Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ କେ. ଅନିଲ କୁମାର ଙ୍କ ନାମାଙ୍କନ…
ଛତ୍ରପୁର,:ବ୍ରହ୍ମପୁର ବିଧାନସଭା ଆସନ ନିମନ୍ତେ ବିଜେପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ କେ. ଅନିଲ କୁମାର ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ସେ ନିଜ ସମର୍ଥକ ମାନଙ୍କ ଗହଣ ରେ ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ!-->!-->!-->…
ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ : ନିର୍ଭିକ ହୋଇ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ…
ଛତ୍ରପୁର ୨୦.୦୪.୨୪ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ କିଭଳି ତଦାରଖ କରିବେ ସେ ସମ୍ପର୍କିତ ଏକ ପ୍ରଶିକ୍ଷଣ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା!-->!-->!-->…
ଆସିକା ରେ ଟାଟା ପାୱାର ସାଦୁଛି ଦାଉ,ଲୋକେ ହନ୍ତସନ୍ତ….
ଆସିକା : ୨୦-୪ ଆସିକା ରେ ଅଘୋଷିତ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଟାଟା ପାୱାର ବିଦ୍ୟୁତ ବିତରଣ ଦାଇତ୍ୱ ନେବା ପର ଠାରୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ସମ୍ପୁର୍ଣ୍ଣ ଅଵ୍ୟଵସ୍ଥା ହୋଇଛି। ଆସିକା ସହର ଓ ପାଖ ଗ୍ରାମରେ ବିଦ୍ୟୁତ ସେବା ମିଳିବା କଷ୍ଟ!-->…
ନିମାପଡ଼ାରେ ବିଜେଡ଼ିକୁ ଲାଗିପାରେ ଶକ୍ତ ଝଟକା…
ନିମାପଡ଼ା:- ନିର୍ବାଚନ ଯେତେ ନିକଟତର ହେଉଛି ନିମାପଡ଼ାରେ ପରିସ୍ଥିତି ସେତେ ଜଟିଳ ହେବାରେ ଲାଗିଛି। ଦୀର୍ଘ ୪୨ ବର୍ଷ ରାଜନୈତିକ ଜୀବନରେ କେବେ ହାରିନଥିବା ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଲଗାତାର ତିନିଥର ବିଜେଡ଼ି ଦଳରୁ ଜିତିଥିବା ବିଧାୟକ ବାବୁ ସମୀର ରଞ୍ଜନ ଦାଶଙ୍କୁ ଏଥର କିନ୍ତୁ ଦଳ!-->!-->!-->…
ସୀମାନ୍ତ ଛତିଶଗଡ ରାଜ୍ୟରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ କଡ଼ା ସୁରକ୍ଷା ବଳୟରେ ଭୋଟ ଗ୍ରହଣ
ମାଲକାନଗିରି : ସାରା ଦେଶରେ ସାଧାରଣ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ରେ ବସ୍ତର ଗୋଟିଏ ପାର୍ଲିଆମେଣ୍ଟ ସିଟ ପାଇଁ ଭୋଟ ଗ୍ରହଣ ଚାଲିଛି ।ବସ୍ତର ଟି ମାଓ ପ୍ରବଣ,ଅତି ସମ୍ବଦନଶୀଳ ଇଲାକା ହୋଇଥିବାର କଡ଼ା ସୁରକ୍ଷା ବଳୟ ରେ!-->…
ବାଇକ ରୁ ପଡ଼ି ସ୍ବାମୀ ମୃତ ସ୍ତ୍ରୀ ଗୁରୁତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲା ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ବାଇକ ରୁ ପଡ଼ି ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର । ପ୍ରାପ୍ତ ସୂଚନା ଅନୁଯାଇ ଏକ ବାଇକରେ ସ୍ବାମୀ ସ୍ତ୍ରୀ ଦୁହେଁ କୌଣସି ଏକ ମେଡ଼ିକାଲ!-->…
ପ୍ରବଳ ଖରା ସତ୍ତ୍ୱେ ଖରଣୀପଡା ପଞ୍ଚାୟତରେ ବିଜେଡିର ଜୋରଦାର ପ୍ରଚାର
ପାତ୍ରପୁର : ଚିକିଟୀ ନିର୍ଵାଚନ ମଣ୍ଡଳୀ ପାତ୍ରପୁର ବ୍ଲକ ଅନ୍ତର୍ଗତ ଖରଣିପଡା ପଞ୍ଚାୟତ ର ଛଅ ଗୋଟି ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କରି ଜୋରଦାର ପ୍ରଚାର ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଚିନ୍ମୟାନନ୍ଦ!-->…
ଖରା ଦିନେ ବିଦ୍ୟୁତ ସମସ୍ୟା ଯୋଗୁ ଦୁର୍ଦ୍ଦଶା ଭୋଗୁଛନ୍ତି ଏମ ଭି-୧୦୮ ଗ୍ରାମବାସୀ
ମାଲକାନଗିରି (ବାଲିମେଳା) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲଲ ଚିତାପାରି -୩ ପଞ୍ଚାୟତ ଅଧୀନସ୍ତ ଏମ ଭି ୧୦୮ ଗ୍ରାମରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ଯୋଗାଣ ସମସ୍ୟା ଲାଗିରହିଛି ।ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି ୭୫ ପରିବାରର ଲୋକେ। ଖବର ଅନୁସାରେ ୪୫୦ରୁ ଉର୍ଦ୍ଧ ଲୋକେ ଏହି ଗ୍ରାମରେ!-->…
ବିଜେଡିରେ ସାମିଲ ହେଲେ ସମାଜସେବୀ ରାଧାମୋହନ
ଫୁଲବାଣୀ : ବିଜେଡ଼ିରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲାର ବଶିଷ୍ଠ ସାମାଜିକ କର୍ମୀ, କନ୍ଧମାଳ ପିପୁଲ୍ସ ଫୋରମର ପ୍ରତିଷ୍ଠାତା ଓ ସଭାପତି ତଥା ସାମ୍ବାଦିକ ରାଧା ମୋହନ ମହାପାତ୍ର l ଶ୍ରୀ ମହାପାତ୍ର ଆଗରୁ ଦୁଃଖୀ ଦରିଦ୍ରର ସାହାଯ୍ଯ କାରୀ ବନ୍ଧୁ ଭାବେ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁପରିଚିତ l!-->…
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନର ଦ୍ୱିତୀୟ ଦିବସ : ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ୨ ଜଣ…
ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନରେ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବ୍ରହ୍ମପୁର ବିଧାନସଭା ପାଇଁ ୨ ଜଣ ପ୍ରାର୍ଥୀ ପତ୍ର ଦାଖଲ!-->…