Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନିଲ କୁମାର ସାହୁଙ୍କୁ “ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍”ର ସଂଯୋଜକ ଭାବେ ଦାୟୀତ୍ୱ
ବ୍ରହ୍ମପୁର : ଆଗାମୀ ସାଧାରଣ ନିର୍ବାଚନ - ୨୦୨୪ (ଉଭୟ ଲୋକସଭା ଓ ବିଧାନସଭା) ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ପକ୍ଷରୁ ରାଜ୍ୟରେ ୮ ଟି ମିଡ଼ିଆ ସେଣ୍ଟର୍ ଗଠନ କରାଯାଇଛି । ଏଥି ମଧ୍ୟରୁ ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ସଂସଦୀୟ କ୍ଷେତ୍ରକୁ!-->…
ଜିଲ୍ଲାସ୍ତରୀୟ ପୋଷଣପକ୍ଷ ଉତ୍ସବ ପାଳିତ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ଉତ୍ସଵ ଫୁଲବାଣୀ ଆଇଟିଡିଏ କନଫରେନ୍ସ ହଲ ଠାରେ ପାଳିତ ହୋଇଯାଇଛି l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସରୋଜ ବାଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁର ହଜାରେ ଦିନ ପାଇଁ ଖାଦ୍ୟ ଓ ଯତ୍ନ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ l!-->!-->!-->…
ଗହିରମଥା ଵନକର୍ମଚାରୀଙ୍କ ସଫଳତା, ଟ୍ରଲର ସହ ୧୧ ମତ୍ସ୍ୟଜୀବୀ କୋର୍ଟ ଚାଲାଣ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଵେଆଇନ ଭାବେ ମାଛ ମାରୁଥିବା ମା ବନଦୁର୍ଗା ନାମକ ଟ୍ରଲର ସହ ୧୧ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରେଞ୍ଜର ଶ୍ରୀ ପ୍ରଦୋଷ କୁମାର ମହାରଣା ସୂଚନା ଦେଇଛନ୍ତି। ଖଵର ମୁତାବକ!-->…
କନ୍ଧ କୁମ୍ଭାର ସମାଜର ବିଜୟ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଶିପଡ଼ାରେ କନ୍ଧକୁମ୍ଭାର ସମାଜର ବିଜୟ ଦିବସ ପାଳିତ ହୋଇ ଯାଇଛି l କନ୍ଧ କୁମ୍ଭାରକୁ ଆଦିବାସୀ ମାନ୍ୟତା ମିଳିବା ପରେ କନ୍ଧ କୁମ୍ଭାର ସଙ୍ଘ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି l ଦୀର୍ଘ 50 ରୁ ଉର୍ଦ୍ଧ୍ବ ବର୍ଷ ଏହି!-->!-->!-->…
ଯାତ୍ରୀବାହୀ ବସ ସହ ପିକଅପ ମୁହାମୁହି ଧକ୍କାରେ ବସ ଡ୍ରାଇଭର ମୃତ…
ମାଲକାନଗିରି : ମାଲକାନଗିରି ମୋଟୁ 326 ନମ୍ବର ଜାତୀୟ ରାଜପଥ ତଥା କାଲିମେଳା ଥାନା ଅନ୍ତର୍ଗତ mpv 23 ଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟା ସମୟରେ ବିଶାଖାପାଟଣା ଯାଉଥିବା ସରକାରୀ ବସ ସହିତ ଏକ ପିକଅପ ଭେନ ମଧ୍ଯ ରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବସ ଡ୍ରାଇଭର ଘଟଣା!-->!-->!-->…
ଶିଳ୍ପୀ ଅରୁଣଙ୍କ ନିଆରା ପ୍ରୟାସ : ହିଞ୍ଜିଳିକାଟୁ ମାଟିର ପୁଅ ଅରୁଣ ୟୁପିରେ ସମ୍ବର୍ଦ୍ଧିତ
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି କଳାକୃତି ଓ ହିନ୍ଧୀ ଭାଷାରେ ଖୋଦିତ ହନୁମାନ ଚାଳିସା ପ୍ରଦାନହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର କାଠ କାରିଗର ତଥା ଶିଳ୍ପୀ ଅରୁଣ କୁମାର ସାହୁ ଗୁରୁବାର ଉତ୍ତରପ୍ରଦେଶର ଅଯୋଧ୍ୟା ମନ୍ଦିରରେ!-->…
ମୌଳିକ ସୁବିଧାରୁ ବଞ୍ଚିତ କପସାଭଟ୍ଟା ଗ୍ରାମର ଶତାଧିକ ଗ୍ରାମବାସୀ
ଉମରକୋଟ : ଓଡ଼ିଶା ସରକାର ଜନତାଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ବିଭିନ୍ନ ଯୋଜନା ମାଧ୍ୟମରେ, ତାହା ସାଧାରଣ ଜନତାଙ୍କ ପାଖର ପହଞ୍ଚି ପାରଛି ତ ସରକାର ମୋ ଜମି ଯୋଜନା କରି ଭୂମିହୀନ ପରିବାରଙ୍କୁ ଜମି ଯୋଗାଇବ ବୋଲି କହିଥିଲେ, କିନ୍ତୁ ତାହା କେତେ ଦୂର ସମ୍ଭବ ହୋଇ!-->!-->!-->…
ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ମଧ୍ୟାହ୍ନ ଭୋଜନ ହରିଲୁଟ୍, ଵିଇଓ ଜାଣି ଅଜଣା ଥିବା ଵେଳେ ରଵିବାର ଛୁଟିଦିନରେ ପିଏମ ପୋଷଣ ଓଡିଶା ପୋର୍ଟାଲ ରିପୋର୍ଟକୁ ବଦଳାଇ ଦିଆଯିବା ଭଳି ସଙ୍ଗିନୀ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଗତ ୧୦ତାରିଖ!-->…
ବାଜିଲା ନିର୍ବାଚନୀ ବିଗୁଲ୍…ତେଜିଲା ଟିକେଟ୍ କସରତ, ତିନି ପ୍ରମୁଖ ଦଳ ପାଇଁ ଦକ୍ଷ ପ୍ରାର୍ଥୀ ଖୋଜା ବଡ଼ ଚ୍ୟାଲେଞ୍ଜ
ବାଲିଗୁଡା : ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। ମହିଳା, ଯୁବ ଓ ବରିଷ୍ଠଙ୍କୁ ଟିକେଟ ଦେବା ନେଇ ଚାଲିଛି ବିଚାର ବିମର୍ଶ।!-->…
ଭୋଟ ବର୍ଜନରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଲେ ସାଧାରଣ ସମ୍ପାଦକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବୁଢ଼ାଗୁଡା ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ ଆଦିବାସୀ ବହୁଳ ଗାଁ ସ୍ଵାଧୀନତାର ବହୁବର୍ଷ ବିତି ଯାଇଥିଲେ ମଧ୍ୟ ମାଣ୍ଡେ ମହା ଗାଁକୁ ରାସ୍ତା ନାହିଁ l ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ପାଖକୁ ଧାଇଁ ଧାଇଁ ଲିଖିତ ଆକାରରେ ଦେଇଥିଲେ!-->…