ଛତିଶଗଡର ସୁକମା ଏବଂ ବିଜାପୁର ସୀମାରେ ନକ୍ସଲଙ୍କ ବ୍ୟାପକ ଧ୍ୱଂସଲୀଳା…

add-all

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସିଲଗଡ ଏବଂ ଟେକାଲଗୁଡାମ ମଧ୍ୟରେ ନକ୍ସଲମାନେ ଏକ IED ବିସ୍ଫୋରଣରେ ପୋଲିସ ଟ୍ରକକୁ ଉଡ଼ାଇ ଥିବା ବେଳେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି ଓ କିଛି ସୈନିକଙ୍କ ଆହତ ହୋଇଥିବା ସୁଚନା ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଭର୍ତ୍ତି ଏକ ଗାଡିରେ ସୈନିକମାନେ କ୍ୟାମ୍ପକୁ ଯାଉଥିବାବେଳେ ମାଓବାଦୀମାନେ ଟେକାଲଗଡରେ IED ବିସ୍ଫୋରଣ କରିଥିଲେ ଏବଂ ନକ୍ସଲମାନେ ସୈନିକଙ୍କ ଟ୍ରକ ଉପରେ ଆକ୍ରମଣ କରିଥିଲେ। ଯେଉଁ ଅଞ୍ଚଳରେ ରେ ଘଟିଥିଲା, ତାହା ହେଉଛି ଟେକଲଗୁଦମ୍ ଏବଂ ଏହାର ପୂର୍ବବର୍ତ୍ତୀ ଅଞ୍ଚକ ହେଉଛି ଅଧିକାଂଶ ନକ୍ସଲାଇଟ୍ କମାଣ୍ଡର ହିଡ଼ମା ଏବଂ ଦେବଙ୍କର ଗଡ଼ ବୋଲି କୁହାଯାଏ | କିଛି ମାସ ପୂର୍ବରୁ ଏଠାରେ ସୁରକ୍ଷା ବାହିନୀର ଏକ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା।

ad-week
Leave A Reply

Your email address will not be published.