Browsing Category

ଆଞ୍ଚଳିକ

ଖଲିକୋଟ: ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ଆଉ ୨ ଜଣ ଗିରଫ

ଛତ୍ରପୁର //ଛତ୍ରପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣ ପୁର ଗ୍ରାମରେ ନିର୍ବାଚନ ପୂର୍ବରୁ ପୋଷ୍ଟର ମାରିବାକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ସହ ଆଉ ୪ ଜଣ ଆହତ ହୋଇ ଥିଲେ। ଏହି ହତ୍ୟାକାଣ୍ଡ ଘଟଣା କୁ ଏସ

ବୋଲେରୋ ପିକଅପ୍ ସହ ବାଇକ୍ ଧକ୍କା, ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମ ଛକ ନିକଟରେ ଏକ ବୋଲରୋ ପିକଅପ୍ ସହ ବାଇକ୍ (ଓଆର୦୭ ଜେଡ୍ ୮୭୫୪) ସହ ଧକ୍କା ଘଟିଛି। ଦୂର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥି ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା

କଂଗ୍ରେସ ପକ୍ଷରୁ ସମୀକ୍ଷା ବୈଠକ : ବେଆଇନ ମଦ, ବାଲି ଓ ପଥର ବ୍ଳାଷ୍ଟି° ବନ୍ଦ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ସିକିରି ଗ୍ରାମ ରସିକ ବିହାରୀ ମନ୍ଦିର ପରିସରରେ ଶୁକ୍ରବାର ହିଞ୍ଜିଳି ବ୍ଳକ କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢିଙ୍କ

ଆରମ୍ଭ ହେଲା ଦୀପକ ବାଜୁରିଆଙ୍କ ଭଜନ ସନ୍ଧ୍ୟା : ମହା ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ : ଆଜିଠାରୁ ଆରମ୍ଭ ହେଲା ଯାତ୍ରା ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ କରୋନେସନ ପଡିଆ ଠାରେ ମହା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଭଜନସନ୍ଧ୍ୟା lମୁଖ୍ୟ ଆକର୍ଷଣ କଣ୍ଠଶିଳ୍ପୀ ଦୀପକ ବାଜୁରିଆ ଏବଂ ତାଙ୍କ ସାଥୀ l ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ

ସ୍ବାମୀଙ୍କର ଦୀର୍ଘାୟୁ, ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ପାଳନ କଲେ ସାବିତ୍ରୀ ବ୍ରତ

ବ୍ରହ୍ମପୁର : ଆଜି ପ୍ରତ୍ୟେକ ସଧବା ନାରୀ ମାନେ ନିଜ ନିଜ ସ୍ବାମୀଙ୍କର ସୁନ୍ଦର ସ୍ବାସ୍ଥ୍ୟ ଓ ନିରାମୟ ଦୀର୍ଘାୟୁ ଜୀବନ ଲାଗି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଉକ୍ତ ପୂଜା କେତେକ ଘରେ କରୁ ଥିବା ବେଳେ ଆଉ କେତେକ ଜଗନ୍ନାଥ ମନ୍ଦିରରେ ପୂଜା କରୁଥିବା ଦେଖିବାକୁ ମିଳିଛି

ଯାତ୍ରା ପଡିଆରେ ସାବିତ୍ରୀ ବ୍ରତ ପାଳିଲେ ହଜାର ହଜାର ମହିଳା

ଫୁଲବାଣୀ : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା l ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ । ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଫୁଲବାଣୀ ଯାତ୍ରା ପଡିଆ ଠାରେ ମା ନାରାୟଣୀ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର - ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ

ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ, ଗୁମ୍ମା ଚିକିତ୍ସାଳୟ ରେ…

ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟ ରେ ଭର୍ତ୍ତିକରା ଯାଇଛି ।ଏକ ଡାକ୍ତର ଟିମ ଚିକିତ୍ସା କରୁଛନ୍ତି ଚିକିତ୍ସା ପରେ ସେ ବିପଦ ମୁକ୍ତ ଅଛନ୍ତି

ଫୁଲବାଣୀ : ବିଜୟ ଉତ୍ସବ ମନାଇଲା ବିଜେପି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହାସମାରୋହରେ ବିଜୟ ଉତ୍ସବ ପାଳିଛି l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ସମସ୍ତେ ଆନନ୍ଦ ଉଲ୍ଲାସର ସହ ବାଣ ଫୁଟାଇ

ଶୀତଳଷଷ୍ଠୀ ଯାତ୍ରା ପାଇଁ ଜରୁରୀ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁନାସିର ମହାପାତ୍ରଙ୍କ ସଭାପତିତ୍ବରେ ଚଳିତ ମାସ ଆସନ୍ତା ୧୦ ତାରିଖରେ ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିମନ୍ତେ