Browsing Category

ଆଞ୍ଚଳିକ

ବାରିକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଅଧିନସ୍ତ ବାରିକୁମ୍ପା ସରକାରୀ ଉଛ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲଙ୍କ ସଭାପତିତ୍ବରେ ସ୍କୁଲର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ରାଣୀ ରଶ୍ମିତା ନାୟକ , ସୁଧାଂଶୁ

ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ : ଗ୍ରାମାଞ୍ଚଳରୁ ସହରକୁ ଯାତାୟତ ହେଲା ସୁଗମ

ଛତ୍ରପୁର : ପ୍ରତି ପଚାଂୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମଚଂଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ ମାଧ୍ୟମରେ ମିଳିବ । ଏନେଇ ଗଞ୍ଜାମ ଜିଲ୍ଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସର ବୁଧବାର ପୂର୍ବାହ୍ନରେ ଆଭାସୀ

କନ୍ଧମାଳରେ ୬୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଅଭିଭାବକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ସମଗ୍ର କନ୍ଧମାଳ ଜିଲ୍ଲାରେ ୨୦୮ଟି ହାଇସ୍କୁଲ ପାଇଁ ୬୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଛି। ପଞ୍ଜୀକରଣ କରିଥିବା ୧୦ ହଜାର ୭୨୯ ଛାତ୍ର ଛାତ୍ରୀଙ୍କ

ରାସ୍ତା ଓ ବିଦ୍ୟୁତ୍ ସଂଯୋଗ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ଘେରାଉ

ଆର,ଉଦୟଗିରି : ମୋହନା ବ୍ଳକର ଡମ୍ବଗୁଡା ପଞ୍ଚାୟତର ନିଲ୍ଡିକିଆ, ବାଡେଇଗୁଡା ପଞ୍ଚାୟତର ବୁଡାକୁଆ ଓ ଅଡବା ପଞ୍ଚାୟତର ଆଦର୍ଶ ସାହିର ଲୋକମାନେ ବିଦ୍ୟୁତ ସଂଯୋଗ ଓ ଡମ୍ବଗୀଡା ପଞ୍ଚାୟତର ବୁଡାନିଡି ଗ୍ରାମରୁ ନିଲ୍ଡକିଆ ଗ୍ରାମର ପକ୍କା ରାସ୍ତା ନିର୍ମାଣ କରିବା ଦାବି ନେଇ ବ୍ଲକ

ଲଡୁବାବା ମନ୍ଦିରର ହୁଣ୍ଡିରୁ ୫ଲକ୍ଷ ୧୨ହଜାର ଟଙ୍କା ଓ ୬୪ଗ୍ରାମ ରୂପା ସଂଗୃହିତ

ଓଡ଼ଗାଁ : ଆମ ରାଜ୍ୟ ର ପ୍ରମୁଖ ଶୈବପୀଠ ସରଣକୁଳ ର ଲଡୁବାବାଙ୍କ ହଣ୍ଡିରୁ ୫ଲକ୍ଷ ୧୨ହଜାର୮୮୨ ଟଙ୍କା ଓ ୬୪ଗ୍ରାମ ରୂପା ସଂଗୃହିତ କରାଯାଇଛି । ଓଡ଼ଗାଁ ତହସିଲଦାର ମାନସ ରଂଜନ ଭୋଇ, ଆଇଆଇସି ପୁଷ୍ପଲତା ବେହେରା, ଦେବୋତ୍ତର ମ୍ୟାନେଜର ତାପସ ରଂଜନ ପଟ୍ଟନାୟକ, ଲଡୁବାବା ମନ୍ଦିର ସୁପର ବାଇଜର

ବେଲଘରରେ ଦୁଇ ଦିନିଆ ଡିମ୍ବୁଲି ମହୋତ୍ସବ ଉଦଯାପିତ : ପାଞ୍ଚ ଜିଲ୍ଲାରୁ ୨୦ ହଜାର ରୁ ଉର୍ଦ୍ଧ କନ୍ଧ ଆଦିବାସୀଙ୍କ ସମାଗମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବେଲଘର ନିକଟସ୍ଥ ଡିମ୍ବୁଲି ପାହାଡ ପାଦ ଦେଶ ତରଗାବାଲି ଠାରେ ଡିମ୍ବୁଲି ମହୋତ୍ସବ ସମାରୋହ ସମିତି ପକ୍ଷରୁ ଡିମ୍ବୁଲି ମହୋତ୍ସବ ୨୦୨୪ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି । କନ୍ଧ ଆଦିବାସୀ ମାନଙ୍କ ସଂସ୍କୃତି

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

ବାଲିଗୁଡା,: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥ‌ିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବା ନିମନ୍ତେ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟର ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ପରିବାର ପିଛା ୧୦୦୦ ଟଙ୍କା

ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ : ପ୍ରଥମ ଦିନରେ ପାଇଲେ ଦଶହଜାର ହିତାଧିକାରୀ

ଭୁବନେଶ୍ବର : ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି।

ସିପିଆଇ(ଏମ୍) ପକ୍ଷରୁ ଆଦିବାସୀ, ଦଳିତ ଓ ଶ୍ରମଜୀବୀମାନଙ୍କ ବିଭିନ୍ନ ଦାବିକୁ ନେଇ ଚିତ୍ରକୋଣ୍ଡା ଠାରୁ ମାଲକାନଗିରିକୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସିପିଆଇ(ଏମ୍) ପକ୍ଷରୁ ଆଦିବାସୀ, ଦଳିତ ଓ ଶ୍ରମଜିବୀ ମାନଙ୍କ ବିଭିନ୍ନ ଦାବିକୁ ନେଇ ଚିତ୍ରକୋଣ୍ଡା ଠାରୁ ମାଲକାନଗିରିକୁ ପଦଯାତ୍ରା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହା ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି । ଚିତ୍ରକୋଣ୍ଡା ବ୍ଲକର ଜାନବାଇ ଠାରୁ

କୃଷି ପରାମର୍ଶଦାତାଙ୍କ କ୍ଷେତ୍ର ପରିଦର୍ଶନ

ମୋହନା , /୨୦/୨/:ରାଜ୍ୟ ସରକାର ଙ୍କ କୃଷି ପରାମର୍ଶଦାତା ତଥା ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ସୋମବାର ମୋହନା ବ୍ଲକ ଗସ୍ତ ରେ ଆସି କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ ଦ୍ୱାରା କରାଯାଇଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଏହି ଅବସର ରେ ଖପୁରିପଟା ଗ୍ରାମରେ ମହିଳା