୭୮ ତମ ସ୍ବାଧିନତା ଦିବସ ବାସୁଦେବ ନଗର ଉନ୍ନୟନ ପରିଷଦ ପକ୍ଷରୁ ପାଳିତ…

add-all


ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖୋଡାସିଂ ବାସୁଦେବ ନଗର ଛକ ଠାରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ୭୮ ତମ ସ୍ବାଧିନତା ଦିବସ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ୍ ଶ୍ରୀ ଅଖିଳ ନାଥ ସାବତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଉମାକାନ୍ତ ଚୌଧୁରୀ, ବିଘ୍ନରାଜ ପଣ୍ଡା, ନାଥୁରମ ସାହାଣୀ, ସୂର୍ଯ୍ୟନାରାୟଣ ପ୍ରଧାନ , କୃଷ୍ଣ ଚନ୍ଦ୍ର ପୃଷ୍ଟି, ରାମାନନ୍ଦ ପଟ୍ଟନାୟକ, ବିଶ୍ଵନାଥ ଜେନା, କୈଳାଶ ଚନ୍ଦ୍ର ବାରିକ, ରମାକାନ୍ତ ମିଶ୍ର, ରମେଶ ଚନ୍ଦ୍ର ପାଣିଗ୍ରାହୀ, ନରସିଂହ ଜେନା, ରମେଶ ଚନ୍ଦ୍ର ପାତ୍ର, ସୂର୍ଯ୍ୟନାରାୟଣ ପାଣିଗ୍ରାହି, ପ୍ରଦୀପ କୁମାର ସାହୁ, ଡି. ଶ୍ରୀ ରାମୁଲୁଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇ ଥିଲେ।

ad-week
Leave A Reply

Your email address will not be published.