Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଵିଏସକେୱାଇ ନବୀନ କାର୍ଡ଼ ଯୋଜନାରେ ପାତରଅନ୍ତର…..
ସହରାଞ୍ଚଳ ଲୋକେ କଣ ସାବତ ପୁଅ କି….?ଵ୍ରହ୍ମପୁର : ୨୩-୨ରାଜ୍ୟ ସରକାର ପ୍ରତି ଗ୍ରାମରେ ଗରିବଙ୍କ ମୁହଁରେ ହସ ଫୁଟାଇବା ପାଈଁ ସ୍ୱାସ୍ଥ୍ୟ ଭଳି ଏକ ମୌଳିକ ଆବଶ୍ୟକତା ଦୂର କରିବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରିଛନ୍ତି ।ଓଡିଶା ସରକାର ଗତ ୦୧/୦୯/୨୧ ମସିହା ରୁ!-->…
ବ୍ରାହ୍ମଣୀଗାଁରେ ଥିବା ଏକମାତ୍ର ବିଏସଏନଏଲ ସେବା ଦୀର୍ଘ ୪ମାସ ଧରି ବନ୍ଦ
ଦାରିଙ୍ଗବାଡି, ୨୩/୨, ଆଜିର ଡିଜିଟାଲ ଯୁଗରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ଥିବା ଏକ ମାତ୍ର ବିଏସଏନଏଲ ନେଟୱର୍କ ସେବା ଦୀର୍ଘ ୪ମାସ ଧରି ଗତ ନଭେମ୍ବର ମାସଠାରୁ ଆଜ ଯାଏ ବନ୍ଦ ରହିଛି। ଯାହରି ଫଳରେ ଅତ୍ୟାବଶ୍ୟକ ବିଏସଏନଏଲ ନେଟୱର୍କ ସେବା ପାଇବାରୁ ଅଞ୍ଚଳର ୮ ଗୋଟି ଗୋଟି ଗ୍ରାମ!-->…
କୁମ୍ଭକର୍ଣ୍ଣ ନିଦ୍ରାରେ ନୁଆଗଡ ତହସିଲ ଅଧିକାରୀ : ସାଧାରଣ ସେବା ରୁ ବଞ୍ଚିତ ଲୋକେ…
ମଠ ରେ ଖାଇ ଖଟରେ ଶୋଇ ବା ନୀତି...!
ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ…
ଫୁଲବାଣୀ: ରାଜ୍ୟ ସରକାର ଶିଶୁ ମାନଙ୍କ ମଙ୍ଗଳ ଓ ଥଇଥାନ ପାଇଁ ଅନେକ ଯୋଜନା କରୁଛନ୍ତି। ସେମାନଙ୍କ ସୁରକ୍ଷା ସୁଦୃଢ କରିବା ସହିତ ପାଠ ପଢା ଜାରି ରଖିବା ପାଇଁ ବ୍ୟବସ୍ଥା କରୁଛନ୍ତି ଏବଂ ସେଥିପାଇଁ ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଶିଶୁ କୋର୍ଟ ଓ ଶିବିର ଆୟୋଜନ କରାଯାଇଛି । ଫଳରେ ଆବଶ୍ୟକ!-->!-->!-->…
ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ
ଛତ୍ରପୁର : ବୁଧବାର ଦିନ ଛତ୍ରପୁର ବ୍ଲକର ଚମାଖଣ୍ଡିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଫ୍ରୋଲିକ୍ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଛି। ଛତ୍ରପୁରର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ ଓ ନିଜକୁ!-->…
ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି: ରାଜନାଥ ସିଂହ
ସାରା ଦେଶରେ ମୋଦି ଗ୍ୟାରେଂଟି ଉପରେ ଲୋକଙ୍କ ଭରସା ବଢ଼ିଛି ୨୦୨୪ରେ ଓଡ଼ିଶାରେ ସରକାର ହେଲେ ଘର ପାଇବାରୁ ବଂଚିତ ହୋଇଥିବା ଲୋକଙ୍କୁ ମାଗଣା ଘର ମିଳିବ ୨୦୪୭ ସୁଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ!-->!-->!-->…
ବ୍ରହ୍ମପୁର ଖାଦ୍ୟ ଯାଞ୍ଚ ଅଧିକାରୀ ଗଲେ କୁଆଡ଼େ ? କୋଲ୍ଲଡ଼ ବାରରେ ପଚା ଶଢା ଫଳ ଜୁସ ଓ ହୋଟେଲରେ ଅଖାଦ୍ୟ ବିକ୍ରି……!
ବ୍ରହ୍ମପୁର : ବ୍ରହ୍ମପୁର ର କେତେକ ହୋଟେଲରେ ଅପରିଷ୍କାର ପରିବେଶ ଓ ନିମ୍ନମାନର ଖାଦ୍ୟ ଅବାଧରେ ବିକ୍ରି ହେଉଛି । ଏହା ସାଙ୍ଗକୁ ଅନ୍ୟ କେତେକ କୋଲ୍ଲଡ଼ ବାର ଗୁଡ଼ିକ ରେ ପଚାଶଢା ଫଳକୁ ଜୁସରେ ବ୍ୟବହାର କରି ଥଣ୍ଡାଥଣ୍ଡା କୁଲକୁଲ ନାମରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ବଜାର ରେ!-->…
ଆସିକାରେ ଖରାରେ ଘଣ୍ଟାଘଣ୍ଟା ଠିଆ ହୋଇ ଟଙ୍କା ନେବାକୁ ଅପେକ୍ଷା..!
ଚାଉଳ ନେବାରେ ନାଁ ଅଛି ହେଲେ ଟଙ୍କା ନେବାରେ ନାଁ ନାହିଁ କେତେକ ହିତାଧିକାରୀ ହତାଶ……
ବ୍ରହ୍ମପୁର : ଆଗକୁ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ରାଜ୍ୟ ସରକାର ଗତ କିଛି ଦିନ ହେଲା ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ ଘୋଷଣା କରି ଚାଲିଛନ୍ତି । ଏଥି ମଧ୍ୟରୁ ନୂଆଁ କରି ଖାଦ୍ୟ!-->!-->!-->…
କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ ଫୁଲକୋବି ଚାଷ
ଆର,ଉଦୟଗିରି : ଗଜପତି ଜିଲ୍ଲାର ଜଳବାୟୁ କୋବି ଜାତୀୟ ଫସଲ ନିମନ୍ତେ ଉପଯୁକ୍ତ ଥିବା ଯୋଗେ ଶୀତଋତୁ ଆରମ୍ଭରୁ ପ୍ରଚୁ ର ପରିମାଣକର କୋବି ଚାଷ କରିଥିଲେ l ଉପଯୁକ୍ତ ଜଳବାୟୁ ତଥା କୋବି ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହକୁ ଲକ୍ଷ୍ୟ ରଖି ଏହି ବର୍ଷ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ!-->…
ସାଂସଦ ପ୍ରତିନିଧିଙ୍କ ପ୍ରତିଶ୍ରୁତିର ଦୁଇଦିନ ମଧ୍ୟରେ ପ୍ରତିଶ୍ରୁତି ପୂରଣ ହେଲା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଠାରୁ ୧୮କି.ମି ଦୂରରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରୁତୁଙ୍ଗିଆ ଗ୍ରାମ ଅବସ୍ଥିତ l ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଋତୁଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫ମ ବାର୍ଷିକ ଉତ୍ସବ ଚଳିତ ମାସ ୧୭ ଶନିବାର ଦିନ!-->…