Browsing Category

ଆଞ୍ଚଳିକ

ରାଇଘର ଥାନା ଅଧିକାରୀ ଓ ବିଏସଏଫର ଫ୍ଲାଗମାର୍ଚ୍ଚ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ ଆଜି ଦିନ ୨୪/୦୩ ରିଖରେ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝିଙ୍କ ତତ୍ତାବୋଧନରେ ଓ ଶ୍ରୀ ମନୋରଞ୍ଜନ ବେହେରା ଏସ ଆଇ, ରାଇଘର ବିଏସଏଫ ମିଳିତ ଭାବେ ଅଚାନକ ହାତୀବେନା ରେଭିନ୍ୟୁ ଗ୍ରାମରେ ପହଞ୍ଚି ସେଠାରୁ ଏକ ଫ୍ଲାଗ

ଅଜଣା ନବଜାତ ମୃତ ଶିଶୁ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଡାକପାଲା ସାହି ସ୍ଥିତ ସାଲୁଙ୍କି ନଦୀରେ ଏକ ଅଜଣା ନବଜାତ ଶିଶୁ ଭାସୁଥିବା ନେଇ ସ୍ଥାନୀୟ ଏକ ଯୁବକ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁଙ୍କୁ ଖବର ଦେଇଥିଲେ ଡେରି ନକରି ଟିମ୍ ସଦସ୍ୟ

ନିମଖଣ୍ଡି ଟାଟା ପାୱାର ର କନିଷ୍ଟ ଯନ୍ତ୍ରୀ ଓ ତାଙ୍କ କର୍ମଚାରୀ ଙ୍କ ଦାଦା ଗିରି ଲୋକେ ଅତିଷ୍ଟ…!

ବ୍ରହ୍ମପୁର: ୨୪-୩ ବ୍ରହ୍ମପୁର ନିକଟରେ ଥିବା ନିମଖଣ୍ଡି ଟାଟା ପାୱାର ରେ ଖାଉଟିଙ୍କ ହାରି ଗୁହାରି ଶୁଣିବାକୁ କିଏ ନାହିଁ। ସେଠାରେ ଥିବା କନିଷ୍ଟ ଯନ୍ତ୍ରୀଙ୍କ "ତାନାସାହି " ଯୋଗୁଁ ଲୋକେ ଅତିଷ୍ଟ ହୋଇଥିବା ଚର୍ଚ୍ଚା ହେଲାଣି। ବାବୁଙ୍କ ଇଚ୍ଛା ରେ ଖାଉଟି ଙ୍କ ବିନା କାରଣ ଓ ବକେୟା ନଥିଲେ

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଶତୃଘ୍ନ କର ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।ଏହି ବୈଠକରେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଚିନ ପାୱାର, ଅତିରିକ୍ତ

୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖ ରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରଶାସନ

ଆସିକା କଂଗ୍ରେସ କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ ଓ ଇସ୍ତାହାର ଉନ୍ମୋଚନ…

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପଶ୍ଚିମ ଭାଗ ଆସିକା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ଓ ଇସ୍ତାହାର ପତ୍ର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଳା କଂଗ୍ରେସ ସଭାପତି (ପଶ୍ଚିମ ) ରବିନ୍ଦ୍ରନାଥ ଶର୍ମା, ଙ୍କ ଅଧ୍ୟକ୍ଷତାରେ ଫର୍ମାସୀ ର ପୂର୍ବତନ

“ଉଦ୍ୟୋଗପତି ଶେଖର ବିଶ୍ୱାସଙ୍କ ଆକସ୍ମିକ ମୃତ୍ୟୁରେ ରାଇଘର ବଣିକ ସଂଘର ଦୁଃଖ ପ୍ରକାଶ

ଉମରକୋଟ : ରାଇଘର ବ୍ଲକ ସଦର କୁମ୍ଭାରପାରା ସାହିରେ ଶେଖର ବିଶ୍ୱାସ ଘର କରି ନିଜର ବ୍ୟାପାର ବାଣିଜ୍ୟ କରି ସନ୍ମାନର ସହିତ ବସବାସ କରି ଆସୁଥିଲେ। ବିଗତ ୨୦/୦୩/୨୦୨୪ ରିଖ ବୁଧବାର ସକାଳେ ସବୁ ଦିନ ଭଳି ଗାଧୋଇବାକୁ ନିଜ ଘରର ବାଥରୁମରେ ଯିବା ପରେ ସେ ଆଉ ବାହାରି ନ ଥିଲେ। ଆନୁମାନିକ ଦୁଇ

କଂଗ୍ରେସର ସଂକଳ୍ପପତ୍ର ରାଜ୍ୟବାସୀଙ୍କ ନିକଟରେ

ଫୁଲବାଣୀ : ଜିଲ୍ଳା କଂଗ୍ରେସ କମିଟି ସଭାପତି ଚନ୍ଦ୍ର ଶେଖର ପରିଡ଼ାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ନେତାଜୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଏ ଆଇ ଏମ ସି ଏସ ଶ୍ରୀମତୀ ସସ୍ମିତା ବେହେରା ଉପସ୍ଥିତ ରହି କହିଲେ ଯେ ପ୍ରଦେଶ କଂଗ୍ରେସ

ପୂଜ୍ୟପୂଜା ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଦେହାନ୍ତ

ଚକ୍ଷୁ ଦାନ କରି ଉଦାହରଣ ସୃଷ୍ଟିବ୍ରହ୍ମପୁର : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଗତକାଲି ସନ୍ଧ୍ୟା ଏମକେସିଜି ମେଡିକାଲ ଆଶୁ ଚିକିତ୍ସା ବିଭାଗରେ ଦେହାନ୍ତ ହୋଇଯାଇଛି l ସେ ସହରରେ ଜଣେ ମେଳାପୀ, ସାଧୁପରାୟଣ ଓ ଦୃଢ଼

ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ବିତୀୟ ସୋପାନ ସହିତ ଶହୀଦ ଦିବସ ପାଳିତ ଛତ୍ରପୁର :ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ବିତୀୟ ସୋପାନ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ଆରମ୍ଭ ରେ ଶହୀଦ ଭଗତ ସିଂହ, ସୁଖଦେବ ଓ