ନିସର୍ତ୍ତ ରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ, ପାଇପ ମରାମତି କଲେ ଠିକାଦାର…

add-all


ହିଞ୍ଜିଳିକାଟୁ ୧୮!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୫ ପାଟଣା ସାହିରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ୍‌ ଫାଟି ପାଣି ନଷ୍ଟ ହୋଇଥିବା ନେଇ ରବିବାର ନିସର୍ତ୍ତ ରେ ଖଵର ପ୍ରସାରଣ ହୋଇଥିଲା।୧୫ ଦିନରୁ ଉର୍ଦ୍ଦ ହେଵ ପାଣି ଯୋଗାଣ ବେଳେ ଅନବରତ ରୋଡ ଉପରେ ଭାସୁଥିଲା।ରୋଡରେ ପାଣି ଭାସିବା ଯୋଗୁଁ ହଇରାଣ ହେଉଥିଲେ ୱାର୍ଡ ବାସିନ୍ଦା।ଖବର ପ୍ରକାଶନ ପରେ ପଡିଲା ପ୍ରଭାବ‌ ‌ଶେଷରେ ପାଇପ ଲିକ୍ ମରାମତି କଲେ ଠିକାଦାର। ଯାହାକୁ ନେଇ ନିସର୍ତ୍ତ ର ଅଧ୍ୟକ୍ଷ, ସମ୍ପାଦକ ଓ ସମସ୍ତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାଟଣା ସାହି ବାସିନ୍ଦା।

ad-week
Leave A Reply

Your email address will not be published.