Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିଖିଳ ଉତ୍କଳ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ଡିଭିଜନ ସଂଘର ଉପଦେଷ୍ଟାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଚରୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପଦେଷ୍ଟା ତାରିଣୀ ଚରଣ ରଥଙ୍କ ଅବସର କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଜାତୀୟ ସଙ୍ଗୀତ ଗାନ!-->…
ଚୈତନ୍ୟ ଦେବୀ ମଣ୍ଡପରେ ଭଗବାନ କୃଷ୍ଣଙ୍କ ଜୀବନ୍ତ ଲୀଳା !
ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ରବିବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ଠାକୁରାଣୀ!-->…
ପ୍ରଶାସନର କଥାକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ହାତୀବେନାର ଅନସେଟଲର ଲୋକେ
ଉମରକୋଟ : କଥାରେ ଅଛି " ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ " ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତର ହାତୀବେନା ଡିଏନକେ ଗ୍ରାମରେ ଏନକୋ୍ଲୋଜମେଣ୍ଟ ଜମି ଜାଗାକୁ ନେଇ ସେଟଲର ( ପଟ୍ଟାଵାଲା ) ଓ ଅନସେଟଲର ( ପଟ୍ଟା ନ ଥିବା ) ଦୁଇ ଗୋଷ୍ଠୀ!-->…
ଜିଲ୍ଲାସ୍ତରରେ ଜନ ଶୁଣାଣୀ ଆରମ୍ଭ
ଛତ୍ରପୁର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ସୋମବାର ଜୁଲାଇ ୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ନିର୍ବାଚନ ଆଚରଣ ବିଦ୍ଧି ଅପସାରଣ ପରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଆରମ୍ଭ ହୋଇଛି । ବହୁଦିନର ବ୍ୟବଧାନ ପରେ ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଅଭିଯୋଗ!-->…
ଓଡିଶାର ଗଞ୍ଜାମ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ
ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ-ସ୍ବାସ୍ଥ୍ୟ ମନ୍ତ୍ରୀ
ଛତ୍ରପୁର : ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ l ସମନ୍ବୀତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଂଜାମ!-->!-->!-->…
ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଫୁଲବାଣୀ ଓ ବାଲିଗୁଡା ସଂକୁଳ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ ରେ ଦୀର୍ଘ ୪ ଦିନ ଧରି ଆୟୋଜିତ ହୋଇଥିବା ସଂକୁଳ ସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଉଛି।ଉଦଯାପନ କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ତ୍ରିପାଠୀ, ଫୁଲବାଣୀ ବିଭାଗ!-->!-->!-->…
ଏମକେସିଜି ମେଡିକାଲ ଓ ସିଟି ହସ୍ପିଟାଲ ସମସ୍ୟା କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଠାରେ ୧୧ଦଫା ଦାବିପତ୍ର ଉପସ୍ଥାପନ କଲା…
ବ୍ରହ୍ମପୁର, ତା.୧.୭.୨୦୨୪ରିଖ ରାଜ୍ୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଅତ୍ୟନ୍ତ ବିପର୍ଯ୍ୟସ୍ତ ପରିସ୍ଥିତିରେ ପହଁଚିଛି, ଜନଗଣଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଉଦ୍ଧିଷ୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରକୃତରେ ଲୋକଙ୍କ ସେବାରେ ଆସିପାରୁନାହିଁ l ଜରୁରୀ ଓ ସାଙ୍ଘାତିକ ସମସ୍ୟାର ସମାଧାନ ଦିଗରେ!-->!-->!-->…
ସୀମାନ୍ତରେ ୨ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଦୁଇ ଜଣ ହେଲେ ସୁକମା ଜିଲ୍ଲାର ପଦାମପାରା ଗାଁର ପଡ଼ିଆମୀ ସୁଖୀ ଓ ଅନ୍ୟ ଜଣେ ନନ୍ଦା ପଡ଼ିଆମୀ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଛତିଶଗଡରେ ମାଓ!-->…
ଶିଶୁ ଶ୍ରମିକ ଉଚ୍ଛେଦ ନିମନ୍ତେ ସଚେତନତାମୂଳକ ପ୍ରତିଯୋଗୀତା
ମାଲକାନଗିରି, ୩୦।୬ : ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ କିଶୋର ଶ୍ରମିକ ବିପଦ ସଙ୍କୁଳ କ୍ଷେତ୍ରରେ କାର୍ଯ୍ୟରୁ ନିବୃତ ସଚେତନତା ସୃଷ୍ଟି ନିମନ୍ତେ ଏକ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲା ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ କରାଯିବାର ବ୍ୟବସ୍ତା!-->…
ବେପରୁଆ ଗାଡି ଚାଳନାରେ ଯୁବକଙ୍କ ମୃତ୍ୟୁ, ଉତ୍ୟକ୍ତ ଲୋକେ କଲେ ରାସ୍ତା ଅବରୋଧ
ମାଲକାନଗିରି, ୩୦।୬ : ମାଲକାନଗିରି ଜିଲ୍ଲା ସଦରରେ ଏକ କ୍ରେନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ନ୍ୟାୟ ଦାବିରେ ରାସ୍ତା ରୋକ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରର ଜୟପୁରିଆଗୁଡା ଦେଇ ଯାଇଥିବା ମାଲକାନଗିରି ଜୟପୁର ଜାତୀୟ!-->!-->!-->…