Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗୋପବନ୍ଧୁ ସେବା ସମିତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଚିକିଟୀ : ଏହି ଅଞ୍ଚଳର ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି ତରଫରୁ ସ୍ଥାନୀୟ ଘାଟିମା ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଚିକିଟୀ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ!-->…
ସହିଦ ଦିବସ ପୂର୍ବରୁ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା ମାଓବାଦୀର ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ଦ୍ୱାରା ଲୋନ ବାରଟୁ ଅଭିଯାନରେ ପ୍ରଭାବିତ ହୋଇ ଭୈରମଗଡ଼ ଏରିଆ କମିଟିର ଆରପିସିରେ ସକ୍ରିୟ ଦୁଇ ମହିଳା ମାଓବାଦ ଦାନ୍ତେୱାଡା ଡିଆରଜି!-->…
ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି ଶିଶୁ ଶ୍ରମିକ ଉଦ୍ଧାର
ହିଞ୍ଜିଳିକାଟୁ : ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗ ଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ ଦିଗରେ ଶ୍ରମ ବିଭାଗ!-->…
ଆଇଡି ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ
ମାଲକାନଗିରି, ୨୭।୭ : ମାଓବାଦୀଙ୍କ ଆଇଡି ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାରେ । ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଜିଲ୍ଲାରେ ଥିବା ମାଓ ଉପଦ୍ରୁତ ମୁତାଭେଣ୍ଡି ଗ୍ରାମର ଯୁବକ ହିଡମା କୱାସୀ ଗ୍ରାମ!-->…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନର ବୈଠକ
ପାତ୍ରପୁର,୨୭/୦୭ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ପାତ୍ରପୁର ଶାଖା ର ଆହ୍ବାନ କ୍ରମେ ପାତ୍ରପୁର ଶିକ୍ଷକ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଭାପତି ଟୁଟୁ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଏ ୟୁ ପି ଟି ଏଫ୍ ର ଉପଦେଷ୍ଟା ମଣ୍ଡଳୀ ଓ ଜୋନ!-->…
ରୁଜାଙ୍ଗୀ ହାଇସ୍କୁଲ ପରିସରରେ ବନଜ୍ୟୋସ୍ନା ସାହିତ୍ୟ ସଂସଦର ମାସାନ୍ତ ସାହିତ୍ୟ ଆସର
ଫୁଲବାଣୀ, ୨୭।୭ : ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ନେଇ ପରିବର୍ଦ୍ଧିତ ଓଡିଆ ଅସ୍ମିତା କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ବନଜ୍ୟୋସ୍ନା ତରଫରୁ ମାସାନ୍ତ ସାହିତ୍ୟ ଆସର ଫୁଲବାଣୀ ସଦର ବ୍ଳକ ସ୍ଥିତ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ!-->…
ଉପାନ୍ତ ସାହିତ୍ୟ ସେବା ସଂସଦର କବିତା ଆସର
ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଭରତ ପତି ମହାବିଦ୍ୟାଳୟ ଠାରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ତରଫରୁ" ବର୍ଷା "ଓ "ଶ୍ରାବଣୀ" ଶୀର୍ଷକ ବର୍ଷା କାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ବ ଆସନ ଅଳଙ୍କୃତ କରିଥିବା ବେଳେ!-->…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା
ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୬ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦ୍ଘାଟନ କରିବା ସହ ବିଜ୍ଞାନ ପ୍ରକଳ୍ପର ପର୍ଯ୍ୟବେକ୍ଷଣ କରିଥିଲେ। ଏହି!-->…
ଲକ୍ଷ୍ୟଭେଦି ପ୍ରକଳ୍ପ ତରଫରୁ ଏଚ୍.ଆଇ,ଭି/ଏ.ଡ୍.ସ୍. ସମ୍ପର୍କିତ ଦିନିକିଆ ଆଲୋଚନା
ଫୁଲବାଣୀ: ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ୱରଙ୍କ ମିଳିତ ସହଯୋଗରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ସ୍ୱାତୀ ଅନୁଷ୍ଠାନଙ୍କ!-->…
ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ
ଫୁଲବାଣୀ : ବିଜେଡ଼ି ନେତା ତଥା ପୂର୍ବତନ କାଉନସିଲର ଭାଗବତ ବେହେରାଙ୍କ ପରଲୋକ ରେ ବିଜୁ ଜନତା ଦଳ ପକ୍ଷରୁ ଡ୍ୟାନ୍ସ ଏକାଡେମୀ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା lପ୍ରଥମେ ଫଟୋ ଚିତ୍ରରେ!-->…