Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମୌସୁମୀ ଋତୁ ପାଇଁ ଟିପିଏସ୍ଓଡିଏଲ୍ର ବ୍ୟାପକ ପଦକ୍ଷେପ
• ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି କମ୍ପାନୀ• ଅତିରିକ୍ତ ବିଦ୍ୟୁତ ଖୁଣ୍ଟ ଲଗାଇବା ସହ ଚାଲିଛି ଗଛ କଟା କାର୍ଯ୍ୟ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ବିଜୁଳି ଯୋଗାଣକାରୀ ସଂସ୍ଥା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଟାଟା ପାଓ୍ୱାର ଓ!-->!-->!-->!-->!-->…
ମଙ୍ଗଳବାର ଖୁବ୍ ଉତ୍ସଵମୁଖର ଥିଲା ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା
ଛତ୍ରପୁର : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣାମ୍ମା ଙ୍କ ପାରମ୍ପରୀକ ଠାକୁରାଣୀଯାତ୍ରା ଗତ ମଇମାସ ୨୭ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ତାରିଖରେ ଉଦଯାପିତ ହେବ ବୋଲି ଯାତ୍ରା କମିଟୀ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମା'ରାମାୟଣାମ୍ମା ଙ୍କ ଘଟଯାତ୍ରା ଖୁବ୍!-->…
ଜିଲ୍ଲାସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଆରମ୍ଭ
ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର!-->…
ଭଙ୍ଗାଦଦରା ଘରେ ଭବିଷ୍ୟତ ଗଢିବା ପାଇଁ ସଂଗ୍ରାମ କରୁଥିଲେ ଭାଇ ଭଉଣୀ : ପ୍ରଶାସନ ବଢାଇଲା ସହଯୋଗର ହାତ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମରେ ନିଜ ଭାଗ୍ୟକୁ ଆଦରି ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଥିଲେ ୩ ଭାଇ ଭଉଣୀ । ସେମାନଙ୍କ ପାଖରେ ନା ଥିଲା ଭଲ ବାସସ୍ଥାନ ନା ଥିଲା ଖାଇବାକୁ ଦାନା । ଏଭଳି ସ୍ଥିତିରେ ପିନ୍ଧିବାକୁ ଭଲ କନା କଥା ନକହିବା!-->!-->!-->…
ନିର୍ବାଚନ ପୂର୍ବରୁ ଆସିକା ଏନ.ଏ.ସି ରେ ହୋଇଥିବା ଫେବର ଫାଟି ଆଁ : ଉଚ୍ଚସ୍ତରୀୟ ତଦନ୍ତ ଦାବୀ…
ବାବୁ ମାନେ ସଫେଇ ଦେଇଥିଲେ ଭଲ କାମ ହେଇଛି…….ବ୍ରହ୍ମପୁର : ନିର୍ବାଚନ କୁ ଆଖି ଆଗରେ ରଖି ଆସିକା ଏନ.ଏ.ସି ରେ ଥିବା ବିଭିନ୍ନ ୱାର୍ଡରେ ଅତି ତରବରିଆ ଭାବେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ କରାଯାଇଥିଲା।ସହରାଞ୍ଚଳ କୁ ସୁନ୍ଦରିକରଣ ଆଳ ଦେଖାଇ ଆସିକା ବିଜ୍ଞାପିତ ଅଞ୍ଚଳ ରେ ଥିବା!-->…
ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ହିଞ୍ଜିଳିକାଟୁ ୨୫/୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୨୫ତମ ସ୍ଵନକ୍ଷତ୍ର ସମାରୋହ ପାଳିତ ହୋଇଆସୁଛି। ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ୧୮ତାରିଖ ଠାରୁ ଆରମ୍ଭ ହୋଇ!-->…
ବିଜେପି ପକ୍ଷରୁ କଳା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ହାଟପଦା ସ୍ଥିତ ନାରାୟଣୀ ଯାତ୍ରା କାର୍ଯ୍ୟାଳୟ ଠାରେ କଳା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ବିଜେପି ନେତା ଭଗବାନ ମହାନ୍ତି ଯୋଗ ଦେଇ ଆଜକୁ ୪୯ ବର୍ଷ ତଳେ ଆଜିର!-->…
ରାଜରାସ୍ତା ମଝିରେ ନଳକୂପ ଓ ଅଟୋ ଗ୍ୟାରେଜ : ସମସ୍ୟାରେ ପରିପୂର୍ଣ୍ଣ ଫୁଲବାଣୀ ସହର…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହର ବିଭିନ୍ନ ସମସ୍ୟାରେ ଭରପୁର ଯଥା ଟ୍ରାଫିକ ସମସ୍ଯା,ପାର୍କିଂ ସମସ୍ୟା l ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ଆରଟିଓ ଅଫିସ,ଜିରିଂପଡା ଠାରୁ ଆରମ୍ଭ କରି ମାଦିକୁନ୍ଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ରହିଛି ଗଣ୍ଡା ଗଣ୍ଡା ୱାଟର ସର୍ଭିସିଂ!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସିଙ୍ଗାଲ ବେଚା ଛକ ନିକଟରେ ଗତ କାଲିରାତିରେ ଏକ ମର୍ମନ୍ତୁଦଦୁର୍ଘଟଣା ରେ ଜଣଙ୍କ ର ମୃତୁହେଇଛି l ମୂର୍ତକ ଜଣକ ହେଉଛନ୍ତି ପାଙ୍ଗାମ ନିକଟସ୍ତ ଗ୍ରାମର ତରୁଣ କୁମାର ଘୋଷ ବୋଲି ଜଣାପଡିଛି । ଖବର ଅନୁଯାୟୀ ଗତକାଲି ବିଳମ୍ବିତ!-->!-->!-->…
କେତେ ଦାୟିତ୍ୱ ବାନ ବ୍ରହ୍ମପୁର ବି.ଏମ.ସି ! : ନିସର୍ତ୍ତରେ ଖବର ପ୍ରକାଶ ପରେ ଅଳିଆ ଗଦାରେ ପିଲାଙ୍କ ଖେଳ ଉପକରଣ
ବ୍ରହ୍ମପୁର : ବ୍ରହ୍ମପୁର ବି.ଏମ.ସି ସାଜିଥିଲା ଧୃତରାଷ୍ଟ୍ର ବୋଲି ଏପ୍ରିଲ ମାସ ୧୬, ତାରିଖ ରେ ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା । ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ବିଦ୍ୟୁତ ଟ୍ରାନ୍ସଫର ନିକଟରେ ପିଲା ମାନଙ୍କ ପାଇଁ ଖେଳ ଉପକରଣ ଲଗାଇଥିଲା । ଆମେ ଖବର ପ୍ରକାଶ!-->…