Browsing Category

ଆଞ୍ଚଳିକ

ସ୍ୱାତୀ ଅନୁଷ୍ଠାନର ରୌପ୍ୟ ଜୟନ୍ତି ଉତ୍ସବ ଉଦ୍‌ଯାପନୀ ଦିବସରେ ରକ୍ତଦାନ ଓ ବୃକ୍ଷ ରୋପଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ତାର ୨୫ ବର୍ଷ ପୁରଣ ଅବସରରେ ଦୁଇଦିନ ଧରି ରୌପ୍ୟ ଜୟନ୍ତୀ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଦ୍ୱିତୀୟ ଦିବସରେ ସମାଜର ବିକାଶରେ ସ୍ୱେଛାସେବି ଅନୁଷ୍ଠାନର ଭୂମିକା ସମ୍ପର୍କିତ ଆଲୋଚନା ଅନୁଷ୍ଠିତ

ମାଲକାନଗିରି ନୂତନ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟଳୟ ଗସ୍ତ, ଅଧିକାରୀ ଓ କର୍ମଚାରୀଙ୍କ ସହ କଲେ ସମୀକ୍ଷା

ମାଲକାନଗିରି : ମାଲକାନଗିରି ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ନରସିଂହ ମାଡକାମୀ ଆଜି ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟକୁ ଗସ୍ତ କରିଛନ୍ତି । ବିଧାୟକ ହେବା ପରେ ସେ ବିଧାୟକ ରୂପେ ପ୍ରଥମ ଥର ପାଇଁ ଅନେକ କାର୍ଯ୍ୟଳୟକୁ ଯାଇ କିପରି ସମସ୍ତ କାର୍ଯ୍ୟ ଜାରି ରହିଛି ସେନେଇ ମଧ୍ୟ ତଦାରଖ କରିଛନ୍ତି

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇମାସ ହେଲା କେନ୍ଦ୍ରୀୟ ପଣ୍ୟାଗାର ବନ୍ଦ : ଚାଉଳ ରେ ପୋକ, ଧାନରେ ଗଜା !

ବ୍ରହ୍ମପୁର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗତ ଦୁଇ ମାସ ହେଲା ବନ୍ଦ ହୋଇ ପଡି ରହିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳି ଠାରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ (ଭାରତ ସରକାରଙ୍କ ସଂସ୍ଥା ) l ଆସିକା ଓ ଧରାକୋଟ ଅଂଚଳରେ ଥିବା ୫୦ ରୁ ଉର୍ଦ୍ଧ ମିଲ ରେ ପଡି ରହିଛି ୦୮ ହଜାର କୁଇଣ୍ଟାଲ

ସଡ଼କ ଦୁର୍ଘଟଣାରେ ଏବିଓ ସମେତ୨ ମୃତ, ବିଓ ଏବଂ ଅନ୍ୟ ୪ଜଣ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ହାତୀଆମ୍ବା ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ମୃତ ୪ ଜଣ ଆହତ l ଖବର ଅନୁଯାଇ ଆଜି ଏକ ବାଇକ ଯୋଗେ ଚିତ୍ରକୋଣ୍ଡା ବିଓ ଚିନ୍ନା ଗାୟତ୍ରୀଦେବି ଏବଂ ଏବିଓ ଅଞ୍ଜନ ଚୌଧୁରୀ ନିଜ କାର୍ଯ୍ୟସାରି ଫେରୁଥିବା ବେଳେ ରାସ୍ତାରେ ଅନ୍ୟ

ରାଜନଗର ବିଇଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ

ରାଜନଗର : ଶିକ୍ଷା ବିଭାଗର ଦୁର୍ନୀତିର ପେଣ୍ଠସ୍ଥଳି ପାଲଟିଛି ଵ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ । ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଅର୍ଥ ଏପରିକି ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ କ୍ରମ ବାଵଦ ଅର୍ଥକୁ ବାଣ୍ଟିକୁଣ୍ଟି ଖାଉଛନ୍ତି

ହାଇଦ୍ରାବାଦ କାମକୁ ଯିବା ପୂର୍ଵରୁ ଅଧାବାଟରୁ ଶଵହୋଇ ଫେରିଲେ ୩ଜଣ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ପୋଖରିଆ ଗାଁର ଜନକର ଦାସଙ୍କ ପୁଅ ମଙ୍ଗୁଳି ଚରଣ ଦାସ ,ଗୁପ୍ତି ପଞ୍ଚାୟତର କାନଫୁଲିଆ ଗାଁର ଲୋକନାଥ ସୁତାରଙ୍କ ପୁଅ ଲିପୁନା ସୂତାର,ଓ ହାତିନା ପଞ୍ଚାୟତର ପରିପାଙ୍ଗରା ଗାଁର ସରୋଜ ଶଣ୍ଡଙ୍କ ପୁଅ ସିଦ୍ଧାର୍ଥ ଶଣ୍ଢ ୩ ଜଣ

ବ୍ରହ୍ମକୁମାରୀସ ଶାନ୍ତିକୁଣ୍ଡ ତରଫରୁ ସାମ୍ବାଦିକମାନଙ୍କ ଲାଗି ସ୍ନେହ ମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ମାଉଣ୍ଟଆବୁ ରୁ ପଦାର୍ପଣ କରିଥିବା ମାସିକ ଜ୍ଞାନମୃତ ଏବଂ ହରିୟାଲି ସମ୍ପାଦିକା ରାଜଯୋଗନି ବ୍ରହ୍ମା କୁମାରୀ ଭଗୀନି ଉର୍ମିଲାଙ୍କ ଅନ୍ତିମ ଦିବସ

ସଡ଼କ ଦୁର୍ଘଟଣାରେ ମୃତା ପାର୍ବତୀଙ୍କ ଅସହାୟ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ଆଇନି ସେବା ପ୍ରାଧିକରଣର ପଦକ୍ଷେପ

ମାଲକାନଗିରି : ଏକ ମର୍ମତ୍ୟୁଦ ସଡ଼କ ଦୁର୍ଘଟଣାରେ ମୃତବରଣ କରିଥିବା ରେକ୍ଲାମେସନ କଲୋନୀ ର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନିସେବା ପ୍ରାଧିକରଣ ର ସଚିବ ମାନ୍ୟବର ରାକେଶ କୁମାର ମୁଦୁଲି ପ୍ରାଧିକରଣ ର ମୁଖ୍ୟ ପ୍ରତିପକ୍ଷ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଛତ୍ରପୁର : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ସୋମବାର ଦିନ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରି ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ

ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲା କୋଷାଗାର କର୍ମଚାରୀ ପୁରସ୍କୃତ

ଛତ୍ରପୁର : ସୋମବାର ଦିନ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟ ଛତ୍ରପୁରଠାରେ ଜିଲ୍ଲା କୋଷାଗାରର ଦୁଇ କର୍ମଚାରୀଙ୍କୁ ୨୦୨୪ ମସିହାର ମାର୍ଚ୍ଚ -ପୁରସ୍କାର ପ୍ରଦାନ କରିଛନ୍ତି। ଏହି ନିରାଡ଼ମ୍ବର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର