Browsing Category

ଆଞ୍ଚଳିକ

ନବରଙ୍ଗପୁର : ସ୍କୁଲ ପରିସର ରେ ଭାଲୁ ଆତଙ୍କ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ ରହିଥିବା ଦେଖିବାକୁ ମିଳିଛି। ନିତିଦିନ ପରି ସ୍କୁଲ ଖୋଲି ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ସ୍କୁଲ ପରିସର ଭିତରକୁ ଯିବା ସମୟ ରେ

ହିତାଧିକାରୀଙ୍କ ଠାରୁ ଋଣଟଙ୍କା ଆଦାୟ କରି ଆକାଉଣ୍ଟରେ ଜମା ନକରି ୧ଲକ୍ଷ ୭୦ ହଜାର ଟଙ୍କା ଠକିନେବା ଅଭିଯୋଗରେ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ଓର୍କେଲ ପୋଲିସକୁ ମିଳିଛି ଏକ ବଡ ସଫଳତା । ବହୁ ହିତାଧିକାରୀଙ୍କ ଠାରୁ ଋଣ କିସ୍ତି ଟଙ୍କା ଆଦାୟ କରି ସେମାନଙ୍କ ଆକାଉଣ୍ଟ ଜମା ନକରି ୧ଲକ୍ଷ ୭୦ହଜାର ଟଙ୍କା ଠକିନେଇ ଦିର୍ଘବର୍ଷ ଧରି ଫେରାର ହୋଇଯାଇଥିବା କିଶୋର ସର୍ଦାର ନାମକ

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 58ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ

ବାହୁଡା଼ ଯାତ୍ରା ଉପଲକ୍ଷେ ମା ‘ ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା'ପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ' ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ମା ' ପାଟଖଣ୍ଡା

ପାବନ ଶ୍ରୀକ୍ଷେତ୍ର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା : ବାହୁଡିଲେ ମହାବାହୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରର ତିନି ଠାକୁରଙ୍କ ବାହୁଡ଼ା ରଥଯାତ୍ରା ମହାସମାରୋହରେ ବହୁ ଭକ୍ତଙ୍କ ସମାବେଶରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ର ରୀତି ଅନୁକ୍ରମେ ବାହୁଡ଼ା ରଥଯାତ୍ରା କାଳୀନ ନୀତି

ଚୋରଙ୍କ ଅମରାବତୀ ପାଲଟିଛି ରାଇଘର ସଦର

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରର ଉପଦ୍ରବ ବୃଦ୍ଧି ପାଇବାକୁ ଲାଗୁଛି । କିନ୍ତୁ ପୋଲିସ ପ୍ରଶାସନ ଚୋରକୁ ଧରିବାରେ ବା ଚୋରର କାର୍ଯ୍ୟକଳାପକୁ ଟେର ପାଇଁ ପାରୁ ନାହାନ୍ତି। ରାତ୍ରିକାଳୀନ ସଦର ପୋଲିସ ଆଉଟ ପୋଷ୍ଟରେ ପୋଲିସ ପ୍ରଶାସନ

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି , କନ୍ଧମାଳର DSWO କୃଷ୍ନା

ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଓ ବିଧାୟକ

ମାଲକାନଗିରି /ପଡିଆ : କିଛିଦିନ ତଳେ ବିୟୋଗ ହୋଇଥିବା ମାଲାକନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଆଦିତ୍ୟ ମାଡିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ନିଜସ୍ଵ ଗ୍ରାମରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ନିର୍ବାଚନ ମଣ୍ଡଳୀର

ସୂଚନାଦାତା ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ମାଓବାଦୀ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ଉକ୍ତ ମାଓବାଦୀ ଜଣଙ୍କ ମାଓ ସଂଗଠନର ସକ୍ରୀୟ ମାଓବାଦୀ ରାମା ତେଲାମ ବୋଲି ଜଣା ପଡିଥିବା ବେଳେ ତାକୁ କୁଟରୁ ଥାନା ଅନ୍ତର୍ଗତ ତେଲିପେଂଟା ଗ୍ରାମରୁ ଗିରଫ କରାଯାଇଛି। ତଥ୍ୟ