Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡ଼ଗାଁ ବ୍ଲକରେ ମୋ ଘର ଯୋଜନା ଦିଗହରା…
ଓଡଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ମୋ ଘର ଯୋଜନା ଦିଗଗରା ହୋଇଛି । ଯୋଜନା କାର୍ଯ୍ୟକାରୀ ହେବାର ୭ମାସ ଅତିକ୍ରମ କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ ଚୟନ କରାଯାଇଥିବା ୮୯୦ ଜଣଙ୍କ ମଧ୍ୟରୁ କେହି ଯୋଗ୍ୟ ଆବେଦନକାରୀ ମୋ ଘର ଯୋଜନା ପାଇନଥିବା ବେଳେ ଯୋଜନା ର କାର୍ଯ୍ୟ କାରିତା!-->!-->!-->…
ବଞ୍ଚିବାର ଅଧିକାର ଦାବିକରୀ ଆସନ୍ତା ଫେବୃଆରୀ ୧୬ ଧର୍ମଘଟ କୁ ସଫଳ କର
ବ୍ରହ୍ମପୁର : ଆଜି ସ୍ଥାନୀୟ ଲକ୍ଷ୍ମଣ ନାୟକ ସମ୍ମିଳନୀ କକ୍ଷରେ ସଂଯୁକ୍ତକୃଷକ ମୋର୍ଚ୍ଚା ,ବିଭିନ୍ନ ଗଣ ସଂଗଠନ ଓ ଶ୍ରମିକ ସଂଗଠନ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ମୋଦି ସରକାରଙ୍କ ଶ୍ରମିକ ମାରଣନୀତି ,ଶ୍ରମ ଆଇନ ର ସଂଶୋଧନ, ଶ୍ରମିକ ଛଟେଇ ,କୃଷି ଓ କୃଷକଙ୍କ ଅଧିକାର କୁ!-->…
ରାହୁଲଙ୍କ ଗସ୍ତ, କଂଗ୍ରେସ ଶିବିରରେ ଉତ୍ସାହ, କଡାକଡି ସୁରକ୍ଷା ବ୍ୟବସ୍ଥା
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ବୀରମିତ୍ରପୁର ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି | ଏ ନେଇ ଦଳ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି!-->…
ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ସମ୍ପର୍କରେ ରାଜନୈତିକ ଦଳକୁ ନେଇ ବୈଠକ
ବାଲିଗୁଡ଼ା,୦୫/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କିଛି ମତଦାନ କେନ୍ଦ୍ରର ନାମକରଣ ଓ ସ୍ଥାନ ପରିବର୍ତ୍ତନ ନେଇ ଏକ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ!-->…
ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ…. ବଡଭାଇ ଓ ପୁତୁରାର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ
ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କଇଠା ଗାଁ ମଳାଶିଙ୍ଗl ଓଡିଆରପି କଲୋନୀରେ ଜମିଜମା କୁ କେନ୍ଦ୍ରକରି ବଡ଼ଭାଇ ଓ ପୁତୁରାର ଟାଙ୍ଗିଆ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ ସାନଭାଇ ହେଲେ ଭୀମ ବେହେରା (୫୫)ବର୍ଷ ବୋଲି ପୋଲିସ ସୂଚନା ଦେଇଛି l ପୋଲିସ ସୂଚନା!-->…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…
ଆର,ଉଦୟଗିରି : ଗଜପତି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ!-->…
କିଶୋରୀ ସଚେତନତା ମେଳା ଅନୁଷ୍ଠିତ
ଆର,ଉଦୟଗିରି : ମୋହନା, ଗଜପତି ଜ଼ିଲ୍ଲା ମୋହନା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶନିବାର କିଶୋରୀ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି l ଏନେଇ ମୋହନା ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ର ଆୟୋଜନ!-->…
ରାୟଗଡ଼ା ଆଇଟିଆଇ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ : ଦକ୍ଷତା ବିକାଶ ଓ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ଟିପିଏସ୍ଓଡିଏଲ୍
ବ୍ରହ୍ମପୁର : ଦକ୍ଷତା ବିକାଶ ଓ ସୁରକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ରାୟଗଡ଼ା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ସହ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମ କମ୍ପାନୀର!-->…
ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ
ଆର,ଉଦୟଗିରି (ମନୋଜ କୁମାର ପାଢୀ) : ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଯାତ୍ରୀ!-->…
ସାଇନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ୪/୨ : ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ ଠାରେ ଆସନ୍ତା କୃଷ୍ଣ ଅଷ୍ଟମୀ ଇଁରାଜୀ ତିଥି ୪!୩ତାରିଖ ସୋମବାର ଶ୍ରୀ ସାଇନାଥ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସୋମବାର ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ!-->…