Browsing Category

ଆଞ୍ଚଳିକ

କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ରେ ଛାତ୍ର ସଂସଦର ଅଭିଷେକ ସମାରୋହ…

ନବରଙ୍ଗପୁର : ତା: ୧୩.୦୮.୨୦୨୪ ପି.ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ଛାତ୍ର ସଂସଦର ଅଭିଷେକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମାରୋହରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିତେଷ କୁମାର ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସମାରୋହରେ ସମସ୍ତ ଛାତ୍ର

ଆସିକା ରେ ଜିଲ୍ଲାପାଳଙ୍କ ୨୬୭ ଜଣଙ୍କ ଅଭିଯୋଗ ଶୁଣାଣି…

ଆସିକା ୧୩/୦୮/୨୪ : ଆସିକା ପଂଚାୟତ ସମିତି ସଭାଗୃହର ଉପର ମହଲାର ରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅଭିଯୋଗ ଶୁଣାଣି ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକାରୀ ଜଗମୋହନ ମୀନା, ଡେପୁଟି କଲେକ୍ଟର ଭାରତୋଷ ମଲ୍ଲ, ଭଞ୍ଜନଗର

ବାଦପଲ୍ଲୀ ଗ୍ରାମପଞ୍ଚାୟତକୁ ଏଚ୍.ଆଇ.ଭି./ଏଡସ୍ ମୁକ୍ତ ଘୋଷଣା ନିମନ୍ତେ ଅଭିଯାନ !

ଖଲ୍ଲିକୋଟ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଓ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି, ଭୁବନେଶ୍ୱର ର ମିଳିତ ଉଦ୍ୟମରେ ଖଲ୍ଲିକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ତା ୧୨.୦୮.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି | ଏହି ସଭାକୁ ମାନ୍ୟବର ଖଲ୍ଲିକୋଟ ବିଧାୟକ

ବିସ୍ମୟ ବାଳକ ଜି.ପୋଖରାଜ : ଇଣ୍ଡିଆବୁକ ରେକର୍ଡରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହିରେ ରହୁଥିବା ୩ ବର୍ଷ ବଯସର ବିସ୍ମୟ ବାଳକ ଜି.ପୋଖରାଜ ପ୍ରସାଦ ପାଢୀ ଏବେ ତିନିବର୍ଷ ବୟସ ରେ ୫୧ ପ୍ରକାର ପ୍ରସଙ୍ଗ ରେ ସାଧାରଣ ଉତ୍ତର ଜିଭ ଆଗରେ କହିପାରି ଇଣ୍ଡିଆ ବୁକ ରେକର୍ଡ ୨୦୨୪ ରେ ସ୍ଥାନ ପାଇ ଆଣିଛନ୍ତି ଗର୍ବ । ୨୦୨୧ ମସିହା

ଚିକିଟୀରେ ସ୍ୱାଧୀନତା ଦିବସ ଓ ‘ହର୍ ଘର ତିରଙ୍ଗା’ର ପ୍ରସ୍ତୁତି ବୈଠକ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଆଗାମୀ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏହି ଦିନ ହର୍ ଘର ତିରଙ୍ଗା ଅଭିଯାନ ଅଧୀନ

ଯୋଗାଣ ବିଭାଗ ପକ୍ଷରୁ ଆଳୁ କିଲୋ ପିଛା ୩୫ଟଙ୍କାରେ ବିକ୍ରି

ଉମରକୋଟ : ସାରା ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବା ବେଳେ ଏଥିରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଏପରି ସ୍ଥଳେ ଉମରକୋଟ ଠାରେ ଥିବା ଆର.ସି.ଏମ.ଏସ ଗୋଦାମଗୃହ ଠାରେ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କିଲୋପିଛା ୩୫ ଟଙ୍କା

ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଆରମ୍ଭ ହେଲା ତ୍ରିରଙ୍ଗା ଯାତ୍ରା।ଉମରକୋଟ ବଡ଼ଭରଣ୍ଡୀ ସ୍ଥିତ ବଗା ପୂଜାରୀ ସହିଦ ସ୍ତମ୍ଭ ଠାରୁ ଏକ ବିଶାଳ ବାଇକ ରାଲୀରେ ବାହାରି ଗୋପବନ୍ଧୁ ଛକ ଠାରେ ପହଞ୍ଚି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍କୁଲ ଛାତ୍ର

ଯୁବ ଦିବସ ଅବସରରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ନାଟକ ପ୍ରତିଯୋଗିତା

ଫୁଲବାଣୀ : ଏଚ୍.ଆଇ,ଭି ଯୌନ ସଂକ୍ରମଣ ରୋଗର ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ଆଜି ଯୁବ ଦିବସ-୨୦୨୪ ଅବଶରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ପୃଷ୍ଟପୋଷକତାରେ ତଥା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଙ୍କ ସହାୟତାରେ ଜିଲ୍ଲାର ରେଡ ରିବନ କ୍ଲବ ଥିବା ମହାବିଦ୍ୟାଳୟ

ପାଳିତ ହେଲା ‘ହର ଘର ଘରମେ ତ୍ରିରଙ୍ଗା’ ପ୍ରଦର୍ଶନ କାର୍ଯ୍ୟକ୍ରମ

ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ମହକୁମାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆବାହନ କ୍ରମେ ରାଇଘର ଅଞ୍ଚଳର ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ଆଖ ପାଖ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ହାତରେ ଭାରତୀୟ ତ୍ରିରଙ୍ଗା ଧରି ବିଶାଳକାୟ ସମାବେଶରେ ଚପକାଡିପକା

ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ଛକରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଅଞ୍ଚଳର ଲକ୍ଷ୍ମୀ ପାତ୍ର (୪୫) ଓ