Browsing Category

ଆଞ୍ଚଳିକ

ସମ୍ପୂର୍ଣ୍ଣତା ଅଭିଯାନ ଶୁଭାରମ୍ଭ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ମାଲକାନଗିରି : ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା ମାନଙ୍କରେ ସମ୍ପୂର୍ଣତା ଅଭିଯାନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୬ ଜୁଲାଇରେ ମାଲକାନଗିରି ସଦର ଏବଂ ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ତିନି ଆକାଂକ୍ଷା ବ୍ଲକରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ଏଥି ନିମନ୍ତେ…

ଅସହାୟ ପଶୁର ଚିକିତ୍ସାରେ ସହାୟକ ହେଲେ ମେୟର ସଂଘମିତ୍ରା

ବ୍ରହ୍ମପୁର : ଗୋଷାଣୀନୂଆଗାଁ ନେହୁର ନଗର ସ୍ଥିତ ୯ମ ଗଳିରେ ପରିବେଶ ପ୍ରେମୀ ତଥା ପୂର୍ବତନ ରାଜ୍ୟ କାଜୁ ବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣାଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଏକ ବୁଲା…

ଥାନା ପରିସରରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ପାଇଁ ବୈଠକ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ବଦଳି ହେଇଥିବାକୁ କିଛି ନିୟମକୁ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଭିନ୍ନ…

ସୋମବାର ସକାଳେ ଶାଶୁ ଘରକୁ ବିଜେକଲେ ମା’ରାମାୟଣାମ୍ମା ଠାକୁରାଣୀ !

ଛତ୍ରପୁର : ସୋମବାର ପ୍ରତ୍ୟୁଷରେ ଠାକୁରାଣୀ ଶାଶୁଘର ପାଦ ଥାପିଥିଲେ । ଭକ୍ତମାନଙ୍କ ଦ୍ୱାରା ଦେବୀଙ୍କୁ ପାଛୋଟି ନେଇ ଦେବୀଙ୍କୁ ରତ୍ନ ସିଂହାସନ ଆରୋହଣ କରାଇଥିଲେ । ଅପୂର୍ବ ଆନନ୍ଦର ଲହରୀ ମଧ୍ୟରେ ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା'ରାମାୟଣାମ୍ମା ଙ୍କ ଯାତ୍ରା ଉଦଯାପିତ ହୋଇଯାଇଛି ।…

ଟେକେଲଗୁଡା ଆଇଇଡି ବିସ୍ଫୋରଣ ପରେ ସର୍ଚ୍ଚିଙ୍ଗରେ ୯ ନକ୍ସଲ ଗିରଫ

ମାଲକାନଗିରି, ୧।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଟେକେଗୁଡା ଠାରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୯ ଜଣ ନକ୍ସଲଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ।ଟେକାଲଗୁଡା ନକ୍ସଲ ବିସ୍ଫୋରଣ ପରେ ଜାଗରଗୁଣ୍ଡା ଅଞ୍ଚଳରେ ପୁଲିସ ତରଫରୁ ତଲାସି…

ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର : ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ସାଂସଦିୟ ବ୍ୟାପାର, ବୈଦ୍ୟୁତିକ ସୂଚନା ବୈଷୟିକ ମନ୍ତ୍ରୀ ଡ଼.ମୁକେଶ ମହଲିଙ୍ଗ ଏମକେସିଜି ବଡ଼ ମେଡ଼ିକାଲ ପରିଦର୍ଶନ କରିବା ସହିତ ସ୍ୱାସ୍ଥ୍ୟ ସେବାକୁ ନେଇ ସମୀକ୍ଷା କରିଛନ୍ତି। ଆଜି ଅନ୍ତର୍ଜାତୀୟ…

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ନିକ୍ଷେପକ ରବି ନାରାୟଣ ରାଉତରାୟ ଆଜି କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ସେ ପୂର୍ବରୁ ମାଲକାନଗିରି, ପାଲଲହଡା,ଭଞ୍ଜନଗରରେ ଅପରେଟର୍ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ସେ ଜଣେ ମେଳାପୀ, ଅମାୟିକ ଓ…

ନିଖିଳ ଉତ୍କଳ ଚତୁର୍ଥଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍‌ଡିଭିଜନ ସଂଘର ଉପଦେଷ୍ଟାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଚରୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବ୍ ଡ଼ିଭିଜନ ସଂଘର ଉପଦେଷ୍ଟା ତାରିଣୀ ଚରଣ ରଥଙ୍କ ଅବସର କାଳୀନ ସମ୍ବର୍ଧନା କାର୍ଯ୍ୟକ୍ରମ ସଂଘର ସଭାପତି ପ୍ରମୋଦ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଜାତୀୟ ସଙ୍ଗୀତ ଗାନ…

ଚୈତନ୍ୟ ଦେବୀ ମଣ୍ଡପରେ ଭଗବାନ କୃଷ୍ଣଙ୍କ ଜୀବନ୍ତ ଲୀଳା !

ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ପକ୍ଷରୁ ରବିବାର ସନ୍ଧ୍ୟାରେ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଚୈତନ୍ୟ ଦେବୀ ମଣ୍ଡପରେ ଚେତନ ଲୀଳା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । ଠାକୁରାଣୀ…

ପ୍ରଶାସନର କଥାକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି ହାତୀବେନାର ଅନସେଟଲର ଲୋକେ

ଉମରକୋଟ : କଥାରେ ଅଛି " ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ " ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ପଞ୍ଚାୟତର ହାତୀବେନା ଡିଏନକେ ଗ୍ରାମରେ ଏନକୋ୍ଲୋଜମେଣ୍ଟ ଜମି ଜାଗାକୁ ନେଇ ସେଟଲର ( ପଟ୍ଟାଵାଲା ) ଓ ଅନସେଟଲର ( ପଟ୍ଟା ନ ଥିବା ) ଦୁଇ ଗୋଷ୍ଠୀ…