ଅସମ୍ଭବ ଭିଡ

ଆତସବାଜିରେ କମ୍ପିଲା ଯାତ୍ରା ପଡିଆ ହିଞ୍ଜିିଳିକାଟୁ : ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବର ଦ୍ଵିତୀୟ ଦିବସ ଗୁରୁବାର କେଉଟବାଡ଼଼ ପକ୍ଷରୁ ଆଡମ୍ବରପୁର୍ଣ ଓ ଭାବାବେଗ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଯାତ୍ରା ସକାଶେ

ସୋନପୁରରେ ଲଞ୍ଚ ହେଲା ସୋନାଲିକାର ନିଉ ମୋଡେଲ ଟ୍ରାକ୍ଟର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ନିଉଁ ପ୍ରତୀକ ଟେଣ୍ଟ ହାଉସ୍ ଠାରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ର ନିଉ ମୋଡେଲ ଟାଇଗର ସିରିଜ ଟ୍ରାକ୍ଟର ର ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଟିତ ହୋଇଯାଇଛି l ଚନ୍ଦ୍ରମା ମୋଟର୍ସ ଦ୍ବାରା ଆୟୋଜିତ ଡିଲର ପ୍ରଶାନ୍ତ ବାବୁ ଙ୍କ ପ୍ରତ୍ୟକ୍ଷ

କମେଣ୍ଟମରାକୁ ନେଇ ନିର୍ବାଚନୀ ହିଂସା : ଦୁଇ ଗୋଷ୍ଠୀର ୪ ଗିରଫ

ବେଲଗୁଣ୍ଠା : ବେଲଗୁଣ୍ଠା ଥାନା ଅର୍ନ୍ତଗତ ବାଣତୁମ୍ବ ଗ୍ରାମରେ ରାଜନୈତିକ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।ଏ ନେଇ ବେଲଗୁଣ୍ଠା ପୋଲିସ ଦୁଇ ଗୋଷ୍ଠୀରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରି ୨୪୦/୨୪ ରେ ପ୍ରଶାନ୍ତ ସେଠୀ ଓ ସୁଶାନ୍ତ ସେଠୀଙ୍କ

ମା ନାରାୟଣୀ ଠାକୁରାଣୀଙ୍କ ମଣ୍ଡପରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ

ଢୋଲ, ମହୁରୀ ଓ ଘଣ୍ଟ ବାଦ୍ୟରେ କମ୍ପିଲା ସମଗ୍ର ପରିସର ଫୁଲବାଣୀ : ଆଜି ଗୁରୁବାର ମାଙ୍କ ବିଶ୍ରାମ ଦିବସ ଏହି ପରିପ୍ରେକ୍ଷୀରେ ଏକ ସ୍ଵତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତି ବାହିନୀ ପକ୍ଷରୁ ଆୟୋଜିତ ହୋଇଥିଲା l ଏକ ଘଣ୍ଟା ବ୍ୟାପି ଢୋଲ ବାଦ୍ୟରେ କମ୍ପିଲା ମଣ୍ଡପ, ଶହସ୍ରାଧିକ