Browsing Category

ଆଞ୍ଚଳିକ

ଛତ୍ରପୁର ଷ୍ଟାଡିୟମ୍ ରେ ଆୟୋଜିତ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଚାଲିଥିବା ସହରର ଆରାଧ୍ୟ ଦେବୀ ଶ୍ରୀଶ୍ରୀ ମା' ରାମାୟଣାମ୍ମା ଙ୍କ ଠାକୁରାଣୀଯାତ୍ରା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ଗଣ-ପର୍ବ ଠାକୁରାଣୀ ଯାତ୍ରା ଅବସରରେ ପ୍ରଥମ ରଜରେ ଅନସ୍ଲୋ ମିନି ଷ୍ଟାଡିୟମରେ ରାମଦୋଳି ଓ ମୀନାବଜାର ଉଦ୍ଘାଟିତ

ସ୍ବସ୍ତି ଚିଲିକା ରିସର୍ଟରେ ‘ଚିଲ୍‌-ଇନ-ଚିଲିକା’ ଏବଂ ‘ବିଟ୍‌ ଦି ହିଟ୍‌’ କାର୍ଯ୍ୟକ୍ରମ

ଖଲ୍ଲିକୋଟ : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଂଚାୟତ ର ଚିଲିକା କୂଳ ରେ ଅବସ୍ଥିତ ସ୍ବସ୍ତି ଚିଲିକା ରିସର୍ଟ ରେ ସମ୍ପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ‘ଚିଲ୍‌-ଇନ-ଚିଲିକା’ ଏବଂ ‘ବିଟ୍‌ ଦି ହିଟ୍‌’ ନାମରେ ଦୁଇଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଟ

ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାରେ ସେବାକାର୍ଯ୍ୟରେ ଛତ୍ରପୁରର ସେବାଦଳ ଅଂଶଗ୍ରହଣ କରିବେ

ଛତ୍ରପୁର : ବିଗତ ବର୍ଷମାନଙ୍କରେ ବିଭିନ୍ନ ମନ୍ଦିର ଓ ଉତ୍ସବାନୁଷ୍ଠାନ ଯାନିଯାତ୍ରା, ପର୍ବପର୍ବାଣୀରେ ସେବାକାର୍ଯ୍ୟକରି ଉଦାହରଣ ସୃଷ୍ଟି କରିଥିବା ଛତ୍ରପୁରର 'ସେବା ପ୍ରତିନିଧି' ସେବାଦଳ ଏ ବର୍ଷ ପୁରୀ ରଥଯାତ୍ରାରେ ସେବା କାର୍ଯ୍ୟ କରିବାକୁ ମନସ୍ଥ କରି ଆଜି ସ୍ଥାନୀୟ ବିରେଶ୍ବର ମନ୍ଦିର

ଡ୍ୟାନ୍ସ ଏକାଡେମୀର ରଜ ମଉଜ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କଲେ ସାଂସଦ ଓ ବିଧାୟକ

ଫୁଲବାଣୀ : ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଜାନି ଯାତ୍ରା ପର୍ବ ପର୍ବାଣିରେ ଓଡିଶାର ସ୍ଥାନ ସ୍ବତନ୍ତ୍ର । ପ୍ରତ୍ୟେକ ପର୍ବର କିଛି ସ୍ବତନ୍ତ୍ରତା ଥାଏ । ଠିକ ସେମିତି ରଜ ପର୍ବର ସ୍ୱତନ୍ତ୍ରତା ହେଉଛି, ନାରୀ ମାନଙ୍କୁ ସମ୍ମାନ ଦେବା ସହିତ, ସେମାନଙ୍କର ଗୁରୁତ୍ବକୁ

ନିସର୍ତ୍ତ ନିଉଜରେ ଖବର ପ୍ରକାଶ ପରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫେରି ପାଇଲେ ତେଲାମଗୁଡା ଗ୍ରାମବାସୀ

ମାଲକାନଗିରି : ଦୁଇଦିନ ତଳେ ରନ୍ଧନ ଗ୍ୟାସ ଲୁଟ ଖବର ନିସର୍ତ ନିଉଜରେ ପ୍ରକାଶ ପରେରନ୍ଧନ ଗ୍ୟାସ ସିଲିଣ୍ଡର ଫେରିପାଇଲେ ତେଲାମଗୁଡା ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡା ଗ୍ରାମରେ ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟି ନେଇଥିବା ନେଇ ଅଭିଯୋଗ

ବଜ୍ରାଘାତନେଲା ୨୦ ଟି ଗାଈ ଓ ବଳଦଙ୍କ ଜୀବନ, ସରକାରୀ ସହୟତା ଦାବି

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଜ୍ରାଘାତ ଯୋଗୁଁ ୨୦ଟି ଗାଈ ବଳଦ ଓ ବାଛୁରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମାଲକାନଗିରିରେ ବର୍ଷା ସହ ପ୍ରବଳ ଜୋରରେ ବିଜୁଳି ମାରିଥିଲା । ବର୍ଷାର ପରିମାଣ ସ୍ୱଳ୍ପ ସତ୍ବେ ପ୍ରବଳ ଜୋର ବିଜୁଳି ମଧ୍ୟରେ ଜିଲ୍ଲାର ସଦର

ଚିକିଟୀ ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ

ଚିକିଟୀ : ରବିବାର ଦିନ ଚିକିଟୀ ପେଣ୍ଠ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ "ଚିକିଟୀ ପ୍ରେସ୍ କ୍ଳବ''ର ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ନେଇ ୨୯ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରଥମେ ନୂତନ ଭାବେ ଯୋଗ ଦାନ

ବିଶ୍ୱ ବୟସ୍କ ବ୍ୟକ୍ତି ପ୍ରତି ଦୁର୍ବ୍ୟବହାର ସଚେତନତା ଦିବସ-୨୦୨୪ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ପକ୍ଷରୁ ଚାଲିଥିବା ତିନିଦିନ ଧରି ରଜ ପର୍ବ ଆଜି ତାର ଉଦଯାପନୀ ଉତ୍ସବ ପାଳନ କରିଛି l ଗତକାଲି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଲୋଚନାର ବିଷୟ ଥିଲା ବୟସ୍କ

କଳାକାର ସଂଘର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ନୂତନ ପରିଚାଳନା କମିଟି ଚୟିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ନୂତନ କାର୍ଯ୍ଯନିର୍ବାହୀ କମିଟୀ ଗଠନ ପ୍ରକ୍ରିୟାରେ ସୀମାନ୍ତ ନଟରାଜ

ମିତ୍ର ଫାଉଣ୍ଡେସନର କୋର କମିଟି ଗଠନ…

ଫୁଲବାଣୀ - କନ୍ଧମାଳ ଜିଲ୍ଲାରେ ନୂଆ କରି ହୋଇଥିବା ସ୍ୱେଚ୍ଛାସେବୀ ସଂଗଠନ ମିତ୍ର ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ବୈଠକ ସହ କୋର୍ କମିଟି ଗଠନ କରାଯାଇଛି l କନ୍ଧମାଳ ଜିଲ୍ଲାର ୧୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ମିତ୍ର ଫାଉଣ୍ଡେସନର ରାଜ୍ୟ କୋର୍ କମିଟି ଗଠନ ସହ କମିଟି ପକ୍ଷରୁ