Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୁମାରବେଗପଲ୍ଲୀ ଗ୍ରାମରେ ମା ସର୍ବମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ଜଳଯାତ୍ରା
ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ସ୍ଥିତ କୁମାରବେଗପଲ୍ଲୀ ଗ୍ରାମରେ ମା ସର୍ବ ମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ସୋମବାର ଦିନ ପୂର୍ବାହ୍ନରେ ଋଷୁକୂଲ୍ୟା ମୁହାଣ ତଟବର୍ତ୍ତି କୂଳରୁ ଜଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତ!-->…
ଜଙ୍ଗଲ ନିଆଁ ସଚେତନ ଶିବିର
ଦାରିଙ୍ଗବାଡି, ୨୭/୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ଗତକାଲି ଜଙ୍ଗଲ ନିଆ ସଚେତନ ଶିବିର ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରି ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି!-->…
ସରକାରୀ ଅର୍ଥ ହେରଫେର ଅପରାଧରେ ବିଦ୍ୟାଳୟ ଶିକ୍ଷା କମିଟି ସଭାପତିଙ୍କୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା
ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମରବିଳାସ ବେହେରା, ଆଜି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଂଚଳର ଶିକବାଡି ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଶିକ୍ଷା କମିଟି ସଭାପତି ମନେ୍ଧକ୍ସ ପ୍ରଧାନଙ୍କୁ ସାଖ୍ୟ ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ!-->!-->!-->…
ଦେବଗଡରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଶିଳାନ୍ୟାସ
ଦେବଗଡ ,୨୭ା୨: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ କ୍ରିକେଟ ଖେଳ ଓ ଖେଳାଳୀଙ୍କର ବିକାଶ ନିମନ୍ତେ ଆଜି ରାଜ୍ୟର ୪୧ଟି ସ୍ଥାନରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଶିଳାନ୍ୟାଶ କରାଯାଇଛି । ଏହି କ୍ରମରେ ଦେବଗଡ ଜିଲାରେ ମଧ୍ୟ ଏକ କ୍ରିକେଟ ଏକାଡେମୀ ସ୍ଥାପନ!-->…
ଜିଲ୍ଲାସ୍ତରୀୟ ଗାଁ କଲ୍ୟାଣ, ମହିଳା ଆରୋଗ୍ୟ ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ
ଦେବଗଡ, ୨୭ା୨ : ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ସ୍ତରୀୟ ଆଶା ମାନଙ୍କୁ ନେଇ ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ!-->…
ବିଜେପି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟଠାରେ ସମ୍ୱର୍ଦ୍ଧନା ସଭା
ବ୍ରହ୍ମପୁର, ୨୭/୨ : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ମହିଳା ଉପସଭାନେତ୍ରୀ ମୋନିତା ଦାସ ବିଜେଡ଼ି ପରିତ୍ୟାଗ କରି!-->…
ଚିକିଟୀ ବ୍ଲକରେ ସୁଧ ଫେରସ୍ତ ମେଳାରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ଚିକିଟୀ : ସ୍ଥାନୀୟ ବ୍ଲକ ପରିସରରେ ମିଶନ ଶକ୍ତି ଗ୍ରୁପର ସୁଧ ଫେରସ୍ତ ଓ ବିନା ସୁଧରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଋଣ ମେଳା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ଜରିଆରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ!-->…
ବିମଳାଗଡ – ତାଳଚେର ରେଳ ପଥ ପାଇଁ ଶୀଘ୍ର ଜମି ଅଧିଗ୍ରହଣ ସମାପ୍ତ କର : ଜ଼ିଲ୍ଲା ନାଗରିକ କମିଟି
ଦେବଗଡ଼,୨୭|୨ : ବର୍ତ୍ତମାନ ସୁଦ୍ଧା ବିମଳାଗଡ -ତାଳଚେର ପାଇଁ ଦେବଗଡ଼ ଜ଼ିଲ୍ଲାରେ ମୋଟ ୧୯ଟି ଗ୍ରାମ ମଧ୍ୟରୁ ୧୫ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇ ରେଳ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ, ଅବଶିଷ୍ଟ ୪ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରି ରେଳବାଇ ବିଭାଗକୁ!-->…
୧୦୦ ରୁ ଉର୍ଦ୍ଧ୍ବ ବିଜେପି ର ସକ୍ରିୟ କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ
ମାଲକାନଗିରି, ୨୭।୨ : ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ବିଜୁ ଜନତା ଦଳ। ଯାହାକୁ ନେଇ ଅନ୍ୟ ଦଳୀୟ କର୍ମୀ ବର୍ତ୍ତମାନ ବିଜେଡି ମୁହାଁ । ଏହି କ୍ରମରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତର ବିଜେପି ସକ୍ରିୟ ଓ ପ୍ରଭାବ ଶାଳୀ କର୍ମୀ!-->…
ଅନୁସୂଚିତ ଜାତି/ଜନଜାତି ଏକତା ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଦଳିତ ସମାଜର ବନ୍ଧୁ ମିଳନରେ ସାମିଲ ନକରିବା ନେଇ…
ଦେବଗଡ ,୨୭ା୨: ଗତ ୨୪ ତାରିଖ ଦିନ ଦେବଗଡ ପୌରାଂଚଳର ନିଳବେର୍ଣ୍ଣୀ ସାହି ବାଇପାସ ଛକ ନିକଟସ୍ଥ ପଡିଆରେ ଲକ୍ଷେ ଘର ଦଳିତ(ପାଣ)ସମାଜର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତେବେ ଏହାକୁ ଜିଲାର!-->…