Browsing Category

ଆଞ୍ଚଳିକ

ବିଜେଡିରୁ ଇସ୍ତଫା ଦେଲେ ଏସ୍‌ଡିସି ଚେୟାରମ୍ଯାନ…

ଫୁଲବାଣୀ: ଆଶାୟୀ ପ୍ରାର୍ଥୀ ନିରାଶା ହେଲେ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଇଁ ଥାନ୍ତି l ଯାହା ବୁଦ୍ଧିଜିବୀ ଓ ସମାଲୋଚକ ମାନେ କହନ୍ତି l ଦଳ ଡିଆଁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତାଙ୍କର ଦଳ ପ୍ରତି ଆନ୍ତରିକତା ନଥିଲା l ଦଳରୁ କିଛି ପାଇବା ପାଇଁ ସ୍ୱାର୍ଥ ଥିଲା l ସ୍ୱାର୍ଥ ପୂରଣ ନ

ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ନିମନ୍ତେ ବିନା ଔଷଧରେ ଆରୋଗ୍ୟ ଶିବିର…

ଛତ୍ରପୁର, : ଛତ୍ରପୁର ରୋଟାରୀ କ୍ଲବ୍ ପରିସରରେ ରୋଟାରୀୟାନ୍ ତଥା ରୋଟାରୀ ସଭାପତି ନିରଞ୍ଜନ ପାତ୍ର ଙ୍କ ତତ୍ତ୍ଵାବଧାନରେ ଗତ ରବିବାର ଏକ ଦିନିକିଆ ବିନା ଔଷଧରେ ଆରୋଗ୍ୟ ଶିବିରର ଆୟୋଜିତ ହୋଇଯାଇଛି ।ପ୍ରକାଶ ଥାଉକି, ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଯନ୍ତ୍ରଣା ଯଥା ଆଣ୍ଠୁ, ଗଣ୍ଠି,

ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ମୃତ

ହିଞ୍ଜିଳିକାଟୁ ୧/୪ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଗଣ୍ଡଳା ଗ୍ରାମ ରେ ଏକ ଅଘଟଣ ଘଟିିଛି । ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି । କାମ କରୁଥିବା ସମୟରେ ବିତ୍ୟୁତ ଆଘାତରେ ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି । ଜୈନିକ ବ୍ୟକ୍ତିଙ୍କ ଘର ଛାତ ଢଳେଇ

ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ଡାଇମଣ୍ଡ୍ ଜୁବୁଲି ଟାଉନ୍ ହଲ୍ ପରିସରରେ ଆଜି ସନ୍ଧ୍ୟାରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ଏକ ଭବ୍ୟ ବାତାବରଣ ମଧ୍ୟରେ ଆମନ୍ତ୍ରିତ ଅତିଥିଗଣ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ

ଉତ୍କଳ ଦିବସ ପାଳିତ

ହିଞ୍ଜିଳିକାଟୁ ୧/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଧୁନିକ ମାଛ ମାଂସ ବଜାରଠାରେ ଉତ୍କଳ ଦିବସ ଓଡିଆ ଭାଷା ସାହିତ୍ୟ ସମିତି ହିଞ୍ଜିଳିକାଟୁ ଓଡ଼ିଶା ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଥିଲା l ଏହି ଉତ୍ସବ ରେ ମୁଖ୍ୟ ଵ୍ୟକ୍ତା ଭାବ ଅବସରପ୍ରାପ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ

ବାଲିଗୁଡାରେ ୮୯ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ୮୯ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏ ନେଇ ବାଲିଗୁଡା ବ୍ଲକ ଗୁମାକିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ

ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଉତ୍କଳ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂଘର କା ର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ରଙ୍କ ସଭାପତିତ୍ୱରେ ଉତ୍କଳ ଦିବସ ପାଳନ ସହ ଓଡିଆ ସଂସ୍କୃତିକୁ ବଂଚାଇ ରଖିବା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳଦିବସ ଓ ବିଦ୍ୟାରମ୍ଭ ଉତ୍ସବ

ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ଏବଂ ବିଦ୍ୟାରମ୍ଭ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଉତ୍କଳର ନବ ନିର୍ମାତାମାନଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।ଉତ୍ସବର ମୁଖ୍ୟ ଅତିଥିଭାବେ ପ୍ରକୃତି ବନ୍ଧୁ

ଏକ ମାସରେ ୫୪ଜଣ ଗର୍ଭବତୀଙ୍କୁ ସେବା ଯୋଗାଇ ରେକର୍ଡ କଲା ସାରଙ୍ଗଡ ଭ୍ରାମ୍ୟମାଣ ପ୍ରସବଯାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଭ୍ୟନ୍ତରୀଣ ଗାଁ ଗୁଡିକର ଗର୍ଭବତୀ ମହିଳା ମାନଙ୍କୁ ସୁରକ୍ଷିତ ପ୍ରସବ ସେବା ଯୋଗାଇ ଦେବା ନିମନ୍ତେ ଜାତୀୟ ସାସ୍ଥ୍ୟ ମିଶନ ତରଫରୁ ବିଭିନ୍ନ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଗୁଡିକରେ ଭ୍ରାମ୍ୟମାଣ ପ୍ରସବ ଯାନର ବ୍ୟବସ୍ଥା କରାଯାଇଛି । ଏହି ଭ୍ରାମ୍ୟମାଣ ଯାନ

ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳ ଦିବସରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫଳ ଓ ପାନୀୟ ବଣ୍ଟନ

ମାଲକାନଗିରି (କାଲିମେଳା) : ପବିତ୍ର ଉତ୍କଳ ଦିବସ ସାରା ରାଜ୍ୟରେ ବେଶ ଉତ୍ସାହ ର ସହ ପାଳନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଉତ୍କଳ ଦିବସକୁ ନିଆରା ଢଙ୍ଗରେପାଳନ କରାଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର କାଲିମେଳା ବ୍ଲକରେ ଥିବା