Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୨ ଦିନ ବାରଣ ମତ୍ସ୍ୟଜିବୀଙ୍କୁ ସମୁଦ୍ର , ବିଭିନ୍ନ ଗ୍ରାମରେ ମତ୍ସ୍ୟବିଭାଗ ପକ୍ଷରୁ ସଚେତନତା
ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ, ଏହାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ସମୁଦ୍ର ଅଶାନ୍ତ ରହିବ । ତେଣୁ ବିପଦ ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ୨୩ ଓ!-->…
ଧୂଳି ଗୁଣ୍ଡରେ ଅତିଷ୍ଠ ବିନିକା ସହରବାସୀ, ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି…
ପ୍ରଶାସନ ସାଜିଛି ଧୃତରାଷ୍ଟ୍ର...!!
ଶିଶୁଙ୍କୁ ଶ୍ରମରେ ନିୟୋଜିତ କରିବା ପଡିଲା ମହଙ୍ଗା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ପୁସୁଗୁଡା ଗ୍ରାମରେ କେନ୍ଦୁପତ୍ର ଫଡିରେ କେନ୍ଦୁ ଶୁଖେଇବାକୁ କିଛି ଶିଶୁ ଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା l ଉକ୍ତ ଘଟଣା ସର୍ବ ପ୍ରଥମେ ନିଶର୍ତ ଖବର ରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ନେଇ ସାମାଜିକ ସଂଗଠନ ଇଣ୍ଟେରଣସନଲ ହ୍ୟୁମାନ!-->…
ମୃଦଙ୍ଗ ଗୁରୁ କୋରାମଣୀ ସାହୁ ନିଖୋଜ
ପାତ୍ରପୁର : ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମପଞ୍ଚାୟତର ଷୋଲଭାଗପେଣ୍ଠର ମୃଦଙ୍ଗଗୁରୁ କୋରମଣୀ ସାହୁ (୫୨) ,ପିତା - ସ୍ବର୍ଗତ ବିଦ୍ୟାଧର ସାହୁ । କୋରାମଣୀଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ବ୍ୟକ୍ତି ଜଣକ ଘର ଛାଡ଼ି ଚାଲିଯାଇଛନ୍ତି । ପରିବାରରେ ସ୍ତ୍ରୀ , ଆଉ ୨ପୁଅ!-->!-->!-->…
ବୀରମହାରାଜପୁରରେ ଶାନ୍ତି ଶୃଙ୍ଖଳା ସହ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ସରିଛି |ଏଥିରେ ଉଭୟ ମଣ୍ଡଳୀର ୧୫ପ୍ରାର୍ଥୀ ଭାଗ୍ୟ ଇଭିଏମରେ ସିଲ ହୋଇଛି |
ଜିଲ୍ଲାର ବିଭିନ୍ନ ବୁଥରେ ମତଦାନ ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା |!-->!-->!-->…
ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ
ଛତ୍ରପୁର : ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ ନିକଟରେ ବସ୍ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଫଳରେ ୨୦ ପୋଲିସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜଣେ ପୋଲିସ କର୍ମଚାରୀ!-->…
ବାଲିଗୁଡା ଷ୍ଟ୍ରଙ୍ଗ୍ରୁମ୍ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସିଟିଭି
ବାଲିଗୁଡା : ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି l ଏହି ପରିପ୍ରେକ୍ଷୀରେ ଇଭିଏମ ମେସିନରେ ବାଲିଗୁଡା ର ୫ଜଣ ଓ ଜି. ଉଦୟଗିରି ର ୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା!-->…
ଭୋଟ ବର୍ଜନ କଲେ ଗ୍ରାମବାସୀ
କୁଆଁରମୁଣ୍ଡା : ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝେରିଆ ପଞ୍ଚାୟତର କୁଇନରଗାଡା ଓ ପଟୁୱାବାହାଲ ଗ୍ରାମବାସୀ ମାନେ ଆଜି ଭୋଟ ହେଉଥିବା ବେଳେ ନିଜର ଅମୂଲ୍ୟ ଭୋଟକୁ ବର୍ଜନ କରିଛନ୍ତି | ଗାଁରେ ଯିବା ପାଇଁ ରାସ୍ତା ନଥିବାରୁ ଏବଂ ପିଇବା ପାଇଁ ସ୍ୱଚ୍ଛ ପାଣିର ସୁବିଧା ନାହିଁ ଯାହା!-->…
ଗୁଣିଗାରେଡି ସନ୍ଦେହରେ ଜଣକୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ
ମାଲକାନଗିରି : ଏଭଳି ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟାଙ୍ଗୁରଗୁଡା ଗ୍ରାମରେ। ଗ୍ରାମର କିଛି ବ୍ୟକ୍ତିଙ୍କୁ ସ୍ଵପ୍ନ ହେଲା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁଣିଗାରେଡି ଯୋଗୁଁ ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ରେ ପ୍ରଭାବ ପଡୁଛି।!-->…
ସଫଳ ଛତୁ ଚାଷୀ ସୁଦେଷ୍ଣା ଅଧିକାରୀ
ପାତ୍ରପୁର , ୨୧/୫ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଗ୍ରାମପଞ୍ଚାୟତର ତିତିଗାଁ ଗ୍ରାମର ଶ୍ରୀ ଲଙ୍ଗଳେଶ୍ବର ଗୋଷ୍ଠୀଟି ୨୦୧୮ ମସିହାରେ ଗଠନ ହୋଇଅଛି । ଗୋଷ୍ଠୀରେ ୧୦ ଜଣ ସଭ୍ୟା ଅଛନ୍ତି । ଉକ୍ତ ଗୋଷ୍ଠୀର ଜଣେ ସଭ୍ୟା ସୁଦେଷ୍ଣା ଅଧିକାରୀ ମହସଂଘରୁ ୫୦,୦୦୦/- ଋଣ ନେଇ ଛତୁ ଚାଷ!-->!-->!-->!-->!-->…