Browsing Category

ଆଞ୍ଚଳିକ

ପୂଜ୍ୟ ପୂଜା ସମିତି ପକ୍ଷରୁ ବିଦ୍ୟାସାଗର ସ୍ମୃତିସଭା…

ବିଦ୍ୟାସାଗର ଥିଲେ ଭାରତୀୟ ନବଜାଗରଣର ଆଗ୍ରଦୂତ... ବ୍ରହ୍ମପୁର, ତା. ୨୯. ୭. ୨୦୨୪ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶିଷ୍ଟ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ୧୩୩ତମ ତିରୋଧାନ ଦିବସରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ

ଜାତୀୟ ମାତୃ – ପିତୃ ଦିବସ ୨୦୨୪

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ,ଫୁଲବାଣୀ ଆନୁକୂଲ୍ୟରେ ଜାତୀୟ ମାତୃ - ପିତୃ ଦିବସ -୨୦୨୪ ସ୍ଥାନୀୟ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଆଜି ସନ୍ଧ୍ୟା ୫:୩୦ ରେ ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମଚରଣ ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ

ଟିଟ୍ରାପଙ୍ଗାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଫୁଲବାଣୀ : ଟିଟ୍ରାପଙ୍ଗାରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ରେ ଗାଁ କଲ୍ୟାଣ ସମିତି ଏବଂ ସମ୍ବାଦ ଓ ପଞ୍ଚାୟତ ର ମିଳିତ ଆନୁକୂଲ୍ୟ ରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେଇଯାଇଛି l ଏହି ଅବସରରେ ମୁଖ୍ୟ

ବିଧାୟକଙ୍କ ଶ୍ରୀଅନ୍ନ କେନ୍ଦ୍ରକୁ ଅଚାନକ ଗସ୍ତ

ନବରଙ୍ଗପୁର : ସହରସ୍ଥିତ ଶ୍ରୀ ଅନ୍ନ କେନ୍ଦ୍ର ଅଚାନକ ଗସ୍ତ କଲେ ବିଧାୟକ, ଭୋଜନ କରି ନିଜ ଅଇଁଠା ଥାଳି ନିଜେ ଧୋଇ ପ୍ରଶଂସିତ ହେଉଛନ୍ତି ବିଧାୟକ, ସବୁବେଳ ନିଜ ସାଧରଣ ଜୀବନ ଚର୍ଯ୍ୟା କୁ ନେଇ ସବୁ ବର୍ଗରେ ପ୍ରଶଂସିତ ହେଉଥିବା ବିଧାୟକ ଆଜି ପୁଣି ନିଜର ବ୍ୟବହାର କୁ ନେଇ ପ୍ରଶଂସିତ

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନବରଙ୍ଗପୁର : ଉମରକୋଟ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟାଳୟ ପରିସରରେ ନିଖିଲ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ପକ୍ଷରୁ ସଂଘର ସମସ୍ତ କାର୍ଯ୍ୟକାରୀ ସଭ୍ୟ ସମେତ ଅନ୍ୟାନ୍ୟ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ହୃଷୀକେଶ ସାହୁ

କନ୍ଧମାଳ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ବିପର୍ଯୟସ୍ତ, ୫୩୮ ପଦବୀ ମଧ୍ୟରୁ ୩୩୮ ଖାଲି

ଫୁଲବାଣୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ଡାକ୍ତର ମରୁଡି । ଜିଲ୍ଲା ପାଇଁ ମୋଟ ୫୩୮ ଟି ଡାକ୍ତର ପଦବୀ ମଞ୍ଜୁରୀ ପ୍ରାପ୍ତ ହୋଇଥିବା ବେଳେ ବର୍ତ୍ତମାନ ୧୯୦ ଜଣ କାର୍ଯ୍ୟରତ ଅଛନ୍ତି ଓ ୩୩୮ ଟି ପଦବୀ ଖାଲି ପଡ଼ିଛି।ବିଶେଷକରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ,ଉପଖଣ୍ଡ ଓ ଗୋଷ୍ଟି ଚିକିତ୍ସାଳୟ

ଜିଲ୍ଲାର ବିଦ୍ୟୁତ ସମସ୍ୟାକୁ ନେଇ ବିଧାୟକ କଲେ ସମୀକ୍ଷା

ମାଲକାନଗିରି (୨୮।୭) : ମାଲକାନଗିରି ଜିଲ୍ଲା ସଦରରେ ଥିବା ସର୍କିଟ ହାଉସରେ ମାଲକାନଗିରି ବିଧାୟକ ନରସିଂହ ମାଡକାମିଙ୍କ ଅଧକ୍ଷତାରେ ଜିଲ୍ଲାର ବିଜୁଳି ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ବିଜୁଳି ବିଭାଗର ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ

ପୋଖରୀରେ ବୁଡି ଯୁବକ ମୃତ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମତ୍ୟୁ ଘଟିଛି । ସୂଚନା ଅନୁସାରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ସାହିର ଟିକିନା ପ୍ରସାଦ ପାଢି (୩୮) ରବିବାର ସନ୍ଧ୍ୟାରେ ଶଶୁର ଘର ହିଞ୍ଜିଳି ଥାନା ଦାରୁଭଦ୍ରା

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀଙ୍କ ମାଡ଼ରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ କାନ ପରଦା ଫାଟିଲା

ଚିକିଟୀ : ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା ସହିତ ବିଦ୍ୟାଳୟ କାନ୍ଥରେ ଏନେଇ ଲିଖିତ ଭି ରହିଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିପାରିବେ ନାହିଁ ବୋଲି ଶିକ୍ଷା ଅଧିକାର ଅଧିନିୟମରେ ବି ଉଲ୍ଲେଖ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମା ସବୁଯାଗରେ

ତାମା ଦୋରାଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଲାଗି ସଂଗ୍ରାମ ଜାରୀ ରହିବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବୀର ସହିଦ୍ ତାମା ଦୋରାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ସମ୍ବାଦ ସାହିତ୍ୟ ଘରର ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର