Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେଭୋଟରଙ୍କ ସହ ଚାଲିଛି ଅର୍ଥ ର ଖେଳ…..!
ପ୍ରଶାସନ ସାଜିଛି ଧୃତରାଷ୍ଟ୍ର...!!
ପୋଲିଙ୍ଗ ଅଫିସର ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ…
ଉମରକୋଟ : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅଧୀନରେ ଥିବା କକଡିସେମଲା ଗ୍ରାମର ଅଲେଖ ରନ୍ଧାରୀ ନାମକ ବ୍ୟକ୍ତି ଉମରକୋଟ ନିର୍ବାଚନ ମଣ୍ଡଲିର ୱାର୍ଡ ନଂ 13 ବୁଥ ପଞ୍ଚମ ପୋଲିଙ୍ଗ ଅଫିସର ଭାବେ ଗତ କାଲି ୧୧/୦୫/୨୦୨୪ ରିଖ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ସମୟରେ ବସରୁ ଓଲ୍ହାଇ ବୁଥକୁ!-->…
ଝଙ୍କଡ଼ ସାରଳାଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ
ଝଙ୍କଡ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠରେ, ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ମା ସାରଳା ଠାକୁରାଣୀ ଙ୍କର ମନୋରମ ଓ ଆକର୍ଷଣୀୟ ଚନ୍ଦନଯାତ୍ରା ର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ, ବଡ଼ସିଂହାର ସମୟରେ ମାଆଙ୍କ ଚନ୍ଦନଲାଗି!-->…
ନିର୍ବାଚନ ପ୍ରଚାର ଶେଷ ଦିନରେ : ଭୃଗୁ ଓ ସୁବାଷ ନିମନ୍ତେ ଜୋରଦାର ପ୍ରଚାର କଲେ ସିନେଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା
ଛତ୍ରପୁର : ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର ସେତେ ଦମଦାର ହେବାରେ ଲାଗିଛି l ବିଭିନ୍ନ ପଞ୍ଚାୟତ ବୁଲି ଭୋଟର ଙ୍କ ଘରେ ଘରେ ପହଞ୍ଚି ନିଜ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରାର୍ଥୀ ମାନେ ଲୋକଙ୍କୁ ଭୋଟ ଆଶ୍ରିବାଦ ମାଗୁଛନ୍ତି l ଏହି ପରିପ୍ରେକ୍ଷୀରେ ଶନିବାର!-->!-->!-->…
ନିର୍ବାଚନ ଫଳାଫଳ ପରେ ଦଳବିରୋଧିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ……!
ସାଂସଦ ବିଧାୟକ ଙ୍କ ଭୋଟ ମାର୍ଜିନ ଉପରେ ବିଜେଡ଼ି ର ନଜର…..ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ୧୩ ଓ ୨୦ ନିର୍ବାଚନ ହେବ। ହେଲେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ର ଭଟା ପଡ଼ିନାହିଁ। ସାଂସଦ ଓ ବିଧାୟକ ଏବଂ ବିଧାୟିକା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଗୋଛି କଟା କଟି ନେଇ ଦଳ ମୁଖିଆ ଙ୍କ ନିକଟରେ ଖବର!-->…
ଦୁଇ ବସ ମୁହାଁମୁହିଁ ଧକ୍କା ଜଣେ ବସ ଡ୍ରାଇଭରଙ୍କ ମୃତ୍ୟୁ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାବ୍ଲକ ଅନ୍ତର୍ଗତ ଡୁଡୁ ପାଲି ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ଦୁଇଟି ଘରୋଇ ବସ ମୁହାଁ ମୁହିଁ ଧକ୍କା ହୋଇ ଥିବା ସୂଚନା ମିଳି ଛି |
ସୂଚନା ଅନୁସାରେ ଏଥିରେ ପ୍ରାୟ ୩୦ଯାତ୍ରୀ ଆହତ ହୋଇ ଥିବା ବେଳେ ବସ ଡ୍ରାଇଭର ଙ୍କ ମୃତ୍ୟୁ!-->!-->!-->…
ମୋଦୀଙ୍କ ଟାର୍ଗେଟରେ ନବୀନ, କହିଲେ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୩୦ଟି ଜିଲ୍ଲାର ନାଁ
ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି,ସ୍ୱପ୍ନ ଜାଣିନାହାଁନ୍ତି
ଫୁଲବାଣୀ : କନ୍ଧମାଳ ଷ୍ଟାଡିୟମ ଠାରେ ରେ ବିଜେଡି ସରକାରକୁ ଘେରିବା ସହ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ତୀର ମାରିବା ସହିତ, ଏଥର ନବୀନ ପ୍ରଚାର ଆସିଥିଲେ ତାଙ୍କୁ ଓଡ଼ିଶାର ୩୦ଟି!-->!-->!-->…
ଅଙ୍ଗନବାଡି କେନ୍ଦ୍ର କରିଦେବାକୁ କହି କରିଦେଲେ ଗୋଷ୍ଠୀ କେନ୍ଦ୍ର ତାହା ପୁଣି ନିମ୍ନମାନର
ଉମରକୋଟ : ୩ ଲକ୍ଷ ଟଙ୍କାର ଗୋଷ୍ଠୀ କେନ୍ଦ୍ର ତିଆରି ହେଇଛି ଅତିରୁ ଅତି ନିମ୍ନ ମାନର ଯାହାକି ନିଜ ଆଖିରେ ନ ଦେଖିଲେ ଜମା ବିଶ୍ଵାସ କରି ହେବନି ଏହିପରି ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସି । ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକର ମୋହଣ୍ଡ ପଂଚାୟତ ଅନ୍ତର୍ଗତ!-->…
୧୩ ତାରିଖରେ ମତଦାନ ପାଇଁ ବୁଥ ମୁହା ବାହାରିଲେ ପୋଲିଂ କର୍ମଚାରୀ
ମାଲକାନଗିରି,୧୧।୫ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୩ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲାର ପୁଲିଙ୍ଗ ପାର୍ଟିମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଗମନ କରିଛନ୍ତି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା!-->…
ଆମ୍ବପରବ ବେଳର ବଚସାକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ ଦାଦାକୁ ହତ୍ୟା କଲା ପୁତୁରା
ମାଲକାନଗିରି (କାଲିମେଳା) ୧୧/୦୫ : ଆମ୍ବ ପରବ ପୂଜା ଚାଲିଥିଲା, ଘରେ ଥିଲା ଉତ୍ସବର ମାହୋଲ। ଏହି ସମୟରେ ଅଚାନକ଼ ହୋଇଥିଲା ଦାଦା ପୁତୁରା ଙ୍କ ମଧ୍ୟରେ ବଚସା, ଆଉ ବଚସା ବେଳେ ଉତକ୍ଷୀପ୍ତ ହୋଇ ପୁତୁରା ତାଳ କଟା କାତିରେ ଦାଦାର ଗଳା କାଟି ଘଟାଇଥିଲା ହତ୍ୟାକାଣ୍ଡ। ଏଭଳି ଲୋମଟାଙ୍କୁରା!-->!-->!-->…