Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ବିଭାଗ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା
ଆସିକା (୧୮/୪) : ଭାଇଚାରାର ମହତ୍ ସନ୍ଦେଶ ନେଇ ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ବିଭାଗୀୟ ଯୁକ୍ତ ତିନି ଅନ୍ତିମ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ପାଠଚକ୍ରର ଆୟୋଜନ!-->…
ଦୁର୍ବଳ ଓ କୁପୋଷଣ ଶିଶୁଙ୍କ ସ୍ବାସ୍ଥ୍ୟ ସେବା ସହାୟତାରେ ସ୍ବାତୀ ଅଗ୍ରଣୀ
ଫୁଲବାଣୀ (୧୮/୦୪) : କନ୍ଧମାଳ ଜିଲ୍ଲାରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ଏକ ଚିନ୍ତା ଜନକ ବିଷୟ ଯାହା NFHS-4 (2015-16) ୦ ରୁ ୫ ବର୍ଷର କମ ଓଜନର ଶିଶୁ (ଓଜନ ଓ ଉଚ୍ଚତା) ଆଧାରରେ ୮.୪% ଶତକଡା ଥିଲା ତାହ ପରବର୍ତ୍ତି ସମୟରେ NFHS-5 (2019-21) ୧୨.୪ % ଶତକଡାକୁ ବୃଦ୍ଧି ପାଇଛି ଦେଖିବାକୁ!-->…
ହିଞ୍ଜିଳି ଅଞ୍ଚଳରେ ବଢୁଛି ବାଇକ ଚୋରି
ଗୋଟିଏ ରାତିରେ ୨ ବାଇକ ଚୋରିହିଞ୍ଜିଳିକାଟୁ, ୧୮।୪ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧୀନରେ ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ!-->…
ଦୁମାଙ୍ଗଡିରି ପଥର ଉତ୍ତୋଳନ ଲିଜ୍ ବାତିଲ କରିବା ଦାବିକୁ ନେଇ ବିକ୍ଷୋଭ
ବୀରମିତ୍ରପୁର // କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲ ଅନ୍ତର୍ଗତ ପୁତ୍ରିଖମଣ ଦୁମାଙ୍ଗଡିରି ଗ୍ରାମ୍ୟ ଜଙ୍ଗଲ କିସମରେ ପଥର ଉତ୍ତୋଳନକୁ ବାତିଲ କରିବା ପାଇ କୁଆଁରମୁଣ୍ଡା ତହସିଲ ଅଧିନସ୍ଥ ଦୁମାଙ୍ଗଡିରି ଅଞ୍ଚଳର ମହିଳା ନେତ୍ରୀ ସମାଜସେବୀ ରୋଏଲେନ୍ ବୁଡ ଙ୍କ ନେତୃତ୍ୟରେ!-->…
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲୋକସଭା ନିର୍ବାଚନ-୨୦୨୪ ପାଇଁ ଆସନ୍ତାକାଲି (ଏପ୍ରିଲ୧୯)ରେ ମତଦାନ ହେବ। ଏହାକୁ ଆଖି ଆଗରେ ରଖି ପୁଲିସ, ବିଏସଏଫ, ସିଆରପିଏଫ ଏବଂ ଛତିଶଗଡ଼ର ସମସ୍ତ ସୁରକ୍ଷାକର୍ମୀ ଆଲର୍ଟ ହୋଇୟାଇଛନ୍ତି। ନକ୍ସଲଙ୍କ ଗତିବିଧି ଉପରେ ମାଲକାନଗିରି ପୁଲିସ ସମେତ ଛତିଶଗଡ଼ ପୁଲିସ!-->…
ବୁଢ଼ୀଆଣି ଜାଲରେ ବ୍ରହ୍ମପୁର ଟ୍ରାଫିକ : ଖୋଲାରେ ଖାଇ ମେଲାରେ ସୋଇଛି ପୋଲିସ…!
ବ୍ରହ୍ମପୁର: ବ୍ରହ୍ମପୁର ଟ୍ରାଫିକ ସମସ୍ୟା ନକହିବା ଭଲ, ଏହି ସମସ୍ୟାର ସମାଧାନ ହିଁ ନାହିଁ କହିଲେ ଚଳେ l ଦଶ ବର୍ଷ ରୁ ଉର୍ଦ୍ଧ ହେବ ବ୍ରହ୍ମପୁର କମିଶନରେଟି ପୋଲିସ ଘୋଷଣା କିନ୍ତୁ ଏହି ଘୋଷଣା କେବଳ ନିର୍ବାଚନ ଘୋଷଣା ରେ ହିଁ ରହିଗଲା l କୌଣସି ଭିତ୍ତି ଭୂମି ନଥାଇ ଅତି ତରବରିଆ ଭାବରେ!-->!-->!-->…
ଆସିକା ରେ ଟାଟା ପାୱାର ର ମର୍ଜି ରେ ଚାଲିଛି ବିଦ୍ୟୁତ ଯୋଗାଣ : ଗ୍ରାହକ ହନ୍ତସନ୍ତ
ଵ୍ରହ୍ମପୁର: ୧୮-୪ ସାରା ଗଞ୍ଜାମ ଜିଲ୍ଲା ତାତି ରେ ଉବୁଟୁବୁ ହେଉଥିବା ବେଳେ ଆସିକା ରେ ଟାଟା ପାୱାର ର ମର୍ଜି ରେ ବିଦ୍ୟୁତ କାଟ ହେଉଛି। ଗତ ଦୁଇ ଦିନ ହେଲା ପାର ୪୦ ଡିଗ୍ରୀ ରୁ ଅଧିକ ରହୁଥିବା ବେଳେ ଏପଟେ ବିଦ୍ୟୁତ କାଟ ଲୋକଙ୍କୁ ନାକେ ଦମ କରିଛି। ଆଜି ଭୋର ୫ ଘଣ୍ଟା ସମୟ ରେ ଅଚାନକ!-->!-->!-->…
ପିଇବା ପାଣି ସମସ୍ୟାରେ ହନ୍ତସନ୍ତ ବଣିପଦର ଗ୍ରାମବାସୀ
ଉମରକୋଟ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଜନତାଙ୍କ ସେବା କାର୍ଯ୍ୟରେ, ବିଭିନ୍ନ ଯୋଜନା କରି ବିଭିନ୍ନ ଅଫିସ କାର୍ଯାଳୟରେ ସରକାର ପାଣ୍ଠିରୁ ପଠାଉଛନ୍ତି କୋଟିକୋଟି ଟଙ୍କା ଜନତାଙ୍କ ସେବା କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ,କିନ୍ତୁ ବଡ଼ ଦୁଃଖର ବିଷୟ କାର୍ଯ୍ୟ ହେଉଛି କିନ୍ତୁ!-->…
୪ ବର୍ଷ ହେବ ଅଧାପନ୍ତରିଆ ଭାବେ ପଡ଼ି ରହିଛି ଏକ କୋଟିରୁ ଉର୍ଦ୍ଧ ଟଙ୍କାର ୧୨ଗୋଟି ଏନ୍ଆରଏଚଏମ କୋଠା
ଦାରିଙ୍ଗବାଡି, ୧୭/୪, କନ୍ଧମାଳ ଜିଲା,ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତ ପରିସରରେ ଜରାଜୀର୍ଣ୍ଣ ଭାବେ ଅଧାପନ୍ତରିଆ ହୋଇ ଦିର୍ଘ ୧୪ ବର୍ଷ ହେବ ପଡି ରହିଛି ୧୨ଗୋଟି ଏନ୍ଆରଏଚଏମ କୋଠା। ନିର୍ମାଣ ହେବାକୁ ଥିବା ୧୪ ଗୋଟି କୋଠା ମଧ୍ୟରୁ ଦୁଇଟି କୋଠା କାମ ପୂର୍ଣ୍ଣାଙ୍ଗ!-->…
ଗ୍ରୀଷ୍ମ ମୁକାବିଲା: ଟିପିଏସ୍ଓଡିଏଲ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ୍ ଷ୍ଟେସନ ନିୟୋଜିତ
ବ୍ରହ୍ମପୁର : ଗ୍ରୀଷ୍ମ ଋତୁରେ ଉତ୍କୃଷ୍ଟ ମାନର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ) ନୂଆ ପଦକ୍ଷେପ ନେଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସମସ୍ତ ୬ଟି ସର୍କଲରେ ଭ୍ରାମ୍ୟମାଣ ସବ ଷ୍ଟେସନ ନିୟୋଜିତ କରାଯାଇଛି।
!-->!-->…