Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଷଣ୍ଢ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ
ଛତ୍ରପୁର : ଷଣ୍ଢ ଆକ୍ରମଣରେ ଗଲା ମହିଳା ଜୀବନ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ ବଡ଼ମାଧପୁର ଗ୍ରାମର ବି.କାମିଲି ପାତ୍ର | ଆଜି ସକାଳୁ ଏକ ଗାଇ କୁ ଷଣ୍ଢ ଗୋଡ଼ାଉ ଥିଲା ବେଳେ ମହିଳା ଉପରେ ଆକ୍ରମଣ କରିଥିଲା ଷଣ୍ଢ | ଘଟଣା ସ୍ଥଳରେ!-->…
ପରସ୍ପର ଖୁଆଖୁଇ ହେଲେ ମିଠା : ନିର୍ବାଚନ ମଣ୍ଡଳୀକୁ ଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ଧୃଵ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀକୁ ଅଂଶୁମାନ ମହାନ୍ତି ଵୁଧବାର ଦିନ ଏଣ୍ଟ୍ରି କରିଵେ ବୋଲି ଚର୍ଚ୍ଚା ଆରମ୍ଭ ହେଊଛି । ସେ ଶଙ୍ଖ ଭବନରେ ବିଜେଡିରେ ମିଶିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳକୁ ପାଦ ପକାଇ ନାହାନ୍ତି,ଏଵେ ଏକାକାର ହୋଇଥିବା ସମସ୍ତ ବିଜେଡି କର୍ମୀ!-->…
ପଟାପାରିଆରେ କାଳଵୈଶାଖୀର ତାଣ୍ଡଵରୁ ଅଳ୍ପକେ ବର୍ତ୍ତିଲେ କୈଳାସ ଓ ତାଙ୍କ ପରିବାର
ରାଜନଗର : ଅଦିନିଆ କାଳଵୈଶାଖି କୈଳାସଙ୍କ ପରିବାରକୁ ସର୍ବଶ୍ବାନ୍ତ କରିବା ସହ ଅଳ୍ପକେ ଵଡ ଦୁର୍ଘଟଣାରୁ ଵଞ୍ଚାଇ ଦେଲେ । ହଠାତ୍ କିଛି ନଥିଲା ମାଡିଆସିଲା କାଳଵୈଶାଖି ନାଦି ଦେଲା ବର୍ଷା , ମାଡିଆସିଲା ଦ୍ରୁତ ଗତିରେ ଵିଜୁଳି ଓ ଝଡପବନ । ଉଡାଇନେଲା ଆଜବେଷ୍ଟ ଛପର ସହ ଲୁଗାପଟା ଓ ଆସବାବପତ୍ର।!-->…
ଦୁର୍ଘଟଣାଗ୍ରସ୍ତ ଛାତ୍ରକୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଇଲେ ଛତ୍ରପୁର ବିଧାୟକ
ଛତ୍ରପୁର : ଶନିବାର ଜାତୀୟ ରାଜପଥରେ ପଡ଼ିଥିବା ଦୁର୍ଘଟଣା ଗ୍ରସ୍ତ ଆହାତ ଛାତ୍ର ଙ୍କୁ ଉଦ୍ଧାର କରି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉତ୍ତମ ଚିକିତ୍ସା ନିମନ୍ତେ ନିଜ କାର ରେ ବ୍ରହ୍ମପୁର ମେଡିକାଲ ରେଚିକିତ୍ସା ନିମନ୍ତେ ଭର୍ତି କରି ମାନ ବିକତା ପରିଚୟ ଦେଖାଇଛନ୍ତି, ଉକ୍ତ ଛାତ୍ର!-->…
ସାଧାରଣ ନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ଇସ୍ତାହାର ଓ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚିତ
ଦେବଗଡ଼ : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟୀ ପକ୍ଷରୁ ଦେବଗଡ ଜିଲାରେ ଶନିବାର ଆନୁଷ୍ଠାନିକ ଭାବେ ଇସ୍ତାହାର ପ୍ରକାଶ ପାଇଛି । ସ୍ଥାନୀୟ ଏକ ଘରୋଇ ହୋଟେଲରେ ଜିଲା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁଙ୍କ ଆବାହକତ୍ୱ ଓ ଜିଲା!-->…
ବମ୍ପରଡା ସାପ୍ତାହୀକ ହାଟରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ
ଦେବଗଡ଼ (୨୩ା୩) : ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଂଚାୟତ ମହାସଂଘ ଆନୁକୂଲ୍ୟରେ ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀ ମାନଙ୍କୁ ନେଇ ବମ୍ପରଡା ସାପ୍ତାହୀକ ହାଟରେ ଏକ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଯାଇଛି । ଏହି ବିକ୍ରୟ କେନ୍ଦ୍ରକୁ ମୂଖ୍ୟ ଅତିଥି ଭାବେ ବମ୍ପରଡା ଗ୍ରାମ!-->…
ଓଡିଶା ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ କଂଗ୍ରେସର ପ୍ରାର୍ଥୀ ତାଲିକା
ଦେବଗଡ଼,୨୩ା୩:ଓଡିଶା ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ କଂଗ୍ରେସର ପ୍ରାର୍ଥୀ ତାଲିକା । ଆଜି ଦେବଗଡ ଗସ୍ତ ଅବସରରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯେଗ ବିଭାଗ ଅଧ୍ୟକ୍ଷ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ଶ୍ରୀ ମହାନ୍ତି ଗଣମାଧ୍ୟମର ପ୍ରତିନିଧି!-->…
ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଦାରିଙ୍ଗବାଡ଼ି, ୨୩/୩ : ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପର୍ଯ୍ୟାୟ ରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଚାଲୁଛି। ଏହି ପରିପ୍ରେକ୍ଷୀରେ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ମେ ୨୦!-->…
ଦୁଇଟି ସ୍ଥାନରୁ ଗଞ୍ଜେର ଚୋରାଚାଲାଣ ବେଳେ ଦାରିଙ୍ଗବାଡ଼ି ପୋଲିସର ବଡ଼ ସଫଳତା, ୨ ଗିରଫ
ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ପୃଥକ୍ ପୃଥକ୍ ଦୁଇଟି ସ୍ଥାନରୁ ଗଞ୍ଜେର ଚୋରା ଚାଲାଣ ବେଳେ ଜବତ କରିଛି ଦାରିଙ୍ଗବାଡିର ପୋଲିସ। ପ୍ରାପ୍ତ ସୂଚନା ପ୍ରକାରେ ଗତ କାଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଁ ଆଇ ଆଇ ସି ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ!-->…
ନୂତନ ଏସ୍ପି ଭାବେ ଅନୁପମା ଜେମ୍ସଙ୍କ ଯୋଗଦାନ
ଦେବଗଡ଼ : ଦେବଗଡର ନୂତନ ଏସ୍ପି ଭାବେ ଅନୁପମା ଜେମ୍ସ ଶନିବାର ଯୋଗଦାନ କରିଛନ୍ତି । ଦେବଗଡ ଏସ୍ପି ରାମ ପ୍ରସାଦ ସାହୁଙ୍କର ଅନ୍ୟତ୍ର ବଦଳି ହେବାପରେ ଭିଜିଲାନ୍ସ ସଂଗଠନରେ ଏସ୍ପି ଭାବେ କାର୍ଯ୍ୟରତ ଶ୍ରୀମତି ଜେମ୍ସଙ୍କୁ ନିଯୁକ୍ତି ପ୍ରଦାନ କରିଥିଲା ଓ ଦେବଗଡ ଏସ୍ପି ଭାବେ ଆଜି ସେ ଏଠାରେ!-->…