Browsing Category

ଆଞ୍ଚଳିକ

ଗ୍ରୁପ ଡି ଚାକିରି ନିମନ୍ତେ ଆଶାୟୀଙ୍କ ଆଶା ନିରାଶ କରୁଛି ଅନ୍ୟ ଏଜେନ୍ସି

ଫୁଲବାଣୀ : ଶିକ୍ଷିତ ଯୁବକ ଯୁବତୀ ମାନେ ବର୍ତ୍ତମାନ ସମୟରେ ଚାକିରି ଖଣ୍ଡେ ପାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ଯେ କୌଣସି ଜାଗାରେ ଯଥା ସରକାରୀ ହେଉ କିମ୍ବା ବେସରକାରୀ ସଂସ୍ଥା ହେଉ ବିଜ୍ଞପ୍ତି ବାହାରିବା ମାତ୍ରେ ଆବେଦନ କରିଥାନ୍ତି l ସରକାରୀ କାର୍ଯ୍ୟାଳୟ ଗୁଡିକରେ

ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଅତିରିକ୍ତ ଜିଲ୍ଲା ତଥା ସ୍ଵତନ୍ତ୍ର ବିଚାରପତି ମାନ୍ୟବର ସୈକତ ପାତ୍ର ଅଭିଯୁକ୍ତ ସାରସ୍ଵତ ପାତ୍ରଙ୍କ ଗଞ୍ଜେଇମକଦ୍ଦମା ଅଭିଯୋଗ ହୋଇଥିବା ମାମଲାର ବିଚାରଣା କରି ଘଟଣାର ୧୮ ଜଣଙ୍କର ସାକ୍ଷୀଙ୍କ ବୟାନକୁ ବିଚାର କରି ପ୍ରମାଣ ଗ୍ରହଣ ଆଧାରରେ ମାମଲାର

ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ

ଭୁବନେଶ୍ବର/ଭଦ୍ରକ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଇଦ୍ ପାଳିତ ହେଉଛି। ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।। ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଲନ ହୋଇଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ। ଏଥିରେ ଜିଲ୍ଲାର ସବୁ ଦଳର

ମାଥିଲି ଅଞ୍ଚଳର ଭାଲୁ ଆକ୍ରମଣରେ ଗୁରୁତର ନାବାଳକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପଲାରିପଦର ଗ୍ରାମର ବୁଦୁରା ମାଝିଙ୍କ ନାବାଳକ ପୁଅ ରମେଶ ମାଝି(୧୬) ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ମହୁଲ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ ଏକ ଭାଲୁ ରମେଶଙ୍କ ଉପରକୁ ଆକ୍ରମଣ କରିଥିବା ବେଳେ ସେ ଚିତ୍କାର

ବାଲ୍ୟ ବିବାହ ବନ୍ଦ କରାଇଲ ଶିଶୁ ପ୍ରକଳ୍ପର କାର୍ଯ୍ୟରତ ସୁପରଭାଇଜର

ଉମରକୋଟ : ସରକାର ବାଲ୍ୟ ବିବାହ ବନ୍ଦ କରିବା ପାଇଁ କୋଟିଏ କୋଟିଏ ଟଙ୍କା ଖର୍ଚ୍ଚା କରି ଗ୍ରାମ ଓ ସହର ଭିତରେ ବିଶାଳ ଜଣ ସମାଗମ କରି ଡାକ ଯନ୍ତ୍ର ଦ୍ଵାରା ଜଣ ସାଧାରଣଙ୍କ ବାର୍ତ୍ତା ଦେଇ ବାଲ୍ୟ ବିଭାହଠାରୁ ଦୁରେଇ ରହିବାକୁ ସଚେତନ କରି ଚାଲୁଛନ୍ତି କିନ୍ତୁ ଏହାକୁ ଅବମାନନା କରି କିଛି

ପୋଲିସ ପାଟ୍ରୋଲିଂ ବେଳେ ଦୁଇ ଫେରାର ଅଭିଯୁକ୍ତ ଗିରଫ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଥାନା ଅଞ୍ଚଳରେ ପୋଲିସର ଉପସ୍ଥିତକୁ ଲୋକଙ୍କୁ ଜଣାଇବା ଓ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ସବୁ

କେରଳରେ ପ୍ରେମିକାକୁ ହତ୍ୟା : ଅଭିଯୁକ୍ତ ପ୍ରେମିକ କନ୍ଧମାଳରୁ ଗିରଫ

ବାଲିଗୁଡା : ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କାମଧନ୍ଦା ପାଇଁ କେରଳ ପଳାଇ ଗଲେ । ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲା ପ୍ରେମିକ । ଏହି ଘଟଣାରେ କେରଳ ପୁଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡମାଝୀଙ୍କୁ କନ୍ଧମାଳ

ହିନ୍ଦୁ ନବବର୍ଷ ଓ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିର ଦିବସ ମହାସମାରୋହରେ ପାଳନ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ ସହରରେ ଗତକାଲି ମହା ସମାରହରେ ପାଳନ କରା ଯାଇଅଛି | ହିନ୍ଦୁ ନବବର୍ଷ, ଉମରକୋଟ ପୌର ପରିଷଦର ସମସ୍ତ ୱାର୍ଡ ଏବଂ ବ୍ଲକର ସମସ୍ତ ପଞ୍ଚାୟତରେ ଡାକବାଜି ଯନ୍ତ୍ର ଦ୍ୱାରା ଆମନ୍ତ୍ରଣ କରି ସନ୍ଧ୍ୟା ୬ଘଣ୍ଟା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ

ବିଭିନ୍ନ ସମସ୍ୟା ପାଇଁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଲେତିଙ୍ଗିଆ ଗ୍ରାମବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତବାସୀ ବ୍ଲକ ପ୍ରଶାସନ ନିକଟରେ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ବହୁବାର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି।