Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନାସହ ରଥକାଠ ଅନୁକୂଳ
ବ୍ରହ୍ମପୁର : ବ୍ରହ୍ମପୁର ବୈଶାଖ ଶୁକ୍ଳ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ଭାବେ ମଧ୍ୟ ଜଣାଯାଏ । କାରଣ କୃଷକ ଏହି ଦିନର ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ ଦେଇଥାଏ । ଚାଷୀ ହଳଦୀ,!-->…
ଭୃଗୁ ଓ ସୁବାସଙ୍କ ଜୋରଦାର ପ୍ରଚାର, ସାମିଲ ହେଲେ ସିନେତାରାକା ଜ୍ୟୋତି, ଦିବ୍ୟା ଓ ଚାନ୍ଦିନୀ
ଛତ୍ରପୁର : ଶ୍ରୀରାମଚନ୍ଦ୍ରପୁର ଓ ଚମାଖଣ୍ଡି ପଂଚାୟତ ରେ ବିଜୁ ଜନତା ଦଳ ପକ୍ଷରୁ ଦମଦାର ପ୍ରଚାର ହୋଇଯାଇଛି । ବିଜୁ ଜନତା ଦଳର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ଓ ଛତ୍ରପୁର ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ଦୁଇଟି ପଂଚାୟତ ର ଘରକୁ ଘର ବୁଲି ଜନସାଧାରଣଙ୍କୁ ଭୋଟ୍!-->…
୧୪ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର, ମଙ୍ଗଧରିଲେ ପୌରପରିଷଦର ଉପାଧ୍ୟକ୍ଷ
ଛତ୍ରପୁର : ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡରେ ବିଜେଡିର ଜୋରଦାର ପ୍ରଚାର ଉପାଧ୍ୟକ୍ଷ ଜି. ପାପା ରାଓ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି l ଗଣେଶ ନଗର ନିକଟରୁ ବହୁ ମହିଳା, ୱାର୍ଡ ବାସିନ୍ଦା, ଦଳର ଛାମୁଆ ନେତା ଓ କର୍ମୀ ମାନେ ପୂର୍ଜାଅର୍ଚନା କରି ୱାର୍ଡ ର ଘରକୁ ଘର ବୁଲି!-->…
କନ୍ଧମାଳ ଜିଲ୍ଲା ବିଜୁ ଜନତାଦଳର ମହିଳା ସଭାନେତ୍ରୀ ଓ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଲେ ଅନିମା କହଁର
ଫୁଲବାଣୀ, ୧୦।୫ : ଚଳିତ ସାଧାରଣ ନିର୍ବାଚନ ରେ ରାଜ୍ୟ ରାଜନୀତିରେ ସବୁ ରାଜନୈତିକ ଦଳର ଅନେକ ଅସନ୍ତୁଷ୍ଟ ନେତା ମାନଙ୍କ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଅବସରରେ ରାଜ୍ୟର ପ୍ରମୁଖ ନେତା ମାନେ ଦଳୀୟ ଟିକଟ ନ ମିଳିବାରୁ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ, ସେମାନଙ୍କ!-->…
ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିିଳିକାଟୁ : ମଇ ମାସ ୨୨ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ତଥା ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ ସକାଶେ ବଡ ରଙ୍ଗଣି ସାହି ଓ କେଉଟ ସାହି ଓ ପାଟଣା ସାହି ପକ୍ଷରୁ ଅକ୍ଷୟ ତୃତୀୟା ଦିବସ ଅବସରରେ!-->…
ଫୁଲବାଣୀ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଦ୍ୱି ବାର୍ଷିକ ଠାକୁରାଣୀ ଯାତ୍ରା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି । ସକାଳେ ପ୍ରଥମେ ବ୍ରାହ୍ମଣୀ ଦେବୀ ପୀଠରୁ ବ୍ରାହ୍ମଣୀ ଦେବୀ, ତତପରେ ବରାଳ ଦେବୀପୀଠରୁ ବରାଳ ଦେବୀ, ସେହିପରି ଗ୍ରାମଦେବୀ ପୀଠରୁ ଗ୍ରାମଦେବୀ ଓ ବ୍ୟାଘ୍ର ଦେବୀ!-->…
ଟାଟା ପାୱାର ର ଦାଦାଗିରି:ସ୍ମାର୍ଟ ମିଟର ଲଗାଇ ଗ୍ରାହକଙ୍କ ଠାରୁ କରୁଛି ଲୁଟ…
ବ୍ରହ୍ମପୁର: ୯-୫ ଟାଟା ପାୱାର ହାତକୁ ବିଦ୍ୟୁତ ସଂସ୍ଥା ଟେକି ଦେବା ଫଳରେ ଏଣିକି ଥିବା ଵାଲାର ଘରେ ହିଁ ବିଜୁଳି ଜଳିବ ବୋଲି ଲୋକେ କହିଲେଣି। ଟାଟା ପାୱାର ହାତକୁ ଯେଉଁ ଦିନରୁ ବିଦ୍ୟୁତ ସେବା ଯାଇଛି।ସେ ଦିନରୁ ଗ୍ରହକଙ୍କୁ ଶୋଷିବାର ଆରମ୍ଭ କରାଯାଇଥିବା ନେଇ ସବୁ ବର୍ଗରୁ ଅଭିଯୋଗ ହେଇ!-->…
ସୂଚନା ଓ ଲୋକସଂପର୍କ ବିଭାଗ ଉପ-ନିର୍ଦ୍ଦେଶକ, ଦକ୍ଷିଣାଞ୍ଚଳ, କାର୍ଯ୍ୟାଳୟ ନିରୀକ୍ଷଣ
ଫୁଲବାଣୀ : ସୂଚନା ଓ ଲୋକସଂପର୍କ ବିଭାଗ ଉପ-ନିର୍ଦ୍ଦେଶକ,ଦକ୍ଷିଣାଞ୍ଚଳ, ବ୍ରହ୍ମପୁର ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଚଳିତ ମାସ ୧ ତାରିଖରୁ ତାଙ୍କ ଅଧିନରେ ଥିବା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ନିରୀକ୍ଷଣ କରୁଛନ୍ତି । ଏହି କ୍ରମରେ ଶ୍ରୀ ମହାପାତ୍ର ଆଳି କନ୍ଧମାଳ ଜିଲ୍ଲା ଗ୍ରସ୍ତରେ!-->…
ଫୁଲବାଣୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ଫୁଲବାଣୀ : ନବୀନ ବିରୋଧୀ ଦଳ ମିଛ କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଵିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି। ଆଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ଵିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଏକ ବିଶାଳ ନିର୍ବାଚନୀ ସଭାରେ ଯୋଗଦେଇ ଉଦବୋଧନ!-->…
ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୨ ଛାତ୍ରଛାତୀଙ୍କ ସଫଳତା
ଛତ୍ରପୁର : ଆଜି ସ୍ନାତକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ଘୋଷଣା ହୋଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ସ୍ତରରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ତଥା ରାଜ୍ୟପାଳ!-->…