Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜଙ୍ଗଲ ନିଆଁକୁ ରୋକିବା ନିମନ୍ତେ ସାମୁହିକ ଶପଥ ପାଠ କଲେ ଶତାଧିକ ଗ୍ରାମବାସୀ
ସାଗରପାଲି ଓ ଝୁରିମାଲ ଠାରେ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମସୁନ୍ଦରଗଡ : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ନୂଆଡ଼ିହି ସେକ୍ସନରେ ଆଜିଠାରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ସାଗରପାଲି ଓ ଝୁରିମାଲର!-->…
ନୂଆ-ଓ ଛାତ୍ରବୃତ୍ତିର ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ
ଫୁଲବାଣୀ: ଫୁଲବାଣୀସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟରେ ତା ୦୫.୦୩.୨୦୨୪ରିଖ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ନୂଆ-ଓ ଛାତ୍ରବୃତ୍ତି ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଧୁପ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ!-->…
ଆସିକାରେ ଆଶାୟୀ ମାନଙ୍କ ପକ୍ଷରୁ ବିଜୁ ଜୟନ୍ତୀ ନାମରେ ଶକ୍ତି ପ୍ରଦର୍ଶନ…
ବ୍ରହ୍ମପୁର : ଆଜି ବିଜୁ ଜୟନ୍ତୀ ଅଵସର କୁ ଆଳ କରି ଆସିକା ରେ ପୃଥକ ପୃଥକ ସ୍ଥାନରେ ଶକ୍ତି ପ୍ରଦର୍ଶନ। ନିର୍ବାଚନ ଯେତିକି ନିକଟତମ ହେଉଛି ଅଶାୟୀଙ୍କ ସଂଖ୍ୟ ଆସିକା ରେ ବଢିବାକୁ ଲାଗିଛି। ଟାଉନହଲ ଠାରେ ବିଧାୟିକା ଗୋଷ୍ଟି ପକ୍ଷରୁ ଆଜି ଶେଷ ଶକ୍ତି ପ୍ରଦର୍ଶନ କରିଥିବା ନେଇ ଚର୍ଚ୍ଚା!-->…
ରାଜନଗର ପୂର୍ତ୍ତ ବିଭାଗର ଅହେତୁକ ପ୍ରୋତ୍ସାହନରେ ମାଟିରେ ଟ୍ରାଫିକ୍ ପୋଷ୍ଟ କରି ଵିଲ୍ ନେଇ ଠିକାଦାର ଛୁ
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପୁର୍ତ୍ତ ବିଭାଗ ସଵ୍ ଡିଭିଜନ ଅଧିନରେ ରାଜନଗର ସଦର ମହକୁମା ଆଇସିଆ ବ୍ୟାଙ୍କ ସାମ୍ନାରେ ଟ୍ରାଫିକ୍ ପୋଷ୍ଟ ଅଳ୍ପ ଦିନ ହେବ ନିର୍ମାଣ ହୋଇଥିଲା। ସେହି ଟ୍ରାଫିକ୍ ପୋଷ୍ଟ ଏତେ ନିମ୍ନମାନର କରାଯାଇଥିଲା ଯାହାକି ଷଣ୍ଢ ଶିଙ୍ଗରେ ଭାଙ୍ଗିଯାଇ ମାଟି!-->…
ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍
ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ ଜିଲ୍ଲାପାଳଙ୍କ!-->…
୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୋଦି
ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍ ଓ ଲୋକାର୍ପଣ କରିଛନ୍ତି। ପୁରୀ-ଆନ୍ଦବିହାର ଟର୍ମିନାଲ୍(ଦିଲ୍ଲୀ) ଏକ୍ସପ୍ରେସ୍ ଟ୍ରେନ୍ କେନ୍ଦୁଝରଗଡ଼!-->…
ପଞ୍ଚାୟତିରାଜ ଦିବସ ପାଳିତ…
ହିଞ୍ଜିଳିକାଟୁ ୫!୩ ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ ସଭାରେ ଓଡିଶାର ବରପୁତ୍ର ସ୍ଵର୍ଗତ!-->…
ବିଜେପିର ଲାଭାର୍ଥୀ ସମ୍ପର୍କ କର୍ମଶାଳା…
ଫୁଲବାଣୀ : ବିଜେପି ତୃଣମୂଳ ସ୍ତରରୁ ଆରମ୍ଭ କଲା ଘରେ ଘରେ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପତ୍ର ଓ ଜନ ହିତକର ଯୋଜନା ବାର୍ତ୍ତା ପହଞ୍ଚାଇବା l ଏନେଇ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିରୁପାକ୍ଷ ଶୈବପୀଠ ପରିସରରେ ଲାଭାର୍ଥୀ ସମ୍ପର୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକାପାଦ!-->…
ବ୍ରାହ୍ମଣୀଗାଁରେ ବିଜେଡ଼ିର ମିଶ୍ରଣ ପର୍ବ : ୫୮୦ ଜଣ ବିଜେଡିରେ ସାମିଲ
ଦାରିଙ୍ଗ ବାଡ଼ି,୪/୩ , କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ପଞ୍ଚାୟତର ବିଜେଡି ଦଳର କର୍ମୀ ସମୂହ ଶିବ ମନ୍ଦିର ନିକଟ ପଡ଼ିଆରେ ବିଜେଡ଼ିର ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ୮!-->…
ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଓ ଜଣେ ଆହତ ।
ମାଲକାନଗିରି,୪।୩ : ମାଲକାନଗିରି ଜିଲ୍ଲା ସଦର ମହକୁମାର ତାରିଣୀ ମନ୍ଦିର ନିକଟରେ ଯାଇଥିବା ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତାରିଣୀ ମନ୍ଦିର ନିକ୍ତ ଦେଇ!-->…