Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା
ଛତ୍ରପୁର : ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଆଜି ଗଞ୍ଜାମ ଜିଲ୍ଲାରେ ,ଓଡିଶା ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I!-->…
ଜାତୀୟ ବିଜ୍ଞାନ ଦିବସ ପାଳିତ
ଛତ୍ରପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ମହାସମାରୋହରେ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ,!-->…
କଂସାରୀଗଣ୍ଡ ଅନ୍ତଃସ୍ରୋତ ଜଳାଶୟ ପ୍ରକଳ୍ପ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଫଳକ ସ୍ଥାପନ
ଛତ୍ରପୁର : ଛତ୍ରପୁର ନିର୍ବାଚନ ମଣ୍ଡଳୀବାସୀଙ୍କ ବହୁ ବର୍ଷ ଧରି ରହିଥିବା ଆଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୂରଣ କରିଛନ୍ତି, କଂସାରୀଗଣ୍ଡ ଅନ୍ତଃ ସ୍ରୋତଜଳାଶ୍ରୟ ପ୍ରକଳ୍ପ (ପୋଟଲାମପୁର -ବରଦା )ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଗସ୍ତରେ!-->…
ବ୍ରାହ୍ମଣୀଗାଁ ଥାନା ଆମ ପୋଲିସ ସମିତି ବୈଠକ…
ଦାରିଙ୍ଗବାଡି,୨୮/୨, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଭାବେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହି ବୈଠକରେ ଥାନା!-->!-->!-->…
ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଶିବିର: ଦ୍ରବ୍ୟ ଓ ଶ୍ରମ ଅର୍ଥ ମଞ୍ଜୁର ହେଉ ନ ଥିବା ଅଭିଯୋଗ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରେ ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଫଳକ ନଥାଇ କାନ୍ଥରେ ସୂଚନା ଦେବା ବାବଦରେ ୩୦ରୁ ୪୦ ହଜାର ଟଙ୍କା ଅନିୟମିତତା ହୋଇଥିବା ପ୍ରସଙ୍ଗ ଉପସ୍ଥାପନା ହେବା ପରେ ୩ଦିନ ମଧ୍ୟରେ ଫଳକ ନିର୍ମାଣ କରି ସୂଚନା ପ୍ରଦାନ ନ କଲେ!-->…
ଦେବଗଡ ସ୍ୱତନ୍ତ୍ର ଉପକାରାଗାରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଶୁଭାରମ୍ଭ
ଦେବଗଡ,୧୫ା୨ : ଦେବଗଡ ଜିଲା ଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଗୌତମ ଶର୍ମାଙ୍କ ନିର୍ଦ୍ଦେଶରେ ଜିଲା ନିୟୋଜନ କାର୍ଯ୍ୟାଳୟ ଏବଂ ସେଂଟ୍ରାଲ ବ୍ୟାଙ୍କ ଆର୍ସେଟୀର ମିଳିତ ଆନୁକୂଲ୍ୟରେ ଦେବଗଡ ସ୍ୱତନ୍ତ୍ର ଉପ କାରାଗାରରେ ମଙ୍ଗଳବାର ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ!-->…
ଅଣ ଓଡିଆ ଓ ବଙ୍ଗଳାଦେଶୀ ଶ୍ରମିକଙ୍କୁ ଚିହ୍ନଟ ପାଇଁ ବିଜେପି ଯୁବମୋର୍ଚ୍ଚାର ଦାବୀ
ଦେବଗଡ : ଦେବଗଡ ଜିଲ୍ଲାରେ ରହୁଥିବା ବାହାର ରାଜ୍ୟର ଅଣ ଓଡିଆ ଓ ବଙ୍ଗଳାଦେଶୀ ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ପାଇଁ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମାଙ୍କ ନେତୃତ୍ୱରେ ସୁରଜ ଘଡେଇ,ତାପସ କୁମାର!-->…
ମୃତ ଅଙ୍ଗନବାଡି କର୍ମୀଙ୍କ ଅସହାୟ ପରିବାରକୁ ସହାୟତା ପାଇଁ ଦାବି
ହିଞ୍ଜିଳିକାଟୁ ୨୭/୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୪ର ହିଞ୍ଜିଳି ଗ୍ରାମର ଅଙ୍ଗନବାଡି କର୍ମୀ ସୁଚିତ୍ରା ଚୌଧୁରୀ (୪୩) ଙ୍କ ମଙ୍ଗଳବାର ମୃତ୍ୟ ହୋଇଯିବାରୁ ତାଙ୍କ ପରିବାର ୩ ପ୍ରାଣୀ କୁଟୁମ୍ବ,ଅତି ଅସହାୟ ହୋଇପଡ଼ିଛନ୍ତି। ସୂଚନା ଥାଉକି ଏକ ବର୍ଷ ହେବ ସୁଚିତ୍ରା!-->…
ମିଶନଶକ୍ତି ଦ୍ଵାରା ସଶକ୍ତ ମହିଳା, ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ
ଉମରକୋଟ : ଆଜି ଉମରକୋଟ ମିଶନ ଶକ୍ତି ଅଫିସ ସମ୍ମୁଖ ପଡ଼ିଆରେ ଉମରକୋଟର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ନେଇଁ ସଶକ୍ତି ମହିଳା, ସଶକ୍ତି ଓଡ଼ିଶା କାର୍ଯ୍ୟକ୍ରମ ହେଇଯାଇ ଅଛି | ନବୀନ ସରକାରଙ୍କ ବିଭିନ୍ନ ଉନ୍ନତ ମୂଳକ କାର୍ଯ୍ୟ ଭିତରେ ଏହା ଏକ ଅନ୍ୟତମ | ମିଶନ ଶକ୍ତି ମାଧ୍ୟମରେ!-->…
ରଟିଙ୍ଗିଆ ପଞ୍ଚାୟତରେ ଭୋଟ ବର୍ଜନ କରିବେ ଅଞ୍ଚଳବାସୀ
୩ ଦଫା ଦାବି ନେଇ ଘୁ. ଉଦୟଗିରି ବ୍ଲକ୍ ଘେରାଉ
ଫୁଲବାଣୀ : ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରୁ ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍. ଲୁକ୍, ସଦାନନ୍ଦ ନାୟକ ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନଙ୍କ ନେତୃତ୍ୱରେ!-->!-->!-->…