Browsing Category

ଆଞ୍ଚଳିକ

ଆସିକାରେ ଟାଟା ପାୱାର ଲୁଚକାଳୀ ଖେଳ ଲୋକେ ହଟହଟା

ବ୍ରହ୍ମପୁର : ଆସିକା ଗତ କିଛି ଦିନ ହେଲା ଦିନରେ ତାତି ବଢୁଥିବା ବେଳେ ଘନ ଘନ ବିଦ୍ୟୁତ କାଟ ହେଉଛି। ଆଜି ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ଅଚାନକ ବିଦ୍ୟୁତ ଫେଲ ହୋଇଥିଲା। ଦୀର୍ଘ ତିନି ଘଣ୍ଟା ପରେ ଆସିଥିଲା ଆଜି ଆସିକା ରେ ପାରଦ ୪୨ ଉପରେ ରହିଥିବା ବେଳେ ଟାଟା ପାୱାର ଦୀର୍ଘ ସମୟ ଧରି

ଫୁଲବାଣୀ ପୌରାଞ୍ଚଳରେ ଵିଜେଡିର ପ୍ରଚାର ଆରମ୍ଭ

ଫୁଲବାଣୀ :ଆଜି ଫୁଲବାଣୀ ପୌରାଞ୍ଚଳରେ ବିଜୁ ଜନତାଦଳ (ଵିଜେଡି)ର ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକା ପ୍ରାର୍ଥୀ ଜୟଶ୍ରୀ କହଁର ଏକ ବିଶାଳ ଵାଇକ

ନବଜୀବନର ବସନ୍ତ ମହୋତ୍ସବ ଉଦଯାପିତ : “କେଡା” ଭରିଦେଲା ଆଖିରେ ଲୁହ

ସୁନ୍ଦରଗଡ଼ : ନବଜୀବନର ୨୪ତମ ବସନ୍ତ ମହୋତ୍ସବର ଆଜିର ତୃତୀୟ ତଥା ଉଦ୍ ଯାପନୀ ସନ୍ଧ୍ୟାରେ ପ୍ରସ୍ତୁତ ହୋଇଥିଲା ସମ୍ବଲପୁରୀ ନାଟକ "କେଡ଼ା"। "କେଡ଼ା" ହେଉଛି ଏକ ବିକଳାଙ୍ଗ ବ୍ୟକ୍ତିର କାହାଣୀ। ପଙ୍ଗୁ ବ୍ୟକ୍ତିର ଆଜିର ସମାଜରେ ସ୍ଥାନର ପରିଚାୟକ ହେଉଛି "କେଡ଼ା"। ଆଶିଷ କୁମାର ସୋନାରଙ୍କ

ପାଣ୍ଡିଆନଙ୍କ ମାଥିଲି ଗସ୍ତରେ ବିଜେଡି ପ୍ରାର୍ଥୀ ଓ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ମାଲକାନଗିରି (ମାଥିଲି) : ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତରେ ଆସି, ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ । ଆଜି ମଧ୍ୟାହ୍ନ ସମୟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ

ଫୁଲବାଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଦେବେନ୍ଦ୍ର କହଁର

ଫୁଲବାଣୀ : ଚଳିତ ସାଧାରଣ ନିର୍ବାଚନ ଫୁଲବାଣୀ(ସଂ-ଆଦି ବାସୀ) ବିଧାନସଭା ଆସନରେ ଆଜିଥିଲା ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିବସ । ଫୁଲବାଣୀ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଆସନ ପାଇଁ ସମୁଦାୟ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ

କନ୍ଧମାଳ ସଂସଦୀୟ କ୍ଷେତ୍ରର ବିକାଶ ନେଇ ବିଜେପିର ଚାର୍ଜସିଟ

ଫୁଲବାଣୀ : କନ୍ଧମାଳ ବିଜେପି ଲୋକସଭା ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ସ୍ଥାନୀୟ ସେନାପତି ପ୍ରେସିଡେନ୍ସି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକ ଚାର୍ଜସିଟ ଉପସ୍ଥାପନ କରିବା ସହ ବିଜେଡି ଲାଇନ ଚ୍ୟୁତ,ଅଚ୍ୟୁତ ସାମନ୍ତ ପଥଚ୍ୟୁତ ବୋଲି କହିଥିଲେ l ଯାହା ଚାର୍ଜସିଟ ରେ ଉଲ୍ଲେଖ

ପାଣିପମ୍ପ ଚୋରୀ କରି ଯୁବକ ଗିରଫ

ହିଞ୍ଜିଳିକାଟୁ : ରବିବାର ଭୋରରୁ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ନିକଟସ୍ଥ ପରିବା ଚାଷଜମିରୁ ପାଣିପମ୍ପ ଚୋରୀ ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବାପୁଜିନଗର ଅଞ୍ଚଳର ଯୋଗି ଦାସ (୩୪) । ଏ

ନାମାଙ୍କନ ପତ୍ର ଦାଖଲ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଗଞ୍ଜାମ ପୋଲିସ ପ୍ରଶାସନର ତତ୍ପରତା…

ଛତ୍ରପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ତାଙ୍କରି ନାମାଙ୍କନ ପତ୍ର ଦାଖଲ କୁ ନେ଼ଇ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନର ପ୍ରାକ୍-ପ୍ରସ୍ତୁତି ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କ୍ରମେ ଗଞ୍ଜାମ ଏସପି ଶ୍ରୀ ଜଗମୋହନ ମୀନା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରେ

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ

ବାଲିଗୁଡା : ପ୍ରବଳ ରୌଦ୍ର ତାପ ସତ୍ତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆର ରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ