Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ମାନେ ଦଳୀୟ ପାଣ୍ଠି ହଡ଼ପ ଅଭିଯୋଗ …!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୟୀ କ୍ଷେତ୍ରରେ ଦୁଇ ଦଳର ପ୍ରାର୍ଥୀ ଦଳର ପାଣ୍ଠିକୁ କର୍ମୀ ମାନଙ୍କୁ ନଦେଇ ଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଆସିକା ସଂସଦୀୟ କ୍ଷେତ୍ରର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ମେଡମ ଙ୍କ ଦେଖାନଥିବା ଯୋଗୁଁ!-->…
ମା ନାରାୟଣୀ ଠାକୁରାଣୀଙ୍କ ବାଟପୂଜାରେ ଭକ୍ତଙ୍କ ଭିଡ
ଫୁଲବାଣୀ : ଆଜି ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରାର ଅଷ୍ଟମ ଦିବସ l ଏହି ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ସହ ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ବ୍ରାହ୍ମଣୀ ଦେବୀ, ମା ଗ୍ରାମ ଦେବତୀ ଏବଂ ସର୍ବାଗ୍ରେ ମା କାଳୀ ନଗର ଭ୍ରମଣରେ ବାହାରିଛନ୍ତି l ଗତ କାଲି ଥିଲା ଗୁରୁବାର!-->…
ଅଜଣା ଗାଡି ଧକ୍କାରେ କାର ଚାଳକର ମୃତ୍ୟୁ
ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣି ଠାରେ ଅଜଣା ଗାଡି ଧକ୍କାରେ ଜଣେ କାର ଚାଳକର ମୃତ୍ୟୁଘଟିଛି, ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ସୂଚନା ଅନୁଯାଇ ଗୁରୁବାର!-->…
ଦେବେନ୍ଦ୍ର କହଁରଙ୍କ ବିଶାଳ ବାଇକ ରାଲି ମାଧ୍ୟମରେ ଭୋଟ ଭିକ୍ଷା
ଫୁଲବାଣୀ : କନ୍ଧମାଳ ମାଟିର ଲଢୁଆ ଶିକ୍ଷିତ ପୁଅ ଯୁବ ନେତା ତଥା ପୂର୍ବତନ ବିଧାୟକ ବହୁ ବର୍ଷ ଧରି ବିଜୁ ଜନତା ଦଳରେ ରହି ଦିନ ରାତି ଏକ କରି ଦଳକୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇ ଥିବା ଯୁବ ନେତାଙ୍କୁ ଦଳ ଅଣଦେଖା କରିଥିବାରୁ ଏବଂ ତାଙ୍କର ଦଳ ପ୍ରତି କୌଣସି ଆବଶ୍ୟକତା ନଥିବା!-->…
୫୦ରୁ ଉର୍ଦ୍ଧ ପରିବାର ସାମାଜିକ ବାସନ୍ଦର ଶିକାର
ବ୍ରହ୍ମପୁର : ବ୍ରହ୍ମପୁର ଆଙ୍କୁସ୍ ପୁର ରୁ ୫୦ ରୁ ଉର୍ଦ୍ଧ ପରିବାର ସାମାଜିକ ବାସନ୍ଦ ର ଶିକାର ହୋଇଥିବା ନେଇ ସ୍ଥାୟୀ ବିକାଶ ଲକ୍ଷ୍ୟର ଟିମ୍ ସହ ୫୦ ରୁ ଉର୍ଦ୍ଧ ଲୋକ ସହ ଆଜି ବ୍ରହ୍ମପୁର ଏସପି ଓ ଆଇଜି ଙ୍କୁ ସାକ୍ଷାତ କରିଛନ୍ତି । ଏହି ସାମାଜିକ ବାସନ୍ଦ ଭଳି କୁପ୍ରଥା କୁ ସମାଜରୁ!-->…
ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଅଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନ ସାଧାରଣ ଉକ୍ତ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍ ଦାୟୀତ୍ବରେ ନିଯୁକ୍ତ ଥିବା!-->…
କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଲିଗୁଡା ଏସଡ଼ିପିଓ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା : ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦୁଇଜଣ କାର୍ଯ୍ୟରତ ସାମ୍ବାଦିକ ତଥା ଫିରିଙ୍ଗିଆ ପ୍ରେସ କ୍ଳବ କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି ଓ ସଭାପତି ଉତ୍ତମ ଖମାରି ଙ୍କୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଗୁରୁବାର ରାଜ୍ୟ ସରକାରଙ୍କୁ!-->!-->!-->…
ବ୍ୟାଙ୍କ ପରିଚାଳକଙ୍କୁ ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ
ସାଧାରଣ ନିର୍ବାଚନ ପାଇଁ ସମସ୍ତ ନେଣଦେଣ ବ୍ୟାଙ୍କ ଖାତା ଜରିଆରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଛତ୍ରପୁର : ୧୯-ଆସ୍କା ଲୋକସଭା ଏବଂ ୮ ଗୋଟି ବିଧାନସଭାର ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବ । ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ,ଅବାଧ ଓ ମୁକ୍ତ କରିବା ନେଇ!-->…
ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଅବକାରୀ ଚଢାଉ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖ ଦିନ ୧୯-ଆସ୍କା ଲୋକସଭା ଏବଂ ୮ଗୋଟି ବିଧାନସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନଟି ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ ହେବ, ସେଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପର୍ଯ୍ୟବେକ୍ଷକଗଣ!-->…
ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ
ଫୁଲବାଣୀ //ବାଲିଗୁଡା : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋରଦାର ଚାଲିଛି ପ୍ରଚାର। ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା!-->…