Browsing Category

ଆଞ୍ଚଳିକ

ଗଜପତି ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ..!

ଆର,ଉଦୟଗିରି/ ୨୬/୨/ ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି. ଏହି ଘଟଣା ନେଇ ଅନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ଗୌଡ଼ ଘଟଣାରେ ନ୍ୟାୟ ଦେବା ପାଇଁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି. ଘଟଣାରୁ

ଜିଲ୍ଲା ଠିକାଦାର ଓ ଅନ୍ତଃଜିଲ୍ଲା ଠିକାଦାରଙ୍କ କଳି ଯୋଗୁଁ ଆସିକା କେନ୍ଦ୍ରୀୟ ପଣ୍ୟଗାର ଶ୍ରମିକ ବଳି ପଡ଼ୁଛନ୍ତି..!

ଆସିକା :- ଆସିକା ବ୍ଳକ ର କର୍ଣ୍ଣଳି ଗ୍ରାମରେ ଭାରତ ସରକାରଙ୍କ ସାଧାରଣ ବ୍ୟାପର, ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣ ରେ ଥିବା ଏକ ସେଣ୍ଟ୍ରାଲ ପବ୍ଲିକ ସ୍କେଟର ଏଣ୍ଟରପ୍ରାଇଜ ପକ୍ଷରୁ ଏକ କେନ୍ଦ୍ରୀୟ ପାଣ୍ୟଗାର ଖୋଲା ଯାଇଛି l ଆସିକା ସମେତ ଶେରଗଡ଼ ସୋରଡ଼ା,

ବନଜ୍ୟୋସ୍ନା ପୁସ୍ତକ ମେଳା ଉଦଯାପିତ : ରକ୍ତଦାନ ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗୃହୀତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଧଶ ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଏହି ସଫଳତା ପାଇଁ ଏହାର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀର କୃତିତ୍ୱ

ଫୁଲବାଣୀ : ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ସରକାରୀ ବୃତ୍ତି (୩ୟ, ୫ମ ଓ ନବମ ଶ୍ରେଣୀ)ର ଫଳାଫଳ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଛି। ଉକ୍ତ ପରୀକ୍ଷାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩ୟ ଶ୍ରେଣୀ ଛାତ୍ର ସ୍ଵସ୍ତିକ ସ୍ଵରାଜ ରାଉତ ୧ମ ସ୍ଥାନ ଅଧିକାର କରିଥିବା ବେଳେ ବିସ୍ମୟ

ଚିକିଟୀ ସେବା ସଂସ୍ଥାନ ସହଯୋଗରେ ମାଗଣା ଚକ୍ଷୁପରୀକ୍ଷା

ଚିକିଟୀ : ସ୍ଥାନୀୟ କଳିଙ୍ଗ ବୈଶ୍ୟସମାଜ ର ଅନ୍ନପୂର୍ଣ୍ଣା ଭବନଠାରେ ପ୍ରତିଷ୍ଠିତ ସେବା ସଂସ୍ଥାନ ଚିକିଟୀ ଓ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ୍ ସେଣ୍ଟର ର ମିଳିତ ସହଯୋଗ ରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଚକ୍ଷୁ ଡ଼ାକ୍ତର ବି ନାଗେଶ୍ଵର ରାଓ

ଚିକିଟୀଠାରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍ଘାଟନ

ଚିକିଟୀ : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଦର୍ଶ କଲୋନୀ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ ଉତ୍ସବ

ଚିକିଟୀ : ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ ଉତ୍ସଵରେ ଚିକିଟୀ ବ୍ଲକରୁ ଶ୍ରେଷ୍ଠ ଶିକ୍ଷକ ଭାବେ କୋଳଥିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ବେହେରା ପୁରସ୍କୃତ ହୋଇଥିବା ବେଳେ ଛାତ୍ର ନେତୃତ୍ୱ ପାଇଁ ବ୍ଳକର

କୁରାଳ ପଞ୍ଚାୟତକୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନୟାଗଡ଼ : ଶିକ୍ଷାର ବିକାଶ ରେ ସମାଜର ବିକାଶ ହୋଇଥାଏ । ଏହି ଉଦ୍ଦେଶ୍ୟରେ ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ୫- ଟି ଦ୍ଵାରା ବିଭିନ୍ନ ପ୍ରୟାସ ଜରିରହିଛି । ନୟାଗଡ଼ ମହୋତ୍ସବ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିବା

ଶିକ୍ଷକସମାଜ ସଂସ୍କାରକ ଓ ମାର୍ଗ ଦର୍ଶକ ଭାବେ କାର୍ଯ୍ୟ କରିଥାନ୍ତି

ଫୁଲବାଣୀ: ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସଭାଗୃହ ଠାରେ ଅଦ୍ୟ ତା ୨୫.୨.୨୦୨୪ ରିଖ ରବିବାର ଦିନ ଫୁଲବାଣୀ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସମନ୍ୱୟ ତରଫରୁ ୨୦ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ

କନ୍ଧମାଳ ଡିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ମାଷ୍ଟରପଡା ନିକଟସ୍ଥ ନେତାଜୀ କ୍ଳବ ଠାରେ ନୂତନ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ପ୍ରତିନିଧିତ୍ବରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସମଗ୍ର କନ୍ଧମାଳ