Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାରେ ଗଡ଼ିଲା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳରଥ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଡ଼ିଲା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥ ୩୧/୦୭/ ୨୪ ରେ ସରକାରୀ ପଲିଟେକନିକ ମଲକାନଗିରିରେ ପହଞ୍ଚିଥିଲା । ମଲକାନଗିରି ଜିଲ୍ଲା ପାଇଁ କୌଶଳ ରଥ ଅଭିଯାନକୁ ପଲିଟେକନିକ ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲା!-->…
ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ ଉଦରନ , ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଦିନ ବିତୁଛି…
ଉମରକୋଟ /ଝରିଗାଁ : ଆଜିକୁ ପ୍ରାୟ ୩ବର୍ଷ ତଳେ ନିଜ ଗାଁର ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବାକୁ ଯାଇ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ପଙ୍ଗୁ ପାଲଟିଗଲେ । ବାପା ଓ ମାଆଙ୍କ ଏକମାତ୍ର ପୁଅ ଥିବା ବେଳେ ବର୍ତ୍ତମାନ ପୁଅ ବାପ ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ନିଜେ!-->…
ଆସିକା ସହରର ବର୍ଜ୍ୟ ଜଳ ନିଷ୍କାସନ ଋଷିକୁଲ୍ୟା ନଦୀରେ : ପ୍ରଶାସନ ନୀରବ ଦ୍ରଷ୍ଟା..
ଏନେଇ ପ୍ରଶ୍ନ କଲେ ଆସିକା ବିଧାୟକ ସରୋଜ ପାଢ଼ୀ….ଵ୍ରହ୍ମପୁର : ଆସିକା ସହର ରେ ଦୈନଦିନ ବାହାରୁଥିବା ବର୍ଜ୍ୟ ଜଳ ନିଷ୍କାସନ ଉପରେ ପ୍ରଶ୍ନ କଲେ ବିଧାୟକ ସରୋଜ କୁମାର ପାଢ଼ୀ l ଆସିକା ଏନ ଏ ସିର ନାଳ ଗୁଡ଼ିକ ର ବର୍ଜ୍ୟ ଜଳ ପରିଚାଳନା ନକରି ସିଧା ସଳଖ ଋଷିକୂଲ୍ୟା ଓ ବଡ଼ ନଦୀରେ ମିଶୁଛି l!-->…
କାଳିଆ ବାଲିଛକରେ ଓଲଟିଲା ପାଣି ଟ୍ୟାଙ୍କର
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ପୂର୍ବାହ୍ନରେ ଓଲଟିଲା ପାଣି ଟ୍ୟାଙ୍କର l ମିଳିଥିବା ସୂଚନା ମୁତାବକ ଏକ ନମ୍ବର ବିଭିନ ପାଣି ଟ୍ୟାଙ୍କର ଟି ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି l ଘଟଣା!-->…
ଛତ୍ରପୁର ରୋଟାରୀ କ୍ଲବ୍ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ
ଛତ୍ରପୁର : ଛତ୍ରପୁର ରୋଟାରୀ କ୍ଲବ୍ର ପ୍ରତିଷ୍ଠା ଦିବସ କ୍ଲବ୍ର ସଭାପତି ରୋଟାରୀଆନ୍ ଡ. ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବ୍ର ସମସ୍ତ!-->…
ରୋଟାରୀ ତରଫରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ୍ ସୌଜନ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।କଲେଜ୍ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ, ରୋଟାରୀ କ୍ଲବ୍ ସଭାପତି ଡ଼ଃ.!-->…
ତଣ୍ଡକି ସୁକୁମା ରାସ୍ତା ପାଲଟିଛି ମରଣ ଯନ୍ତା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡକି ପଞ୍ଚାୟତ ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା କଲଭେଟ ଗୁଡିକର ମାଟି ଧସି ଯିବା ସହ କାଦୁଅ ହୋଇ ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି l ଏହି ରାସ୍ତାରେ ଥିବା କଲଭେଟ ଗୁଡିକ ଏକ ପ୍ରକାର!-->…
ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର 631.2ମିଟରରେ ପହଞ୍ଚିଲା
ନବରଙ୍ଗପୁର : ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର ବଢ଼ି 631.2ମିଟରରେ ପହଂଚିଥିବା ନେଇ ସୂଚନା ଦେଇଛି ଜିଲ୍ଲା ଜରୁରୀ କାଳୀନ ଵିଭାଗ |ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ଜଳଭଣ୍ଡାର ର ଜଳ ସ୍ତର 631.2!-->…
କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ପଦକ ହାସଲ
ପୁରୀ : ଚଳିତ ମାସ ଜୁଲାଇ ୨୭ ଓ ୨୮ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ୧୭ତମ କିରୋଗୀ ଓ ୯ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ!-->…
ଟିପିଏସ୍ଓଡିଏଲ୍ ପକ୍ଷରୁ ଜେ.ଆର.ଡି ଟାଟାଙ୍କ ୧୨୦ତମ ଜୟନ୍ତୀ ପାଳନ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କର ୧୨୦ତମ ଜନ୍ମଜୟନ୍ତୀକୁ ଉତ୍ସାହର ସହ ପାଳନ କରାଯାଇଛି । ଭାରତୀୟ ବିମାନ ଚଳାଚଳ ସେବାର ଜନକ ତଥା ଟାଟା ଗ୍ରୁପର ସବୁଠାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଥିବା ଜେ.ଆର.ଡି ଟାଟା,!-->…