Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆଗକୁ ନିର୍ବାଚନ : ଅଶାନ୍ତ ହେଲାଣି ଛାମୁଙ୍କ ଗଡ଼ ହିଞ୍ଜିଳି…
ନିଘୋଡ଼ ନିଦରେ ପୋଲିସ ଖୋଲାରେ ଖାଇ ମେଲାରେ ଚେଇଁ ରହିଛି
ହିଞ୍ଜିଳିକାଟୁ ୨୪/୪ : ଆଗକୁ ନିର୍ବାଚନ , ଅଶାନ୍ତହୋଇପଡ଼ିିଛି ହିଞ୍ଜିଳିକାଟୁ ଅଞ୍ଚଳ। ଗୋଟିଏ ପଟେ ଆଇନ ଶୃଙ୍ଖଳା ପରିସ୍ଥିତି ଗୁରୁତ୍ବ ଦେଉଥିବା କହୁଛି ପୋଲିସ । ଅନ୍ୟପଟେହିଞ୍ଜିଳି ରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ!-->!-->!-->…
ହାଇଭୋଲ୍ଟେଜ ରାଲିରେ ବିଜେଡିର୨, କଂଗ୍ରେସର ୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
ମାଲକାନଗିରି: ଆଜି ମାଲକାନଗିରି ବିଧାନସଭା ଆସନ ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନରୁ କଂଗ୍ରେସ ଏବଂ ବିଜେଡିର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଗରମକୁ ଖାତିରି ନକରି ବିଜେଡି ଓ କଂଗ୍ରେସ ନିଜ ନିଜର ପରାକ୍ରମ ଆଜି ମାଲକାନଗିରିରେ ଦେଖାଇଛନ୍ତି। ବିଜେଡିର ମାଲକାନଗିରି!-->!-->!-->…
ସୀମାନ୍ତ ରାଜ୍ୟ ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଦ୍ୱାରା ମାଓ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଦ୍ୱାରା ତଲାସୀ ଅଭିଯାନ ସମୟରେ ମାଓ ସାମଗ୍ରୀ ଜବତ l ମିଳିଥିବା ସୂଚନା ଅନୁଯାଇ ଛତିଶଗଡର ନାରାୟଣପୁର ଜିଲ୍ଲାର ଓରଛା ଥାନା ଅନ୍ତର୍ଗତ ବଡେରାୟନାର ଗ୍ରାମ ନିକଟସ୍ଥ ପାହାଡ଼ ଏବଂ ଜଙ୍ଗଲ!-->…
ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଜନ ସାଧାରଣଙ୍କୁ ଦହିପଣା ବଣ୍ଟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଦୁତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ୍ରି ଆଶ୍ରମ ସ୍କୁଲ ନିକଟରେ ସରକାରୀ ପଞ୍ଜିକୃତ ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟ ତରଫରୁ ଜଳଛତ୍ର କରିବା ସହିତ ଦହିପଣା ବଣ୍ଟନ ର ଶୁଭାରମ୍ବ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବୈଦ୍ୟନାଥ ପାଟଯୋଶୀ, ମହାନ୍ତି!-->…
ଘରେ ପଶି ବାପା ଓ ପୁଅକୁ ହାଣିଲେ
ହିଞ୍ଜିଳିକାଟୁ (୨୪।୪) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲୀ ଗାଁ ରେ ୩ ଜଣ ବ୍ୟକ୍ତି ଜଣକ ଘରେ ପଶି ଗୋଡାଇ ଗୋଡାଇ ହାଣିଲେ । ମୁଣ୍ଡରେ ଗଭୀର ଆଘାତ, ଦେହ ସାରା ମାଡ ଦାଗ । କେବଳ ଏହି ବୃଦ୍ଧ ନୁହଁନ୍ତି ତାଙ୍କ ପୁଅକୁ ବି ଛାଡିଲେନି । ଦେହ ହାତ କାନ୍ଧ ଯୁଆଡେ ଦେଖିଲେ!-->…
କେ. ନୂଆଗାଁ ପଞ୍ଚାୟତରେ ବିଜେଡି ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର
ଚିକିଟୀ : ଏହି ନିର୍ବାଚନ ମଣ୍ଡଳୀ ଚିକିଟୀ ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ତାଙ୍କ ଦଳୀୟ!-->…
ହଜାର ହଜାର ସମର୍ଥକମାନଙ୍କ ସହ ନାମାଙ୍କନ ପତ୍ର ଦାଖଲ କଲେ ଭୃଗୁ, ସୁବାସ ଓ ଚ୍ୟାଉ
ଛତ୍ରପୁର ପୈାରପରିଷ ପକ୍ଷରୁ ଦଳୀୟ ସମସ୍ତ କାଉନସିଲର ମାନଙ୍କ ଉପସ୍ଥିତରେ ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନାସଦରମହକୁମାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି … ନାମାଙ୍କନ ପତ୍ର ଦାଖଲ ରୁ ଏତେ ଆଗକୁ ଆଉ କେତେସବୁଠି ବିଜୁଜନତାଦଳ ପ୍ରତି ରହିଛି ଲୋକଙ୍କ ଅତୁଟ ବିଶ୍ୱାସ ଓ!-->…
ଛତ୍ରପୁର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର : ଛତ୍ରପୁର ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବୁଧବାର ବରିଷ୍ଠ ସମାଜସେବୀ ଭାଗିରଥି ବେହେରା ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପୁତି ଗୋପାଳପୁର ଠାରୁ ଶହ ଶହ ସମର୍ଥକ ମାନଙ୍କ ସହ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ!-->…
ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ ପାଇଁ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା
ଫୁଲବାଣୀ : ଜିଲ୍ଲା ନିର୍ବାଚନ ଅଧିକାରୀ -ତଥା- ଜିଲ୍ଲାପାଳ, କନ୍ଧମାଳ ଆଶିଷ ଇଶ୍ୱର ପାଟିଲ୍ ଆଜି ସଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ!-->…
ଓଁ ବିହାରରେ ହୋଇଥିବା ଚୋରି ଘଟଣାରେ ଦୁଇ ଗିରଫ
ବ୍ରହ୍ମପୁର : ଗୋସାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓଁ ବିହାର ୯ମ ଗଳି ନିବାସୀ ଗୀତାଞ୍ଜଳୀ ରାଉତଙ୍କ ଘରୁ ଗତ ୧୪ତାରିଖ ଦିନ ମେରୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କିଛି ଦୁବୃତ ତାଙ୍କ ଘର ତାଲା ଭାଙ୍ଗି ଚୋରି କରିନେଇଥିବା ଅଭିଯୋଗ କରିଥିଲେ ଥାନାରେ। ଅଭିଯୋଗ କୁ ଭିତ୍ତି କରି ପୋଲିସ 111/14!-->…