Browsing Category

ଆଞ୍ଚଳିକ

କଣମଣା ମଣ୍ଡଳ ପକ୍ଷରୁ ହରଘର ତ୍ରିରଙ୍ଗା ପାଇଁ ବ୍ୟାପକ ପ୍ରସ୍ତୁତି

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏନେଇ ବାଟଛତ୍ରପୁର ସ୍ଥିତ ସପନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ଏନ.ଦୀବନ୍ଧୁଙ୍କ

ଯମଯନ୍ତା, ସହ ମରଣଯାନ୍ତା ପାଲଟିଛି ଏକାମ୍ବା – ବାଉଁଶବେଡା ଗ୍ରାମର ରାସ୍ତା

ଉମରକୋଟ /ଝରିଗାଁ : ସରକାରୀ ଏନଆରଜିଏସ ଗାଁ ଗାଁ କୁ ଯୋଉଁ ରାସ୍ତା ସବୁ ତିଆରି ହେଇଛି ତାହା ସବୁ ଧୂୟାଁ ବାନ ସ୍ୱଦୃଶ୍ୟ।ଦେଖିବାକୁ ଗଲେ ଏନଆରଜିଏସ କାମ ଗୁଡିକ ଉମରକୋଟ ହୋଉ ଅବା ରାଇଘର ବ୍ଳକ ହୋଉ ସବୁ ଯାକ ଦୁର୍ନୀତିରେ ହୁବୁଡୁବୁ ଅବସ୍ଥାରେ ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ପକେଟ ଗରମକରି

ଆଇ.ଆର.ଇ.ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ସ୍ଥଗିତ !

ଛତ୍ରପୁର : ଆଇ.ଆର.ଇ.ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ପ୍ରତିଷ୍ଠାନ ର ପ୍ରଶାସନିକ ଭବନ ଆଗରେ ଦିଆଯାଇଥିବା ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟାରେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ' ଶୁକ୍ରବାର ଆଇ.ଆର.ଇ.ଏଲ୍. (ଇଣ୍ଡିଆ)

ଚନ୍ଦାହାଣ୍ଡିରେ ବିଶ୍ଵ ଆଦିବାସୀ ଦିବସ ପାଳନ

ଉମରକୋଟ /ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଆାଦିବାସୀ ସଂଘ ପକ୍ଷରୁ ଆଜି ଚନ୍ଦାହାଣ୍ଡି ବଜାର ପଡିଆ ଠାରେ ମହାସମାରୋହରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପାଳନ ଉତ୍ସବରେ ବ୍ଲକ ଆଦିବାସୀ ସଂଘ ସଭାପତି ଲଚ୍ଛମନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ

ଉମରକୋଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ଜନ ଜାତି ପକ୍ଷରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି DNK ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ହାଟପଦା ଠାରେ ପହଞ୍ଚିଥିଲା । ଏବଂ ସେଠାରେ ଏକ ସଭାର ଆୟୋଜନ

ନବରଙ୍ଗପୁର ଜିଲ୍ଲାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଆନୁକୁଲ୍ୟ ରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଛି। ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସର ରେ ଥିବା ବ୍ରିଟିଶ ଶାସନ କାଳର ପୁରୁଣା ଜେଲ ନିକଟରେ ଜାତିର

ଆସିକା ସହରର ଗ୍ରାହକଙ୍କ ବିଦ୍ୟୁତ ବିଲ ପୈଠ କେନ୍ଦ୍ର ସ୍ଥାନାନ୍ତରକୁ ନେଇ ଅସନ୍ତୋଷ….

ଆସିକା : ଆସିକା ସହର ର ବିଦ୍ୟୁତ ବିଲ ସତ୍ୟନାରାୟଣ ମନ୍ଦିର ଠାରେ ଦୀର୍ଘ ବର୍ଷ ହେଲା ପୈଠ କରାଯାଉଥିଲା। ଚଳିତ ମାସ ଏକ ତାରିଖ ରୁ ତାଲୁକା ବିଦ୍ୟୁତ କେନ୍ଦ୍ରକୁ ସ୍ଥାନ୍ତର କରାଯାଇଛି। ସହର ର ଗ୍ରାହକ ବିଦ୍ୟୁତ ବିଲ ପୈଠ କରିବାକୁ ଆସି ଅଫିସ ତାଲୁକା ବିଦ୍ୟୁତ କାର୍ଯ୍ୟାଳୟ କୁ ଚାଲିଯାଇଥିବା

୧୩ ଵର୍ଷିଆ ନାବାଳିକା ଅସଦାଚରଣରେ ଅଭିଯୁକ୍ତକୁ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଅସଦାଚରଣର ୧୭ଜଣ ସାକ୍ଷୀ ଆଧାରରେ ବିଚାର କରି ମୁକେଶ କୁମାର ନାୟକ ୩୮ବର୍ଷ ଦାରିଙ୍ଗବାଡି, ଜିଲ୍ଲା କନ୍ଧମାଳକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା

‘ଆଦର୍ଶ ସ୍ନାତକ ମହାବିଦ୍ୟାଳୟ’ରେ ଆଜି ‘ ବିଶ୍ୱ ଆଦିବାସୀ ଦିବସ’ ପାଳିତ

ମାଲକାନଗିରି,୯/୮ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ'ରେ ଆଜି ' ବିଶ୍ୱ ଆଦିବାସୀ ଦିବସ' ଅତ୍ୟନ୍ତ ଜାକଜମକ ସହକାରେ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଯାହାର ସଭାପତିତ୍ବ ଆସନରେ ଅଳଙ୍କୃତ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ

ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଉତ୍କଳ ସମ୍ମିଳନ ମିଳିତ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗ କକ୍ଷରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜନ୍ମଦିବସ ପାଳିତ ହୋଇଛି l ଏହି ସଭାକୁ ବିଭାଗ ମୁଖ୍ୟ ତପନ କୁମାର ବେହେରାଙ୍କ