Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ପକ୍ଷରୁ ନିଆରା ସ୍ୱାଧୀନତା ଦିବସ ପାଳନ…
ସୁନ୍ଦରଗଡ - ୧୬ .୦୮.୨୪ କ୍ଷୁଧା ଯନ୍ତ୍ରଣାରୁ ସ୍ୱାଧୀନତା ଦିଏ ଚାଷୀ ମାତ୍ର କରଜ, ଋଣ ଓ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟାରୁ ସ୍ୱାଧୀନତା ପାଇଁ ଚାଷୀକୁଳକୁ ସରକାରୀ ସହାୟତା ନିତାନ୍ତ ଜରୁରୀ। ଏହା ସହିତ ଚାଷୀମାନଙ୍କ ଅବଦାନକୁ ଜନମାନସରେ ଅବସ୍ଥାପିତ କରିବା ଦାୟିତ୍ବ ହେଉଛି ସମାଜର। ଆଜି ମଧ୍ୟ!-->…
ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ…
ଓଡିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ସରକାରୀ କାର୍ଯ୍ୟ ହେଉଛି :ମନ୍ତ୍ରୀ
ଛତ୍ରପୁର ତା.୧୬ .୦୮ .୨୪ ପୂଣ୍ୟପ୍ରସୂ ଭାରତର ପବିତ୍ର ୭୮ ତମ ସ୍ବାଧୀନତା ଦିବସ କୋଟିକୋଟି ଭାରତୀୟଙ୍କ ଆଶା ଓ ଅଭିପ୍ସାର ମହାନ ଗଣପର୍ବ । ଆମ ପୂର୍ବଜଙ୍କ ବଳିଦାନ ଓ ବୀରତ୍ବ ଆମର ସ୍ମାରକୀ ଏବଂ ବିଶ୍ବେକ!-->!-->!-->…
ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଆଜି ୨୪ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ନେଇ ବନ୍ଦ କରିବା ସହ ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ!-->!-->!-->…
ମାଲକାନଗିରି ଜିଲ୍ଲାରେ ୭୮ ତମ ସ୍ବାଧିନତା ଦିବସ ପାଳିତ…
ମାଲକାନଗିରି, ୧୫/୦୮/୨୪: ଓଡିଶା ଓ ଓଡିଆ ଲୋକମାନଙ୍କର ବିକାଶ ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଓଡିଆ ଅସ୍ମିତାର ପୁନଃ ଉଦ୍ଧାର ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଅଧୀନରେ ପାଇକ ବିଦ୍ରୋହ ସ୍ମାରକୀ ଉନ୍ନତିକରଣ,!-->!-->!-->…
ପୂର୍ବତନ ଶିକ୍ଷକ ନେତାଙ୍କ ଦେହାନ୍ତ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ଅଧୀନରେ ଥିବା ବଣେଇ ଓ ରାଉରକେଲା ଶିକ୍ଷା ଜିଳ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ବରିଷ୍ଠ ଶିକ୍ଷକ ନେତାଙ୍କ ବାର୍ଦ୍ଧକ୍ୟ ଜନିତ ରୋଗଗ୍ରସ୍ତ ହେତୁ ଗତ ରାତିରେ ନିଜ ଜନ୍ମ ଗାଁ ରେ ମୃତ୍ୟୁ ବରଣ କରିଛନ୍ତି ! ସେ ଜଣେ ଏକା ଧାର ରେ!-->!-->!-->…
ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀ ପକ୍ଷରୁ ୮୨ ୟୁନିଟ ରକ୍ତ ସଂଗ୍ରହ…
ଫୁଲବାଣୀ :ରକ୍ତ ଦାନ ମହା ପୁଣ୍ଯକୁ ଦୃଷ୍ଟିରେ ରଖିକନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେବା ସହଯୋଗ ଅନୁଷ୍ଠାନ ନିଖିଳ ଉତ୍କଳ ଖଡ଼ୁରା ସମାଜ,ଫୁଲବାଣୀ, କନ୍ଧମାଳ ତରଫରୁ ୭୮ ତମ ସ୍ବାଧୀନତା ଦିବସ ଅବସରରେ ୨ୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଡ୍ରିମ ଲ୍ୟାଣ୍ଡ ଠାରେ ଖଡ଼ୁରା ସମାଜ କନ୍ଧମାଳ!-->!-->!-->…
ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ…
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ ଜଣକ ଚମାଖଣ୍ଡି ଗ୍ରାମର ଜଗା ରେଡ୍ଡୀ ବୋଲି ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଜଗା ନିଜ!-->!-->!-->…
୭୮ ତମ ସ୍ବାଧିନତା ଦିବସ ବାସୁଦେବ ନଗର ଉନ୍ନୟନ ପରିଷଦ ପକ୍ଷରୁ ପାଳିତ…
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖୋଡାସିଂ ବାସୁଦେବ ନଗର ଛକ ଠାରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ୭୮ ତମ ସ୍ବାଧିନତା ଦିବସ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀ!-->…
ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପାଳିତ ହେଲା ୭୮ ତମ ସ୍ବାଧୀନତା ଦିବସ…
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ନିରୋଦ କୁମାର ପାତ୍ର ପୁରୁଣା ବାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା ଆଣିବାରେ ଯେଉଁ!-->!-->!-->…
ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ…
ଫୁଲବାଣୀ -କନ୍ଧମାଳ ଜିଲ୍ଲା ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ପ୍ରେସ କ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ ପ୍ରେସ କ୍ଲବ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶକୁ ସ୍ଵାଧୀନତା!-->!-->!-->…