Browsing Category

ଆଞ୍ଚଳିକ

ଭାଜପା ପକ୍ଷରୁ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ଆସନ ହାତେଇଲେ ଡମ୍ବରୁ ଶୀଶା…

ମାଲକାନଗିରି :ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ଆସନ ପାଇଁ ବିଦ୍ଧିବଦ୍ଧ ଭାବେ ରାଜ୍ଯ ବିଜେପି ଡ଼ମ୍ବୁରୁ ଶୀସା ଙ୍କ ନାମ ଘୋଷଣା କରିଛି ରାଜ୍ୟ ବିଜେପି । ୨୦୦୯ ମସିହାରେ ଚିତ୍ରକୋଣ୍ଡା ବିଧାନ ସଭା ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି

ଦୁର୍ନୀତି ଅର୍ଥ ହେରଫେର ଅଭିଯୋଗରେ ଚାରି ଶିକ୍ଷକଙ୍କୁ ଭିଜିଲାନ୍ସ ନୋଟିସ

ଫୁଲବାଣୀ : ମାତ୍ରାଧିକ ଦୁର୍ନୀତି ଓ ଅର୍ଥ ହେରଫେର ଅଭିଯୋଗ ରେ ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପିପଲମାଳସରକାରୀ ଉପ୍ରା ବିଦ୍ୟାଳୟର ଚାରି ଜଣ ଶିକ୍ଷକ ଙ୍କ ବିରୁଦ୍ଧରେ ନୋଟିସ ଜାରି କରିଛି l ସେମାନେ ହେଲେ ଅଶୋକ କୁମାର ମୁଦୁଲି,ଶରତ ଚନ୍ଦ୍ର ସାହୁ,ସନାତନ

ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

ହିଞ୍ଜିଳିକାଟୁ ୧୬/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡା ଙ୍କ ତତ୍ବାବଧାନରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ର ସଭାପତି ଡ଼ ଭଗବାନ ଗନ୍ତାୟତ, ଓ ଉପାଧ୍ୟକ୍ଷ ଲିଲି ରାଣି

ଟଙ୍କା ହଡପ ପାଇଁ ବ୍ରହ୍ମପୁର ବି ଏମ ସି ସାଜିଛି ଧୃତରାଷ୍ଟ୍ର : ପିଲାଙ୍କ ଜୀବନ ନେଇ ବିପଦ କୁ ନିମନ୍ତ୍ରଣ..!

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ପିଲା ମାନଙ୍କ ଜୀବନ କୁ ବାଜି ଲଗାଇଛି। ବ୍ରହ୍ମପୁର ର ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଟ୍ରାନ୍ସଫରମର ନିକଟରେ ପିଲାଙ୍କୁ ଖେଳିବାର ଉପକରଣ ଲଗାଇଛି। ଏହି ଭୁଲ ପାଇଁ ବ୍ରହ୍ମପୁର ମେୟେର ଯେତିକି ଦାୟୀ ସେତିକି ଦାୟୀ କମିଶନର

ଗଞ୍ଜାମ ଜିଲ୍ଲାରେ ଅଗ୍ନି ବର୍ଷା : ଧର୍ମକୁ ଆଖିଠାର ଏଠାରେ ପାନୀୟ ଜଳ,ଓ ଜଳଛତ୍ର…

ବ୍ରହ୍ମପୁର : ୧୬-୪ ସାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହରେ ତାତି ଏବେ ୪୦ ଡିଗ୍ରୀ ରୁ ଉର୍ଦ୍ଧରେ ରହିଛି। ଦିନ ଏଗାର ରୁ ରାସ୍ତା ଘାଟ ସୁନ ସାନ ଦେଖାଯାଉଛି। ବାହାରୁ ଆସୁଥିବା ବାଟୋଇ ମାନଙ୍କ ପାଇଁ ରାସ୍ତା କଡ଼ ରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳ ଛତ୍ର ଖୋଲା ଯାଇନାହିଁ। ଜିଲ୍ଲା

ଆସିକା ବିଜେଡ଼ି ରେ ମିଶୁନି ମନ : ପରିବର୍ତ୍ତନ ପାଇଁ ଅଡ଼ିରେ ଅସନ୍ତୋଷ କର୍ମୀ ଓ ନେତା….!

ବ୍ରହ୍ମପୁର:୧୬-୪ ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ପୁଣି ରିପିଟ କରବା ପରେ ଆସିକା ରେ ଅସନ୍ତୁଷ୍ଟ ଙ୍କ ଏବେ ସୁଦ୍ଧା ଅଙ୍କ ଛିଡୁନାହିଁ। ଦଳ ମୁଖିଆ ପାଖରେ ବିପକ୍ଷ ସପକ୍ଷ ଗୋଷ୍ଟି ମିଶି ଫୋଟ ପୋଜ ଦେଇ ଆସିଲା ପରେ ଏବେ ବି ଉଭୟ ପକ୍ଷଙ୍କ ମନ ମିଶିନଥିବା ଚର୍ଚ୍ଚା ହେଉଛି। ଏବେ ବି ଆସିକା

ସୀମାନ୍ତରେ ୨୬ମାଓବାଦୀ ଙ୍କ ଆତ୍ମସମର୍ପଣ

ମାଲକାନଗିରି, ୧୫।୪: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ନିକଟରେ ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କିସ୍ତରାମ, ଭୈରମଗଡ, ମାଲାଙ୍ଗେର ଏବଂ କଟେକଲ୍ୟାନ ଅଞ୍ଚଳର ମାଓ କମିଟିରେ ସକ୍ରିୟ ଥିବା ଜଣାପଡିଛି । ସୂଚନା ଅନୁଯାୟୀ

ଚିକିଟି ମାଟିରେ ବିରାଟ ମୋଟର ସାଇକେଲ ରାଲି ସହ ଭୃଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଚିକିଟି : ସ୍ଥାନୀୟ ପିତାତଳି ଛକ ଠାରେ ଆଜି ହଜାର ହଜାର ବିଜେଡି କର୍ମୀ ପହଞ୍ଚି ଶ୍ରୀ ଭୁର୍ଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ କରିବା ସହ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ଧାନଘର ଛକଦେଇ ଚିକିଟୀ ଗଡ ପରିକ୍ରମା କରି ରାଜଉଆସରେ ପହଞ୍ଚି ଥିଲେ। ଏହି ରାଲି ମଧ୍ୟରେ ପ୍ରତ୍ୟେକ ଛକଠାରେ

ମହାବିଷୁବ ସାରସ୍ୱତ ସମାରୋହ ପାଳନ ଅବସରରେ ନାଟକ ପୁସ୍ତକ ଲୋକାର୍ପଣ

ବିଶିଷ୍ଟ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ତିନୋଟି ନାଟକ ସଂକଳନ ପୁସ୍ତକ ଉନ୍ନମୋଚିତ ବ୍ରହ୍ମପୁର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ନାଟ୍ୟକାର ତଥା ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତିନିଗୋଟି ନାଟକକୁ ନେଇ ଏକ ପୁସ୍ତକ 'ଅଶାନ୍ତ