Browsing Category

ଆଞ୍ଚଳିକ

ଆସିକା ରେ ଦିନରେ ବନ ମହୋତ୍ସବ ରାତିରେ ଗଛ କାଟି ଚାଲାଣ……!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଏବେ ବନ ମହୋତ୍ସବ ଧୁମଧାମ ରେ ପାଳିତ ହେଉଛି। ଆସିକା ବନାଞ୍ଚଳ ରେ ଥିବା ଜଙ୍ଗଲ ରୁ ଅବାଧ ରେ ରାତ୍ର ସମୟ ରେ କଟର ସାହାଯ୍ୟରେ ମୂଲ୍ୟ ବାନ ଗଛ କାଟି ଚାଲାଣ ହେବାର ନଜିର ରହିଛି। ଗତ କିଛି ମାସ ମଧ୍ୟରେ ଧରାକୋଟ ଅଞ୍ଚଳ ରୁ

ଭାରତୀୟ ମାନକ ବ୍ୟୁରୋ ତରଫରୁ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ଛତ୍ରପୁର : ଆଜି ପୂର୍ବାହ୍ନରେ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଭାରତୀୟମାନକ ବ୍ୟୁରୋ ତରଫରୁ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ବର ଶାଖାର ବୈଜ୍ଞାନିକ ଦୀପକ ପାତ୍ର ଏବଂ ରଜନୀ ପନଓ୍ବାର ତାଲିମ ପ୍ରଦାନ କରିଥିଲେ

ସୀମାନ୍ତ ପୋଲିସକୁ ସଫଳତା ମୁଖ୍ୟସ୍ରୋତକୁ ଫେରିଲେ ତିନି

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ତିନି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଭୈରମଗଡ଼ ଏବଂ କଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ

ରୋଟାରୀ କ୍ଲବ ପକ୍ଷରୁ ଆଲୋଚନା ଚକ୍ର “ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ ” ଅନୁଷ୍ଠିତ

ଫୁଲବାଣୀ : ଆଜି ସ୍ଥାନୀୟ ବିଇଡି କଲେଜ ପରିସରରେ "ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ " ଶୀର୍ଷକ ଆଲୋଚନାଚକ୍ର ରୋଟାରୀ କ୍ଲବ୍‌ ଫୁଲବାଣୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁନିସେଫ /ବିଶ୍ୱବ୍ୟାଙ୍କ୍‌ /ଏନ. ସି. ଇ. ଆର୍‌. ଟି ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଭାବରେ ସୁନାମ

ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳନ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଅବସର ରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ମନୋରଞ୍ଜନ ଦାଶ ନିଜେ ବୃକ୍ଷ ରୋପଣ କରିବା ସହିତ ତାଙ୍କ

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାଵୀ…

ବ୍ରହ୍ମପୁର, ତା.୫ / ୭ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ

ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ :ଉଚ୍ଚସ୍ତରୀୟ ତଦନ୍ତ ପାଇଁ…

ଛତ୍ରପୁର, ତା. ୫ / ୭ ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ଯ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ସାଧାରଣରେ ଅଭିଯୋଗ ହୋଇଛି ।ପୋଖରୀ ଖନନ କାର୍ଯ୍ଯ-ପ୍ରକଳ୍ପ ଗୁଡ଼ିକ ଛତ୍ରପୁର ଏନ୍.ଏ.ସି.

ଲୋକଟିଏ ଗଛଟିଏ, “ମାଆ ପାଇଁ ଗଛଟିଏ” ଆହ୍ବାନ…

ଛତ୍ରପୁର, :ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, "ମାଆ ପାଇଁ ଗଛଟିଏ" ଆହ୍ବାନ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି

ଭାରସାମ୍ୟ ହରାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର୍ ଚାଳକ, ୪ ଜଣ ଗୁରୁତର ଆହତ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଟଙ୍ଗ୍ରିଦଫେଇରେ ଗୋଟିଏ ସୁଇପ୍ଟ ଡିଜାୟାର କାର ଯାହାର ନମ୍ବର ଓଡ଼ି ୧୪ ଜେ ୦୩୪୧ ବଲାଙ୍ଗୀର ରୁ ବୀରମିତ୍ରପୁର ଆସୁଥିବା ବେଳେ କୌଣସି କାରଣରୁ ନିଜର ଭାରସାମ୍ୟ ହରାଇ ଟଙ୍ଗ୍ରିଦଫେଇରେ ଗୋଟିଏ ଘରକୁ ପିଟି ଥିବାରୁ ଚାରି ଜଣ

ଆଜି ଅଣସର ତ୍ରୟୋଦଶୀ; ମହାପ୍ରଭୁଙ୍କ ଘଣାଲାଗି ଓ ଖଳିଲାଗି ନୀତି ସମ୍ପନ୍ନ

ପୁରୀ : ଆଜି ହେଉଛି ଆଷାଢ ଶୁକ୍ଳ ତ୍ରୟୋଦଶୀ ବା ଅଣସରର ତ୍ରୟୋଦଶୀ ତିଥି। ଏହି ତିଥିରେ ମହାପ୍ରଭୁଙ୍କୁ ଘଣା ଓ ଖଳି ଲାଗି ନୀତି ହୋଇଛି। ଘଣ୍ଟ, ଛତ୍ରୀ ଓ କାହାଳୀ ସହ ଖଳି ପ୍ରସାଦ ସୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ସେପଟେ ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୭